କୁନ୍ଦୁଲି ଗଣଦୁଷ୍କର୍ମ: ପୀଡ଼ିତା ପରିବାରକୁ କ୍ଷତିପୂରଣ ଦାବି କଲା ବିଜେପି
ଓଡ଼ିଶାଲାଇଭ୍ ବ୍ୟୁରୋ
ପୀଡ଼ିତା ପରିବାରକୁ ୧ କୋଟି ଟଙ୍କା କ୍ଷତିପୂରଣ ଦାବି
ଏଚ୍ଆର୍ପିସି ଏଡିଜି ଏବଂ କୋରାପୁଟ ଏସ୍ପିଙ୍କ ବରଖାସ୍ତ ଦାବି
କୁନ୍ଦୁଲି ଗଲା କ୍ରାଇମବ୍ରାଞ୍ଚ ଟିମ୍
ବିଜେଡି କହିଲା ଅଯଥା ରାଜନୀତି
କୁନ୍ଦୁଲି...
ଶିଳ୍ପସମୃଦ୍ଧ ଆଧୁନିକ ଓଡ଼ିଶାର ଆଦ୍ୟ ନିର୍ମାତା
ଦିଲିପ କୁମାର ବିଷୋୟୀ
ଓଡ଼ିଆ ଅସ୍ମିତାର, ଓଡ଼ିଆ ସ୍ୱାଭିମାନର ପ୍ରବୀଣ ପ୍ରବକ୍ତା ବିଜୁ ପଟ୍ଟନାୟକ, ଯାହାଙ୍କ ନାମ ଏ ଜାତି ଆଜି ବି ସ୍ମରଣ କରିଥାଏ ଶତ ଶ୍ରଦ୍ଧାରେ।
ସ୍ୱାଧୀନତା ପୂର୍ବ ଓଡ଼ିଶାର ଅର୍ଥନୀତିରେ ବେରୋଜଗାରୀ...
ଭକ୍ତିକବି ମଧୁସୂଦନ ରାଓ
ପ୍ରଶାନ୍ତ କୁମାର ମଙ୍ଗରାଜ
ବର୍ଣ୍ଣବୋଧର ରଚୟିତା ଭକ୍ତକବି ମଧୁସୂଦନ ରାଓ ଓଡ଼ିଆ ଜାତିର ଚିର ନମସ୍ୟ। ତାଙ୍କ ସାହିତ୍ୟକୃତି ଓଡ଼ିଆ ଭାଷାଭଣ୍ଡାରକୁ କରିଛି ସମୃଦ୍ଧିଶାଳୀ। ମଧୁସୂଦନଙ୍କ ପାଇଁ ଆମେ ଗର୍ବିତ ଓ ସମ୍ମାନିତ।
ମଧୁସୂଦନ ରାଓଙ୍କ...
ହୁସିଆର୍ ବିଲଡର୍! ବିନା ପଞ୍ଜିକରଣରେ ଜମି ବିକୁଥିଲେ ହେବ କାର୍ଯ୍ୟାନୁଷ୍ଠାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିନା ପଞ୍ଜିକରଣରେ ଜମି ବା ଆପାର୍ଟମେଣ୍ଟ୍ ବିକ୍ରି କରୁଥିବା ବିଲଡରମାନେ ହୁସିଆର୍ ହୋଇଯାନ୍ତୁ। ନଚେତ୍ ସେମାନଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ। ଏମିତି ଚେତାବନୀ ଦେଇଛନ୍ତି ଓରେରା (ଓଡ଼ିଶା ରିଅଲ ଇଷ୍ଟେଟ୍ ରେଗୁଲେଟୋରି...
ବିଜେପୁର ମହାସମର: କଂଗ୍ରେସ-ବିଜେପିର ପ୍ରାର୍ଥୀ ଚୟନ ଅଙ୍କ ଛିଣ୍ଡୁନି
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପୁର ମଇଦାନରେ ହେବ ଅସଲ ଲଢ଼େଇ। ଏଥିପାଇଁ ୩ ପ୍ରମୁଖ ଦଳ ପ୍ରସ୍ତୁତ କରୁଛନ୍ତି ରଣନୀତି। ବିଜେଡି ଆଗୁଆ ପ୍ରାର୍ଥୀ ଘୋଷଣା କରି କ୍ୟାମ୍ପେନିଂ ମୁଡ୍ରେ ରହିଥିବା ବେଳେ କଂଗ୍ରେସ ଓ...
ଥରକୁ ଥର ନିର୍ବାଚନ ଯୋଗୁଁ ଦେଶର ବିକାଶରେ ବାଧା ଉପୁଜୁଛି: ରାଷ୍ଟ୍ରପତି
ଓଡ଼ିଶାଲାଇଭ୍ ବ୍ୟୁରୋ
ସଂସଦରେ ପ୍ରଥମ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣରୁ ଏହି ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି। ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ମତ ରଖି କୋବିନ୍ଦ...
ମିଜିଲ୍ସ ଓ ରୁବେଲା ଟିକାକରଣ ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=mo2mbG6ffTw]
୨୯ ଜାନୁଆରିରୁ ୨୬ ମାର୍ଚ୍ଚ ପର୍ଯ୍ୟନ୍ତ ଅଭିଯାନ
୯ମାସରୁ ୧୫ ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ଦିଆଯିବ ଟିକା
ରାଜ୍ୟର ୧.୧୩ କୋଟି ପିଲା ହେବେ ଉପକୃତ
ଗୋଟିଏ ଟିକା,...
ମୋଦି ମନ୍ତ୍ର: ୧ ଝିଅ = ୧୦ ପୁଅ
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୧୮ ମସିହାର ପ୍ରଥମ ‘ମନ୍ କୀ ବାତ୍’
ଜନ ଔଷଧି ଯୋଜନା ଏବଂ ପଦ୍ମ ପୁରସ୍କାର ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇଲେ ମୋଦି
ଭାରତୀୟ ମହାକାଶଚାରିଣୀ କଳ୍ପନା ଚାଓ୍ଵଲା ମହିଳାଙ୍କ ଅନନ୍ୟ...
ଏସିଡ୍ ପୀଡ଼ିତାଙ୍କ ପାଇଁ ଖୁସି ଖବର; ଚାକିରୀରେ ମିଳିବ ସଂରକ୍ଷଣର ସୁବିଧା
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୃଷ୍ଟିହୀନ ବା ସ୍ଵଳ୍ପ ଦୃଷ୍ଟିସମ୍ପନ୍ନ, ବଧିର, କୁଷ୍ଠରୋଗରୁ ଆରୋଗ୍ୟ ହୋଇଥିବା ବ୍ୟକ୍ତି ମଧ୍ୟ ପାଇବେ ସୁବିଧା
ଓଡ଼ିଶା ସରକାର ମଧ୍ୟ ଦିବ୍ୟାଙ୍କମାନଙ୍କୁ ମାଗଣା ବ୍ୟାଙ୍କିଙ୍ଗ୍ କୋଚିଂ ପାଇଁ ଘୋଷଣା
ଏଣିକି ଏସିଡ୍...
ପ୍ରତ୍ୟହ ହେବ ନୀଳଚକ୍ର ଆଳତି
ଓଡ଼ିଶାଲାଇଭ୍ ବ୍ୟୁରୋ
ସମଗ୍ର ବିଶ୍ୱରେ ଶ୍ରୀମନ୍ଦିରରେ ପ୍ରତିଷ୍ଠିତ ଚକ୍ର ହିଁ ନୀଳଚକ୍ର ନାମରେ ପ୍ରସିଦ୍ଧ। ଶ୍ରୀମନ୍ଦିର ରକ୍ଷାକବଚ ଭାବରେ ପତିତପାବନ ବାନାକୁ ଧରି ରଖିଥିବା ନୀଳଚକ୍ରଙ୍କ ଆଳତି ଆରମ୍ଭ ହୋଇଛି।
ପଥମଥର ପାଇଁ ନୀଳଚକ୍ରରେ...





















