ଚିଟ୍‌ଫଣ୍ଡ ଜମାକାରୀଙ୍କ ପାଇଁ ଖୁସି ଖବର: ଫେରିପାଇବେ ଜମାରାଶି

ଓଡ଼ିଶାଲାଇଭ୍ ବ୍ୟୁରୋ ଚିଟ୍‌ପଣ୍ଡ ଜମାକାରୀଙ୍କ ପାଇଁ ଖୁସି ଖବର ନେଇ ଆସିଛନ୍ତି ରାଜ୍ୟ ସରକାର। ଜମାକାରୀଙ୍କ ଟଙ୍କା ଫେରସ୍ତ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଖୁବ୍‌ଶୀଘ୍ର କ୍ଷୁଦ୍ରଜମାକାରୀଙ୍କ ଅର୍ଥ ଫେରସ୍ତ ପ୍ରାଥମିକ ପର୍ଯ୍ୟାୟରେ ୬୨୧୫ଜଣ...

ଉଡ଼ିଲା ସବୁଠୁ ବଡ଼ ଜାତୀୟ ପତାକା: ଲିମକା ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇବାକୁ ଉଦ୍ୟମ

ଓଡ଼ିଶାଲାଇଭ୍ ବ୍ୟୁରୋ ଜାତୀୟ ପତାକାର ଲମ୍ବ ୧୨୧.୫ ଫୁଟ ଓ ଓସାର ୮୧ ଫୁଟ ପୂର୍ବରୁ ୱାଘା ସୀମାନ୍ତରେ ଉତ୍ତୋଳନ କରାଯାଇଥିଲା ସବୁଠାରୁ ବଡ ଜାତୀୟ ପତାକା ପଶ୍ଚିମବଙ୍ଗର ନଦିଆ ଜିଲାର ଫୁଲିଆ ସହରରେ...

ଟିମ୍ ଇଣ୍ଡିଆର କମାଲ୍: ପାକିସ୍ତାନକୁ ହରାଇ ଜୁନିଅର୍ କ୍ରିକେଟ୍ ବିଶ୍ୱକପ ଫାଇନାଲରେ ଭାରତ

ଓଡ଼ିଶାଲାଇଭ୍ ବ୍ୟୁରୋ ଜୁନିଅର୍ କ୍ରିକେଟ୍ ବିଶ୍ଵକପ୍‌ରେ ମେନ ଇନ ବ୍ଲୁର କମାଲ୍। ସେମିଫାଇନାଲରେ ପାକିସ୍ଥାନକୁ ହରାଇ ୭ ତମ ଥର ପାଇଁ ଏହି କ୍ରିକେଟ୍‌ ମହାସମରର ଫାଇନାଲରେ ପହଞ୍ଚିଛି ଭାରତୀୟ ଦଳ। ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ...

ଓଲିଉଡରୁ ବଲିଉଡ: ସବୁଠି ପଦ୍ମଶ୍ରୀ ଶିଶିର ମିଶ୍ରଙ୍କ ସଫଳତା

ଓଡ଼ିଶାଲାଇଭ୍ ବ୍ୟୁରୋ ଶିଶିର ମିଶ୍ର, ଓଡ଼ିଶା ସିନେ ଇଣ୍ଡଷ୍ଟ୍ରିର ଗୋଟେ ଜଣାଶୁଣା ନାଁ। ଓଲିଉଡ଼ ସାଙ୍ଗକୁ ବଲିଉଡ଼ ଜଗତକୁ ମଧ୍ୟ ଶିଶିରଙ୍କ ଅବଦାନ ରହିଛି। ଚଳିତବର୍ଷ ଭାରତ ସରକାର ଯେଉଁ ବିଶିଷ୍ଟ ଓଡ଼ିଆମାନଙ୍କୁ "ପଦ୍ମଶ୍ରୀ' ଉପାଧି...

କିଟ୍ ଏବଂ କିସ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ମିନି ମାରାଥନ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ କିଟ୍‌ ଏବଂ କିସ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ରବିବାର ସକାଳେ ମିନି ମାରାଥନ୍ ଆୟୋଜନ କରାଯାଇଛି। ୩୦ଟି ଜିଲ୍ଲାର ୩୫ଟି ସହରରେ ଏହି ମାରାଥନ୍ ଆୟୋଜନ କରାଯାଇଛି। ଭୁବନେଶ୍ବର ସ୍ୟାଣ୍ଡି ଟାଓ୍ବାରରୁ କିଟ୍...

ଅଶୋକ ପାଣିଗ୍ରାହୀ ହେଲେ ବିଜେପିର ବିଜେପୁର ପ୍ରାର୍ଥୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରତୀକ୍ଷାର ଅନ୍ତ ଘଟିଛି। ବିଜେପୁର ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଛି। ବିଜେଡି ଛାଡ଼ି ବିଜେପିରେ ସାମିଲ୍ ହୋଇଥିବା ଅଶୋକ ପାଣିଗ୍ରାହୀଙ୍କୁ ବିଜେପି ଟିକେଟ ଦେଇଛି। ଅଶୋକ ପାଣିଗ୍ରାହୀଙ୍କ ଉପରେ ମୋହର ମାରିଲା...

ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟ: ୨୦୧୮-୧୯ରେ ବଢ଼ିବ ଦେଶର ଅଭିବୃଦ୍ଧି ହାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲି। ଜିଏସ୍‌ଟି ଓ ବିମୁଦ୍ରାକରଣ ପରେ କରଦାତାଙ୍କ ସଂଖ୍ୟା ସହ ଲୋକଙ୍କ ସଞ୍ଚୟ ମଧ୍ୟ ବଢ଼ିଥିବା ରିପୋର୍ଟରୁ ଜଣାପଡ଼ିଛି।...

ଜାତୀୟ ସାହସିକତା ପୁରସ୍କାର ପାଇଥିବା ଦୁଇ ଓଡ଼ିଆଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଜାତୀୟ ସାହସିକତା ପୁରସ୍କାର ପାଇଥିବା କେନ୍ଦ୍ରାପଡ଼ାର ମମତା ଦଳାଇ ଏବଂ କେନ୍ଦୁଝରର ପଙ୍କଜ ମହାନ୍ତଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଛନ୍ତି। ଚଳିତବର୍ଷ ଜାତୀୟ ସାହସିକତା ପୁରସ୍କାର ପାଇଥିବା ଦୁଇ ଓଡ଼ିଆଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ...

କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା: ତନାଘନା କରିବ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟିମ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟାର କାରଣ ଖୋଜିବ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟିମ୍। ଏହି ଟିମ୍‌ ଏବେ କୁନ୍ଦୁଲି ଗସ୍ତରେ ଯାଇଛନ୍ତି। କାହିଁକି ଆତ୍ମହତ୍ୟା କଲେ କୁନ୍ଦୁଲି ପୀଡ଼ିତା? ଏହି ଆତ୍ମହତ୍ୟ ପଛର କାରଣ କ'ଣ?...

ଅର୍ଥନୈତିକ ସର୍ଭେ ରିପୋର୍ଟ ପୁସ୍ତିକାର ରଙ୍ଗ କାହିଁକି ହେଲା ଗୋଲାପୀ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅର୍ଥନୈତିକ ସର୍ଭେ ରିପୋର୍ଟ ପୁସ୍ତିକାର ରଙ୍ଗ ଗୋଲାପୀ କରାଯାଇଛି। ପୁଅ-ଝିଅଙ୍କ ମଧ୍ୟରେ ଭେଦଭାବ ଦୂର କରିବା ପାଇଁ ପ୍ରଥମ ଥର ପାଇଁ ଏହି ପଦକ୍ଷେପ ନିଆଯାଇଛି। ଅର୍ଥମନ୍ତ୍ରୀ ଅରୁଣ ଜେଟଲି ସୋମବାର ସଂସଦରେ...