ବୁଧବାର ଚନ୍ଦ୍ରଗ୍ରହଣ: ମହାକାଶରେ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ବୁଧବାର ରାତିରେ ଏକାସାଙ୍ଗରେ ଦେଖିବାକୁ ମିଳିବ ସୁପରମୁନ୍, ବ୍ଲୁ ମୁନ୍ ଏବଂ ଚନ୍ଦ୍ରଗ୍ରହଣ। ଏହି ମହାଜାଗତିକ ଦୃଶ୍ୟକୁ ବୈଜ୍ଞାନିକମାନେ କହୁଛନ୍ତି 'ସୁପର ବ୍ଲୁ ବ୍ଲଡ ମୁନ୍'।
ବୁଧବାର ହେଉଛି ମାଘ ପୂର୍ଣ୍ଣିମା। ଏହିଦିନ...
ବୈଜୟନ୍ତଙ୍କୁ ଚାଲେଞ୍ଜ ଦେଲେ ପ୍ରମିଳା, ଟୁଇଟରରେ ଜବାବ ଦେଲେ କେନ୍ଦ୍ରାପଡ଼ା ସାଂସଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ବୈଜୟନ୍ତ ପଣ୍ଡା ବିଜେଡିରୁ ନିଲମ୍ବିତ ହେବା ପରେ ବି ବିବାଦ ଥମୁନି। କେନ୍ଦ୍ରାପଡ଼ା ଏମ୍ପିଙ୍କୁ ମଙ୍ଗଳବାର ପ୍ରମିଳା ମଲ୍ଲିକ ଚାଲେଞ୍ଜ ଦେବା ପରେ ସାଂସଦ ଏହାର କଡ଼ା ଜବାବ ଦେଇ ରାଜନୀତିକୁ...
କୁନ୍ଦୁଲି ଘଟଣାରେ କ୍ରାଇମବ୍ରାଞ୍ଚର ତନାଘନା: ତଦନ୍ତ ଉପରେ ଭରସା ନାହିଁ କହିଲା ବିଜେପି
ଓଡ଼ିଶାଲାଇଭ୍ ବ୍ୟୁରୋ
ଥାନା ଅଧିକାରୀଙ୍କୁ ଭେଟିଲେ କ୍ରାଇମବ୍ରାଞ୍ଚ ଟିମ୍
କୋରାପୁଟ ମେଡିକାଲ ଓ ପୀଡ଼ିତାଙ୍କ ଗାଁକୁ ଗଲେ ତଦନ୍ତକାରୀ ଅଫିସର୍
ପ୍ରମାଣ ନଷ୍ଟ କରାଯାଉଥିବା ବିଜେପିର ଅଭିଯୋଗ
ସିବିଆଇ ତଦନ୍ତ ପୁଣି ଦାବି...
କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା: ମୁଖ୍ୟମନ୍ତ୍ରୀଙ୍କ ନାଁରେ ପୁରୀ ଏସଡିଜେଏମ୍ କୋର୍ଟରେ ମାମଲା
ଓଡ଼ିଶାଲାଇଭ୍ ବ୍ୟୁରୋ
କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦାୟୀ କରିଛି ପୁରୀ ସଚେତନ ନାଗରିକ ମଞ୍ଚ। ଗୃହ ବିଭାଗର ମୁଖ୍ୟ ଭାବରେ ମୁଖ୍ୟମନ୍ତ୍ରୀଙ୍କ ନାଁରେ ମାମଲା ରୁଜୁ ହୋଇଛି।
ଭିନ୍ନ ମୋଡ଼ ନେଉଛି...
ବଢ଼ିଲା ବସ୍ ଭଡ଼ା, ଯାତ୍ରୀଙ୍କ ମନରେ ଅସନ୍ତୋଷ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ବଢ଼ିଲା ବସ୍ ଭଡ଼ା। ଅର୍ଡିନାରି ଏବଂ ଏକ୍ସପ୍ରେସ୍ ବସ୍ ଭଡ଼ା କିଲୋମିଟର ପିଛା ୨ ପଇସା ବଢ଼ିଥିବା ବେଳେ ଡିଲକ୍ସ ଏବଂ ଏସି ଡିଲକ୍ସ ବସ୍ ଭଡ଼ା ୪ ପଇସା...
ଆପଣ ବି ହୋଇପାରିବେ ସାମ୍ବାଦିକ: ଲଞ୍ଚ୍ ହେବ ବୁଲେଟିନ୍ ଆପ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ପାଇଁ ଲଞ୍ଚ୍ ହେବାକୁ ଯାଉଛି ବୁଲେଟିନ୍ ଆପ୍। ଏହି ଆପ୍ ସହାୟତାରେ ୟୁଜର୍ସ ନିଜ ସହରର ଖବରକୁ ତତ୍କ୍ଷଣାତ୍ ସାରା ବିଶ୍ଵରେ ପହଞ୍ଚାଇପାରିବେ।
ଗ୍ରାହକମାନଙ୍କୁ ଆକର୍ଷିତ କରିବା ପାଇଁ ଗୁଗୁଲ୍...
ଶାସକ ଦଳର କର୍ମୀ ସାଜିଛନ୍ତି ସରକାରୀ ବାବୁ: ବିଜେପି
ଓଡ଼ିଶାଲାଇଭ୍ ବ୍ୟୁରୋ
ନୂଆଦିଲ୍ଲୀରେ ନିର୍ବାଚନ କମିଶନଙ୍କୁ ଫେରାଦ ହେଲା ବିଜେପି ପ୍ରତିନିଧି ଦଳ
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଯାଇଥିଲା ଟିମ୍
ଉପ-ନିର୍ବାଚନକୁ ଅବାଧ, ମୁକ୍ତ କରିବାକୁ ଦାବି
ବିଜେପୁର ଉପ-ନିର୍ବାଚନକୁ ଅବାଧ ମୁକ୍ତ...
ବିଜେଡିର ବିଜେପୁର ରଣନୀତି: ୩ ବ୍ଲକ ଦାୟିତ୍ୱରେ ହେଭିୱେଟ ନେତା
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପୁର ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସର୍ଗର୍ମ୍ ହୋଇଯାଇଛି ରାଜ୍ୟ ରାଜନୀତି। ସୋମବାର ବିଜେପି ବିଜେପୁରର ୩ ବ୍ଲକରେ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦେବା ପରେ ବିଜେଡି ତାର ରଣନୀତି...
ଭାରତ-ଦକ୍ଷିଣ ଆଫ୍ରିକା ଏକଦିବସୀୟ ସିରିଜ୍: ଲକ୍ଷ୍ୟ ନଂ ୧
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏକଦିବସୀୟ ସିରିଜ୍ ଆରମ୍ଭ ହେବାକୁ ଯାଉଛି। ୬ଟି ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ର ପ୍ରଥମ ମ୍ୟାଚ୍ ଫେବ୍ରୁଆରି ୧ ତାରିଖ ଦିନ ଡର୍ବାନ୍ରେ ଖେଳାଯିବ।
ଭାରତ...
କଂଗ୍ରେସ ବିଧାୟକ ଯୋଗେଶ ସିଂହଙ୍କ ବିଧାୟକ ପଦ ରଦ୍ଦ କଲେ ହାଇକୋର୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁନ୍ଦରଗଡ଼ ବିଧାନସଭା ନିର୍ବାଚନ ଅନିୟମିତତା ମାମଲାରେ କଂଗ୍ରେସ ବିଧାୟକ ଯୋଗେଶ୍ ସିଂହଙ୍କ ସଭ୍ୟପଦ ରଦ୍ଦ କରିଛନ୍ତି ହାଇକୋର୍ଟ।
ଜାଲ୍ ଜାତି ପ୍ରମାଣପତ୍ର ଦେଇ ନିର୍ବାଚନ ଲଢିଥିଲେ ବୋଲି ଅଭିଯୋଗ ହୋଇଥିଲା ଯୋଗେଶଙ୍କ ନାଁ...





















