ଫ୍ଲାଇଟରେ କ’ଣ କରୁଥିଲେ ରାହୁଲ ଗାନ୍ଧି? ସୋସିଆଲ ମିଡିଆରେ ଫଟୋ ଭାଇରାଲ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଫଟୋ। ବିମାନ ଯାତ୍ରା ବେଳେ ରାହୁଲ୍ ଯାତ୍ରୀଙ୍କ ଲଗେଜ୍ ରଖିବାରେ କରୁଥିଲେ ସହଯୋଗ।
କିଛିଦିନ ତଳେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ...
ସେଣ୍ଟ୍ରାଲ ଫୋରେନସିକ୍ ଲ୍ୟାବ୍ ଗଲା କୁନ୍ଦୁଲି ପୀଡ଼ିତାଙ୍କ ବସ୍ତ୍ର ନମୁନା
ଓଡ଼ିଶାଲାଇଭ୍ ବ୍ୟୁରୋ
ବହୁ ବାଦ ବିବାଦ ପରେ ରାଜ୍ୟ ଫୋରେନସିକ୍ ଲ୍ୟାବରୁ କୁନ୍ଦୁଲି ପୀଡ଼ିତାଙ୍କ ବସ୍ତ୍ର ନମୁନା ଯାଇଛି ସେଣ୍ଟ୍ରାଲ ଫୋରେନସିକ୍ ଲ୍ୟାବ।
ସେଣ୍ଟ୍ରାଲ ଫୋରେନସିକ୍ ଲ୍ୟାବକୁ ଗଲା କୁନ୍ଦୁଲି ପୀଡ଼ିତାଙ୍କ ବସ୍ତ୍ର ନମୁନା। ପୋଲିସ...
ଶାହାରୁଖଙ୍କ ନାଁରେ ଠକେଇ ଅଭିଯୋଗ: ନିର୍ମାଣ କରିଥିଲେ ବେଆଇନ କୋଠା
ଓଡ଼ିଶାଲାଇଭ୍ ବ୍ୟୁରୋ
ବଲିଉଡର କିଙ୍ଗ୍ ଖାନ୍ଙ୍କ ନାଁରେ ଠକେଇ ଅଭିଯୋଗ। ଏନେଇ ଆୟକର ବିଭାଗ ପକ୍ଷରୁ ନୋଟିସ୍ ଜାରି କରାଯାଇଛି।
ଚାଷ ଜମିରେ ବେଆଇନ କୋଠା ନିର୍ମାଣ କରିଥିବା ନେଇ ଶାହରୁଖଙ୍କ ଫାର୍ମ ହାଉସକୁ...
ଉତ୍ତର ଭାରତରେ ଭୂକମ୍ପ
ଓଡ଼ିଶାଲାଇଭ୍ ବ୍ୟୁରୋ
ଥରିଲା ଉତ୍ତର ଭାରତ। କାଶ୍ମୀରରୁ ଆରମ୍ଭ କରି ଦିଲ୍ଲୀ ପର୍ଯ୍ୟନ୍ତ ସାରା ଉତ୍ତର ଭାରତରେ ଭୂକମ୍ପ ଅନୁଭୂତ ହୋଇଛି।
ଉତ୍ତର ଭାରତର ବିଭିନ୍ନ ଜାଗାରେ ଭୂକମ୍ପ ଝଟକା ଲାଗିଛି। ଦିଲ୍ଲୀରୁ ଲାହୋର ପର୍ଯ୍ୟନ୍ତ...
ନୌସେନାରେ ସାମିଲ ହେଲା ଆଇଏନ୍ଏସ୍ କରଞ୍ଜ: ବଢିପାରେ ଚୀନ ଓ ପାକିସ୍ତାନର ଚିନ୍ତା
ଓଡ଼ିଶାଲାଇଭ୍ ବ୍ୟୁରୋ
ସ୍କୋର୍ପିଅନ୍ ଶ୍ରେଣୀର ବୁଡା ଜାହାଜ 'ଆଇଏନ୍ଏସ୍ କରଞ୍ଜ' ନୌସେନାରେ ସାମିଲ
ମାଜଗୋନ ଡକ୍ରେ ନୌସେନାରେ ସାମିଲ ହେଲା ସ୍କୋର୍ପିଅନ୍ ଶ୍ରେଣୀର ବୁଡା ଜାହାଜ ଆଇଏନ୍ଏସ୍ କରଞ୍ଜ। ଗୁପ୍ତରେ ଶତ୍ରୁ ପକ୍ଷ ଉପରେ ଆକ୍ରମଣ...
ଗାନ୍ଧିଜୀଙ୍କ ହତ୍ୟାର ଗୁମର ଖୋଲିବ ଫିଲ୍ମ ‘ହେ ରାମ ହମନେ ଗାନ୍ଧି କୋ ମାର୍ ଦିଆ’
ଓଡ଼ିଶାଲାଇଭ୍ ବ୍ୟୁରୋ
ଜାତିର ଜନକ ମହାତ୍ମା ଗାନ୍ଧିଙ୍କ ହତ୍ୟା କାହାଣୀ ଉପରେ ଆଧାରିତ ଫିଲ୍ମ ‘ହେ ରାମ ହମନେ ଗାନ୍ଧି କୋ ମାର ଦିଆ ’ର ଫାର୍ଷ୍ଟ ଲୁକ୍ ଜାରି ହୋଇଛି।
ମହାତ୍ମା ଗାନ୍ଧିଙ୍କ ୭୦ତମ...
ବିଜୁ ପଟ୍ଟନାୟକ ଓ ଓଡ଼ିଶା ବାନ୍ଧ ଶାଢ଼ି
ଦିନନାଥ ପାଠୀ
ବାଲିଲୋକ ଚୋର, ଏକଥା ବିଜୁବାବୁଙ୍କ ମୋଟେ ପସନ୍ଦ ହେଲାନି। ଅଫିସର ମହାଶୟ ହୁଏତ ସରକାରୀ ଦପ୍ତରର ଫାଇଲ୍ର ସଂକୋଚନ ଭିତରେ ବୁଡ଼ି ରହିଥିଲେ। ବିଜୁବାବୁଙ୍କ ଭଳି ଜଣେ ଉତ୍ତୁଙ୍ଗ ଓଡ଼ିଆର ସ୍ୱପ୍ନ-ସାକାର...
ବିସ୍ମୟ ବାଳକଙ୍କ ରେକର୍ଡ: ଗୋଟିଏ ଇନିଂସରେ ୧,୦୪୫ ରନ ପାଳି ଖେଳିଲେ
ଓଡ଼ିଶାଲାଇଭ୍ ବ୍ୟୁରୋ
୧୪ ବର୍ଷ ବୟସର ତାନିସ୍କ ଗାଭାଟେ କ୍ରିକେଟ୍ରେ ରଚିଛନ୍ତି ନୂଆ ଇତିହାସ। ଗୋଟିଏ ଇନିଂସରେ ୫୧୫ଟି ବଲ୍ର ସମ୍ମୁଖୀନ ହୋଇ କରିଛନ୍ତି ୧,୦୪୫ ରନ୍।
ମୁମ୍ବାଇ ନିକଟରେ ଖେଳାଯାଇଥିବା ଏକ ସ୍ଥାନୀୟ କ୍ରିକେଟ...
କାହିଁକି ‘ରାଜା ହିନ୍ଦୁସ୍ତାନୀ’ ଛାଡ଼ିଥିଲେ ଜୁହି ଚାୱାଲା
ଓଡ଼ିଶାଲାଇଭ୍ ବ୍ୟୁରୋ
ପୂର୍ବତନ ମିସ୍ ଇଣ୍ଡିଆ ଜୁହି ଚାୱାଲା ବଲିଉଡର ଜଣେ ଲୋକପ୍ରିୟ ଅଭିନେତ୍ରୀ। ‘କୟାମତ ସେ କୟାମତ ତକ୍’, ‘ବୋଲ୍ ରାଧା ବୋଲ୍’, ‘ରାଜୁ ବନଗୟା ଜେଣ୍ଟେଲ୍ ମ୍ୟାନ୍’, ‘ଆଇନା’, ‘ହମ ହେ...
ବିଜେପୁରରେ କିଏ ହେବେ କଂଗ୍ରେସ ପ୍ରାର୍ଥୀ?
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେଡି-ବିଜେପି ବିଜେପୁର ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରି ନାମାଙ୍କନପତ୍ର ଦାଖଲ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ହେଲେ ରାଜ୍ୟର ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିବାରେ ସମର୍ଥ...





















