ପୁଣି ଦିଲ୍ଲୀରେ କଂଗ୍ରେସ ମେଳି: ପିସିସି ସଭାପତି ପରିବର୍ତ୍ତନ ନେଇ ଚର୍ଚ୍ଚା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ପ୍ରଦେଶ କଂଗେସ ସଭାପତି ପରିବର୍ତ୍ତନ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି। ପୁଣି ଦିଲ୍ଲୀ ଯାଇଛନ୍ତି ୪ଜଣିଆ କଂଗେସ୍ ଟିମ୍। ନିରଞ୍ଜନ ପଟ୍ଟାନୟଙ୍କ ନେତୃତ୍ଵରେ ୪ଜଣିଆ ଟିମରେ ସାମିଲ ହୋଇଛନ୍ତି...

ଆଇପିଏଲ୍ ନିଲାମ: ବେନ୍‌ ଷ୍ଟ୍ରୋକ୍ସ ହେଲେ ସବୁଠୁ ଦାମି ଖେଳାଳି

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇପିଏଲ-୧୧ ପାଇଁ ନିଲାମୀ ଆରମ୍ଭ ହୋଇଯାଇଛି । ପୁଣିଥିରେ ଆଇପିଏଲରେ ଜଲ୍‌ବା ଦେଖାଇଛନ୍ତି ଇଂଲଣ୍ଡର ଅଲରାଉଣ୍ଡର ବେନ୍‌ ଷ୍ଟୋକ୍‌। ବାଙ୍ଗାଲୋର ଠାରେ ଆରମ୍ଭ ହୋଇଥିବା ନିଲମୀର ପ୍ରଥମ ସେସନରେ ବେନ୍‌ ଷ୍ଟୋକ୍‌...

ବିଜୁ ପଟ୍ଟନାୟକ ଓ ଆଦିବାସୀ ମହିଳାଙ୍କ ସଶକ୍ତିକରଣ

ସୁମନୀ ଝୋଡ଼ିଆ ତୁମକୁ ମୁଁ ‘ପୁଲିସ୍ ପାୱାର’ ଦେବି। ତୁମେ ଯାଇକି ଛାଞ୍ଚୁଣିମୁଠା ଧରି ମଦହାଣ୍ଡି ଭାଙ୍ଗି ପାରିବ। ତୁମେ ମଦ ବନ୍ଦ କରିପାରିବ। ତୁମର ହାତର କଥା ତୁମର ହାତେ ହିଁ ଅଛି।...

ଲିପିଙ୍କ ଆଲବମ୍ ଦୁନିଆରେ ଏଣ୍ଟ୍ରି ହୋଇଥିଲା ଏମିତି…

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ଘରେ ଘରେ ଆଲବମ୍ କୁଇନ୍ ଭାବେ ପରିଚିତ ଲିପି। ରହ ରହ ତୋ ବୋଉକୁ କହୁଛି, ଝିଅ ମୁଁ ଏକ ନମ୍ବର, ଜାଇ ଫୁଲରେ ଜାଇ ଫୁଲ ଭଳି ଲୋକପ୍ରିୟ...

ଜନରାଜ୍ୟ ଦିବସ ଅବସରରେ ୫୬ ଜଣ ପୋଲିସକୁ ମିଳିଲା ରାଷ୍ଟ୍ରପତି ଓ ରାଜ୍ୟପାଳ ପଦକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱର ଜୟଦେବ ଭବନରେ ଜନରାଜ୍ୟ ଦିବସ ଅବସରରେ ଓଡ଼ିଶା ପୋଲିସ ପକ୍ଷରୁ ସାହସିକତା ଓ ଉଲ୍ଲେଖନୀୟ ସେବା ଲାଗି ୫୬ ଜଣ ପୋଲିସକୁ ମିଳିଛି ରାଷ୍ଟ୍ରପତି ଓ ରାଜ୍ୟପାଳ ପଦକ। ଏହି ସଭାରେ ରାଜ୍ୟପାଳ ଏସ୍.ସି....

ରାଜଧାନୀ ଗ୍ରାହକଙ୍କୁ ଆକର୍ଷିତ କରୁଛି ଅନ୍ନପୂର୍ଣ୍ଣାଙ୍କ ହାତ ତିଆରି ଆରିଷା ପିଠା

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜଧାନୀରେ ଆରିଷା ପିଠାର ମହକ। ଏହି ମହକ ଛୁଟାଉଛନ୍ତି ଅନ୍ନପୂର୍ଣ୍ଣା ଦାସ। ଭୁବନେଶ୍ୱର ସଚିବାଳୟ ମାର୍ଗସ୍ଥିତ ୟୁନିଟ୍-୪ ଭେଣ୍ଡିଂ ଜୋନରେ ଅନ୍ନପୂର୍ଣ୍ଣାଙ୍କ ଆରିଷା ଖାଇବା ପାଇଁ ଗ୍ରାହକଙ୍କ ଲାଗୁଛି ଭିଡ଼। ଓଡ଼ିଆ...

ଦୁର୍ଦ୍ଧର୍ଷ ବିଜୁ ପଟ୍ଟନାୟକ

ବସନ୍ତ ଦାସ ‘କଳିଙ୍ଗ’ ଥିଲା ବିଜୁ ପଟ୍ଟନାୟକଙ୍କର ମାନସପୁତ୍ର। ସେଥିପାଇଁ ସେ ପ୍ରତିଷ୍ଠା କରିଥିଲେ କଳିଙ୍ଗ ଇଣ୍ଡଷ୍ଟ୍ରିଜ୍, କଳିଙ୍ଗ ଟ୍ୟୁବସ, କଳିଙ୍ଗ ଏୟାର ଲାଇନ୍ସ ଏବଂ କଳିଙ୍ଗ ସମ୍ବାଦପତ୍ର। ତାଙ୍କର ସର୍ବଶ୍ରେଷ୍ଠ ଅବଦାନ ହେଉଛି...

ପାଳିତ ହେଲା ୬୯ତମ ସାଧାରଣତନ୍ତ୍ର ଦିବସ ଉତ୍ସବ

ଓଡ଼ିଶାଲାଇଭ୍‍ ବ୍ୟୁରୋ ସାରା ଦେଶରେ ପାଳିତ ହୋଇଛି ୬୯ତମ ସାଧାରଣତନ୍ତ୍ର ଦିବସ। ଭୁବନେଶ୍ୱରର ମହାତ୍ମାଗାନ୍ଧି ମାର୍ଗରେ ପାଳିତ ହୋଇଯାଇଛି ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ଉତ୍ସବ। ଏହି ଅବସରରେ ରାଜ୍ୟପାଳ ଡକ୍ଟର ଏସ ସି ଜମିର ଜାତୀୟ...

ଓଡ଼ିଶା ଇତିହାସର ଦ୍ୱିତୀୟ ଖାରବେଳ: ବିଜୁ ପଟ୍ଟନାୟକ

ଶାନ୍ତନୁ କୁମାର ଆଚାର୍ଯ୍ୟ ବିଜୟାନନ୍ଦ ପଟ୍ଟନାୟକ କେବଳ ଜଣେ ଓଡିଆ ରାଜନୀତିଜ୍ଞ ନୁହନ୍ତି; ସେ ଥିଲେ କଳିଙ୍ଗ ବୀର ବିଜୁ ପଟ୍ଟନାୟକ! ବିଜୁ ପଟ୍ଟନାୟକଙ୍କ ବ୍ୟକ୍ତିତ୍ୱ ଓ ତାଙ୍କ ପୁରୁଷାକାରକୁ ଆଧୁନିକ ଓଡ଼ିଶା ଇତିହାସର ପ୍ରସିଦ୍ଧ...

ବିଜୁ ପଟ୍ଟନାୟକ: ପାଇଲଟ, ଦେଶପ୍ରେମୀ ଓ ଜନନେତା

ଭାସ୍କର ପରିଚ୍ଛା ଜଣେ ଦକ୍ଷ ବିମାନ ଚାଳକ ଭାବରେ ଦେଶ ସ୍ୱାଧୀନତା ହେବା ପୂର୍ବରୁ ଓ ପରେ ଭାରତର ସ୍ୱାଧୀନତା ସଂଗ୍ରାମ ତଥା ଇଣ୍ଡୋନେସିଆର ମୁକ୍ତି ଇତିହାସର ଏକ ଉଲ୍ଲେଖନୀୟ ବ୍ୟକ୍ତିତ୍ୱ ଭାବେ ବିଜୁ...