ବାଲୁକା କଳା ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଲେ ସୁଦର୍ଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁନେର ଏମ୍‌ଆଇଟି ଏବଂ ୱାର୍ଲଡ ପିସ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରାଯାଇଛି  ‘ଆଦର୍ଶ ମୁଖ୍ୟମନ୍ତ୍ରୀ’ ପୁରସ୍କାର। ‘ଆଦର୍ଶ ମୁଖ୍ୟମନ୍ତ୍ରୀ’ ପୁରସ୍କାର ଗ୍ରହଣ କରିବା ପରେ ସୋମବାର ଭୁବନେଶ୍ୱର ଫେରିଛନ୍ତି...

ଏପ୍ରିଲ୍ ୭ରୁ ଆଇପିଏଲ୍ ଆରମ୍ଭ : ପରିବର୍ତ୍ତନ ହେବ ଖେଳ ସମୟ

ଓଡ଼ିଶାଲାଇଭ୍ ବ୍ୟୁରୋ ମେ ୨୭ ପର୍ଯ୍ୟନ୍ତ ଚାଲିବ ଆଇପିଏଲ ଜାନୁଆରୀ ୨୭ ଏବଂ ୨୮ ତାରିଖ ଖେଳାଳିଙ୍କ ନିଲାମ ରାତି ୮ରେ ଆରମ୍ଭ ହେଉଥିବା ମ୍ୟାଚ ସନ୍ଧ୍ୟା ୭ଟାରେ ଅପରାହ୍ନ ୪ଟାରେ ଆରମ୍ଭ...

ମାଓ ପ୍ରବଣ ପଞ୍ଚାୟତରେ ଆଦିବାସୀଙ୍କ ଦୁଃଖ ଶୁଣିଲେ ଜିଲ୍ଲାପାଳ ଓ ଏସପି

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଶାଖାପାଟଣା:  ଆନ୍ଧ୍ରପ୍ରଦେଶ ଏବଂ ଓଡିଶା ସୀମାନ୍ତର ନକ୍ସଲ ପ୍ରବଣ ପଞ୍ଚାୟତରେ ପହଞ୍ଚିଲେ ବିଶାଖାପାଟଣା ଜିଲ୍ଲାପାଳ ପ୍ରବୀଣ କୁମାର ଓ ଗ୍ରାମାଞ୍ଚଳ ଏସ୍‌ପି ରାହୁଲ ଦେବ ଶର୍ମା। ବିଶାଖାପାଟଣା ଜିଲ୍ଲାର ୧୦ ଟି...

ପରଲୋକରେ ନାଟ୍ୟକାର ପୁରୁଷୋତ୍ତମ ଭୂୟାଁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାଲେଶ୍ୱର: ବିଶିଷ୍ଟ ନାଟ୍ୟକାର ପୁରୁଷୋତ୍ତମ ଭୂୟାଁଙ୍କର ଶନିବାର ରାତିରେ ହୃଦଘାତରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ବାଲେଶ୍ବର ପଢୁଆଁପଦା ସ୍ଥିତ ତାଙ୍କ ବାସଭବନରେ ଶୋଇଥିବା...

ନବୀନଙ୍କୁ ମେଗା ସ୍ୱାଗତ

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=RIzpj2-xLLA] 'ଆଦର୍ଶ ମୁଖ୍ୟମନ୍ତ୍ରୀ' ପୁରସ୍କାର ପାଇବା ପରେ ନବୀନ ପଟ୍ଟନାୟକ ସୋମବାର ଅପରାହ୍ଣରେ ପହଞ୍ଚିଛନ୍ତି ଭୁବନେଶ୍ୱରରେ। ନବୀନଙ୍କୁ ସ୍ୱାଗତ କରିବା ପାଇଁ ଭୁବନେଶ୍ୱରକୁ ଲୋକଙ୍କ ସୁଅ ଛୁଟିଥିଲା। ନବୀନଙ୍କ ପ୍ରତି ଲୋକଙ୍କ...

ହାରିଗଲେ କୁନ୍ଦୁଲି ପୀଡ଼ିତା: ଆତ୍ମହତ୍ୟା ପରେ ବି ଥମୁନି ରାଜନୀତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ନ୍ୟାୟ ପାଇଁ ସଂଘର୍ଷ କରି କୁନ୍ଦୁଲି ପୀଡ଼ିତା ଜୀବନ ହାରିବା ପରେ ମଧ୍ୟ ରାଜନୀତି ଥମୁନି। ବିଜେପି-କଂଗ୍ରେସ ସରକାରଙ୍କୁ ଦାୟୀ କରିଥିବା ବେଳେ ବିଜେଡି କହିଛି ଏହାକୁ ସରକାର ଗୁରୁତର ଭାବେ...

ଆମ୍ ଆଦମୀ ପାର୍ଟିର ୨୦ ବିଧାୟକଙ୍କ ପାଇଁ ଶେଷ ସୁଯୋଗ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅଫିସ୍‌ ଅଫ୍ ପ୍ରଫିଟ୍ ମାମଲାରେ ସଦସ୍ୟତା ହରାଇଥିବା ଆମ ଆଦମୀ ପାର୍ଟିର ୨୦ ଜଣ ବିଧାୟକଙ୍କ ଭବିଷ୍ୟତକୁ ନେଇ ସସ୍‌ପେନ୍ସ ଲାଗି ରହିଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ରବିବାର ଦିନ ନିର୍ବାଚନ...

ଅକ୍ଟୋବର ୧୦ରୁ ଜାନୁଆରୀ ୨୨: କୁନ୍ଦୁଲି ପାଇଁ କେତେ କାଣ୍ଡ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୧୭ ଅକ୍ଟୋବର ୧୦ ତାରିଖରୁ ନ୍ୟାୟ ପାଇଁ ସଂଘର୍ଷ କରୁଥିବା କୁନ୍ଦୁଲିର ନାବାଳିକା ୨୦୧୮ ଜାନୁଆରୀ ୨୨ରେ ଜୀବନ ହାରିଛନ୍ତି। ନ୍ୟାୟକୁ ଚାହିଁ ଚାହିଁ କୁନ୍ଦୁଲି ପୀଡ଼ିତା ଜୀବନ ଯୁଦ୍ଧରେ ହାରି...

ପିଲାବେଳେ ଥିଲେ କ୍ୟାନ୍ସର ରୋଗର ଶିକାର, ବର୍ତ୍ତମାନ ବିଶ୍ଵର ସବୁଠୁ ଲମ୍ବା ବଡି ବିଲଡର୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ଟିଭି ପରଦାରେ କରିବେ ଏଣ୍ଟ୍ରି ବିଶ୍ଵର ସବୁଠୁ ଲମ୍ବା ବଡି ବିଲଡର୍ ଡବ୍ଲୁଡବ୍ଲୁଇ ଚାମ୍ପିଅନ୍ ହୋଇସାରିଛନ୍ତି ରିଡ୍ ଛୋଟ ପରଦାର ବଡ ସିରିଜ୍ ‘ପୋରସ୍’ର ଷ୍ଟାରକାଷ୍ଟକୁ ନେଇ ଖୁବ୍ ଚର୍ଚ୍ଚାରେ। ବର୍ତ୍ତମାନ...

ମିଳିଲାନି ନ୍ୟାୟ, ଜୀବନ ହାରିଦେଲେ କୁନ୍ଦୁଲି ପୀଡ଼ିତା

ଓଡ଼ିଶାଲାଇଭ୍‌ ବ୍ୟୁରୋ ତଦନ୍ତ ପରେ ତଦନ୍ତ ହେଲା। ସତ୍ୟାସତ୍ୟ ଜାଣିବା ପାଇଁ କମିଶନ ବି ଗଠନ ହେଲା। ହେଲେ ତଦନ୍ତ ଶେଷ ହେଲାନାହିଁ କି ପୀଡ଼ିତା ନ୍ୟାୟ ପାଇଲେନି। ଶେଷରେ ଜୀବନ ହାରିଦେଲେ କୁନ୍ଦୁଲି...