ବହି ବଦଳରେ ବନ୍ଧୁକ ଧରିଲେ ପିଏଚ୍ଡି ଛାତ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
ଛାତ୍ରରୁ ବନିଲେ ଆତଙ୍କବାଦୀ
ହିଜ୍ବୁଲ୍ ମୁଜାହିଦୀନରେ ଯୋଗଦେଲେ ମନାନ୍ ବସିର ଓ୍ୱାନୀ
ଆଲିଗଡ଼ ମୁସଲିମ୍ ୟୁନିଭରସିଟିରେ କରୁଥିଲେ ପିଏଚ୍ଡି
ମା’ଙ୍କ ଡାକରା-‘ଫେରିଆ ମୋ ସୁନା ପୁଅ’
ବନ୍ଧୁକ ଧରିଥିବା ମନାନ୍ ବସିର...
୨୦୧୯ ସୁଦ୍ଧା ପ୍ରତି ଘରକୁ ପାଣି ସଂଯୋଗ
ଓଡ଼ିଶାଲାଇଭ୍ ବ୍ୟୁରୋ
୧୧୨ ସହରରେ ବସବାସ କରୁଥିବା ୭୦ଲକ୍ଷ ଲୋକଙ୍କ ଘରକୁ ପାଣି ସଂଯୋଗ
ଓଡ଼ିଶାର ସହରାଞ୍ଚଳରେ ବସବାସ କରୁଥିବା ଲୋକଙ୍କ ପାଣି ସମସ୍ୟା ଆସନ୍ତା ୨୦୧୯ ମାର୍ଚ୍ଚମାସ ସୁଦ୍ଧା ଦୂର ହେବ। ୧୧୨ ସହରରେ...
ସାବାଡ଼ ହେବେ ମଦୁଆ ଶିକ୍ଷକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗାଇଡ୍ଲାଇନ୍ ଜାରି
ସ୍କୁଲ ପାଖରୁ ହଟିବ ନିଶା ଦ୍ରବ୍ୟ
ସରକାରୀ ସ୍କୁଲକୁ ଅଧିକ ଶୃଙ୍ଖଳିତ କରିବା ପାଇଁ ଓଡ଼ିଶା ସରକାର ଆଉପାଦେ ଆଗକୁ ବଢ଼ିଛନ୍ତି। ମଦୁଆ ଶିକ୍ଷକ ଓ କର୍ମଚାରୀମାନଙ୍କୁ ସାବାଡ଼...
ନୂଆ ମେଡିକାଲ୍ କାଉନ୍ସିଲ୍ ବିଲ୍: ପ୍ରକୃତରେ କେତେ ସାହାଯ୍ୟ କରିବ?
ଭାସ୍କର ପରିଚ୍ଛା
କେନ୍ଦ୍ର ସରକାର ନିକଟରେ ଏକ ବିଲ୍ ଆଣିଛନ୍ତି ଯାହାର ନାଁ ହେଉଛି ନ୍ୟାସନାଲ୍ ମେଡିକାଲ କାଉନସିଲ୍ ବିଲ୍। ଏହି ବିଲ୍ଟି ବର୍ତ୍ତମାନ ଏକ କମିଟିକୁ ଅନୁଧ୍ୟାନ ପାଇଁ ପଠାଯାଇଛି। ଏହି ବିଲ୍ର...
ଟ୍ରମ୍ଫଙ୍କ ଘରେ ନିଆଁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆମେରିକାର ରାଷ୍ଟ୍ରପତି ଡୋନାଲ୍ ଟ୍ରମ୍ଫଙ୍କ ଘରେ ନିଆଁ। ନ୍ୟୁୟର୍କ ମେନହଟ୍ଟନସ୍ଥିତ ଟ୍ରମ୍ଫ୍ ଟାଓ୍ବାରରେ ନିଆଁ ଲାଗିଯାଇଛି। ମିଡିଆ ରିପୋର୍ଟ ଅନୁଯାୟୀ, ଡୋନାଲ୍ ଟ୍ରମ୍ଫଙ୍କ ଏହା ଦ୍ଵିତୀୟ ବାସଭବନ। ହ୍ଗାଇଟହାଉସ୍ ଟ୍ରମ୍ଫଙ୍କର ସରକାରୀ...
ପୁଣି ଚର୍ଚ୍ଚାରେ ଆଇପିଏସ୍ ଅଧିକାରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍ତରପ୍ରଦେଶର ମହିଳା ଏସପି ପୁଷ୍ପାଞ୍ଜଳୀ ଦେବୀ ପୁଣିଥରେ ନିଜ ପ୍ରଶଂସନୀୟ କାର୍ଯ୍ୟ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ଏଥର କିନ୍ତୁ କୌଣସି ନେତା କି ଅପରାଧୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନୁହେଁ ନିଜ...
ଅଣ୍ଡାଠାରୁ ଚିକେନ୍ ଅଧିକ ଉପଯୋଗୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ତୁଳନାତ୍ମକ ଭାବେ ଅଣ୍ଡାଠାରୁ ଚିକେନ୍ ଅଧିକ ଉପଯୋଗୀ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।
ଅଧିକ ମାଂସପେଶୀ ପାଇଁ ଶରୀରରେ ଅଧିକ ପ୍ରୋଟିନ୍ ବା ପୁଷ୍ଟିସାରର ଆବଶ୍ୟକତା ରହିଛି। କୋଷ, ତ୍ଵଚା ଏବଂ ଶରୀରର ବିକାଶ...
୨୪ ଘଣ୍ଟାର ଟପ୍ ୧୦ ଖବର
ଓଡ଼ିଶାଲାଇଭ୍ ବ୍ୟୁରୋ
୧. ମହାତ୍ମା ଗାନ୍ଧିଙ୍କ ହତ୍ୟାର ଆଉ ଥରେ ତଦନ୍ତ କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ସୁପ୍ରିମ କୋର୍ଟରେ କହିଲେ ଏମିକେସ୍ କ୍ୟୁରି (କୋର୍ଟର ବନ୍ଧୁ)।
୨. ସମଲୈଙ୍ଗିକତା(ଆଇପିସିର ୩୭୭ ଧାରା) ଅପରାଧ...
ବାହାରିନରେ କଂଗ୍ରେସ ଅଧ୍ୟକ୍ଷ ଦେଲେ ଭାଷଣ, ଜାଣନ୍ତୁ କ’ଣ କହିଲେ ରାହୁଲ?
ଓଡ଼ିଶାଲାଇଭ୍ ବ୍ୟୁରୋ
କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ସୋମବାର ବାହାରିନରେ ପ୍ରବାସୀ ଭାରତୀୟଙ୍କ ଆଗରେ ଭାଷଣ ଦେଇଛନ୍ତି। ଭାଷଣ ଦେବା ବେଳେ ରାହୁଲ୍ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ। ଜାଣନ୍ତୁ ରାହୁଲ୍ କ'ଣ କହିଥିଲେ।
-ଭାରତ...
ରାଜଧାନୀରେ ପ୍ରତି ୪ ମିନିଟରେ ଗଡ଼ିବ ସିଟି ବସ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜଧାନୀରେ ସୁଧୁରିବ ସିଟି ବସ୍ ବ୍ୟବସ୍ଥା। ଖୁବ୍ଶୀଘ୍ର ଭୁବନେଶ୍ବରକୁ ଆସିବ ୨୦୦ ନୂଆ ସିଟି ବସ୍। ଏହି ପ୍ରସ୍ତାବକୁ ସ୍ୱୀକୃତି ଦେଇଛନ୍ତି ରାଜ୍ୟ ସରକାରଙ୍କ ଉଚ୍ଚକ୍ଷମତା ସମ୍ପନ୍ନ କମିଟି।
ବର୍ତ୍ତମାନ ସହରରେ ୧୧୦ଟି...





















