କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକ ପାଇବେ ଜୟଦେବ ସମ୍ମାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୮ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବ-୨୦୧୬ ପାଇଁ ରାଜ୍ୟ ସରକାର ଆଜି ପୁରସ୍କାର ଘୋଷଣା କରିଛନ୍ତି। ସଙ୍ଗୀତ ଜଗତରେ ଜୀବନବ୍ୟାପୀ ସାଧନା ପାଇଁ କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକଙ୍କୁ ମିଳିବ ଜୟଦେବ...

ଗୁଜୁରାଟ ଗଣିତ

ଓଡ଼ିଶାଲାଇଭ୍‍ ବ୍ୟୁରୋ ଆଗାମୀ ଗୁଜୁରାଟ ବିଧାନସଭା ନିର୍ବାଚନ ଉପରେ ବର୍ତ୍ତମାନ ସମଗ୍ର ଦେଶର ନଜର ଲାଖି ରହିଛି। କୁହାଯାଉଛି ଏହି ନିର୍ବାଚନର ଫଳାଫଳରୁ ଦେଶର ରାଜନୀତିର ଭବିଷ୍ୟତ ଦିଶା ନିର୍ଦ୍ଧାରଣ ହେବ। ଆଗାମୀ ଗୁଜୁରାଟ ବିଧାନସଭା...

ଏମବିଏ ପଢୁଆଙ୍କୁ କାହିଁକି ମିଳୁନି ଚାକିରି?

ଓଡ଼ିଶାଲାଇଭ୍‍ ବ୍ୟୁରୋ ଖରାପ ମାନର ପାଠପଢା, କମ୍‍ ଢାଞ୍ଚାଗତ ସୁବିଧା, କ୍ୟାମ୍ପସ ପ୍ଲେସମେଣ୍ଟରେ ହ୍ରାସ ଓ ଖରାପ ଫ୍ୟାକଲ୍‌ଟି କାରଣରୁ ଏମବିଏ ପଢା ତା’ର ଔଜ୍ଜଲ୍ୟ ହରାଇ ବସିଛି। ୧୯୯୧ରେ ଆର୍ଥିକ ସୁଧାର କାର୍ଯ୍ୟକ୍ରମ ଦେଶରେ...

ତଥାପି ବି ମୋର ବିଶ୍ୱାସ ଅଛି

ଡକ୍ଟର ହରପ୍ରସନ୍ନ ଦାସ ସୁଖ ଓ ଦୁଃଖର ବା ଲାଭ ଓ କ୍ଷତିର ହିସାବ ନକରି ଯାହା ଘଟୁଛି ତାହାକୁ ଆନନ୍ଦରେ ଗ୍ରହଣ କରନ୍ତୁ। ତାହାହିଁ ଜୀବନର ଚିରନ୍ତନ ସତ୍ୟ। ରମେଶ ବାବୁ ଗତ ସପ୍ତାହରେ...

ମଧୁସୂଦନଙ୍କ ଜାତୀୟତା

ଡକ୍ଟର ପାବକ କାନୁନଗୋ ମଧୁସୂଦନ ଦାସ ଥିଲେ ଜାତୀୟତା ଭାବର ମୂର୍ତ୍ତିମନ୍ତ ପ୍ରତୀକ। ଓଡ଼ିଆ ଜାତିର ସାମୂହିକ ବିକାଶ ସହିତ ସାରାଦେଶର ଉନ୍ନତି ପାଇଁ ସେ କାମ କରୁଥିଲେ। ସେ କହୁଥିଲେ, ଯେତେବେଳ ପର୍ଯ୍ୟନ୍ତ...

ସବୁ ପ୍ରଶ୍ନର ଉତ୍ତର ନଥାଏ

ଡକ୍ଟର ହରପ୍ରସନ୍ନ ଦାସ ବୋଧହୁଏ ସମ୍ପର୍କ ଗଢ଼ିଉଠେ ଏବଂ ଭାଙ୍ଗିଯାଏ ଭାବପ୍ରବଣତାର କମ୍ ଆଉ ବେଶୀରେ। ଏ ସମ୍ପର୍କରେ ମନରେ ଆସେ ଅନେକ ପ୍ରଶ୍ନ କିନ୍ତୁ ସବୁ ପ୍ରଶ୍ନର ଉତ୍ତର ନଥାଏ। ସୁଖ ଓ ଶାନ୍ତିରେ...

ଆଶା ଥିଲେ ସିନା ନିରାଶା

ଡକ୍ଟର ହରପ୍ରସନ୍ନ ଦାସ ନିଜ ସହିତ ନିଜେ ଆନନ୍ଦରେ ରହିବାକୁ ଶିଖିଲେ ଆମେ କାହା କଥାରେ ଭାଙ୍ଗି ପଡିବା ନାହିଁ। ଦିନେ ସନ୍ଧ୍ୟାବେଳେ ମୁଁ ମାର୍କେଟ ଯାଇଥିଲି। କିଣାକିଣି ସାରି ଘରକୁ ଫେରିବା ପାଇଁ କାର୍...

ଏକ ଛୋଟ ଜୀବନର ବଡ଼ ଅବଦାନ

ତପନ କୁମାର ମିଶ୍ର କୌଣସି ଏକ ଦୃଶ୍ୟମାନ ଘଟଣା ଘଟିବା ପୂର୍ବରୁ ଏଥିପାଇଁ ଏକ ଅଦୃଶ୍ୟମାନ ଧାରା ସୃଷ୍ଟି ହୋଇଥାଏ। ତା' ପଛରେ ଜଣେ, କିଛି, ଅଳ୍ପ କେତେକ ଅଥବା ଏକ ଗୋଷ୍ଠୀର ଚିନ୍ତା...

ପାଠ ପଢ଼ି ନାହିଁ କିନ୍ତୁ ସେ ଶିକ୍ଷିତ

ଡକ୍ଟର ହରପ୍ରସନ୍ନ ଦାସ ସ୍କୁଲ୍ କଲେଜରେ ପାଠ ସିନା ପଢିନି, କିନ୍ତୁ ସେ ଆମ ସମସ୍ତଙ୍କଠାରୁ ବେଶ୍ ଶିକ୍ଷିତ, ବେଶ୍ ମାର୍ଜିତ ଏବଂ ସବୁ ଭଲଗୁଣରେ ଭରପୂର ଥିଲା। ଯାହା ଜଣାପଡ଼ୁଥିଲା ବୟସ ବୋଧେ ୬୦...

ଭାରତର ଟପ୍ ୫ କିନ୍ନର, ନ୍ୟୁଜ୍ ଆଙ୍କରରୁ ବିଚାରପତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦିନ ଥିଲା କିନ୍ନରମାନଙ୍କୁ ଆମ ସମାଜ ଭିନ୍ନ ଚକ୍ଷୁରେ ଦେଖୁଥିଲା। ହେଲେ ଏବେ ସମୟ ବଦଳିଛି। କିନ୍ନରମାନେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଏବେ ଆସନ୍ତୁ ଏମିତି କିଛି କିନ୍ନରଙ୍କ ସମ୍ପର୍କରେ...