ଶାସନକର୍ତ୍ତା ଲୋକଙ୍କ ଭାଷା ବୁଝିବା ଦରକାର: ବୈଷ୍ଣବ ପରିଡ଼ା

[youtube https://www.youtube.com/watch?v=s64JpLSS0EI] ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଆ ଜାଣି ନଥିବାରୁ ସେ ଇସ୍ତଫା ଦିଅନ୍ତୁ। ଏଭଳି ଆହ୍ୱାନ ଦେଇ କିଛିଦିନ ହେଲା ରାଜ୍ୟ ରାଜନୀତିରେ ଚର୍ଚ୍ଚାରେ ରହିଛନ୍ତି ବିଜେଡିର ପୂର୍ବତନ ସାଂସଦ ବୈଷ୍ଣବ ପରିଡ଼ା।...

ଗୁଜୁରାଟରେ ‘ପପି’ ପଲିଟିକ୍ସ: ସୋସିଆଲ ମିଡିଆରେ ଆଗରେ ରାହୁଲ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗୁଜୁରାଟରେ କଂଗ୍ରେସ-ବିଜେପି ରାଜନୀତିକୁ ନେଇ ଯେତିକି ଚର୍ଚ୍ଚା ହେଉନି ତାଠୁ ଅଧିକ ଚର୍ଚ୍ଚା ହେଉଛି ରାହୁଲ ଗାନ୍ଧିଙ୍କ ପୋଷା କୁକୁର ପପିକୁ ନେଇ। ବାଜିଛି ଗୁଜୁରାଟ ନିର୍ବାଚନ ବିଗୁଲ୍। ତାରିଖ ଘୋଷଣା କରିଛନ୍ତି...

୫ ଦିନରେ ଜୀବନ ହାରିଲେ ୨ ଚାଷୀ: କାମ ଦେଲାନି ମରୁଡ଼ି ପ୍ୟାକେଜ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ମରୁଡ଼ି ପ୍ରଭାବିତ ଅଞ୍ଚଳ ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି ସ୍ବତନ୍ତ୍ର ପ୍ୟାକେଜ୍। ହେଲେ ଏହା ଚାଷୀଙ୍କ ଉପରେ କୌଣସି ପ୍ରଭାବ ପକାଉନ୍ତି। ପ୍ୟାକେଜ୍ ଘୋଷଣା ପରେ ଜଣକ ପରେ ଜଣେ...

ବିଜେପି ଟାର୍ଗେଟରେ ଗଞ୍ଜାମ ଏସ୍‌ପି: ରାଜ୍ୟପାଳଙ୍କୁ ଫେରାଦ ହେଲେ ପ୍ରତିନିଧି ଦଳ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିବାଦରେ ଛନ୍ଦି ହୋଇଯାଇଥିବା ଗୋଲକ ମହାପାତ୍ର ନିଜେ ଘନଘନ ପ୍ରେସମିଟ୍‌ କରି ଏସ୍‌ପିଙ୍କ କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠାଇଛନ୍ତି। କଲ୍ ରେକର୍ଡ଼କୁ ଜାଲ୍‌ କହିବା ସହ ଗଞ୍ଜାମ ଏସ୍‌ପିକୁ ପ୍ରଶ୍ନ ବାଣରେ...

୨୦୧୯କୁ ନେଇ ଅଙ୍କକଷା: ବିଜେପିର ମିଶନ୍‌-୧୨୦, ବିଜେଡିର ୧୧୭ ପ୍ଲସ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡ଼ିବା ପରେ ପୁଣିଥରେ ତାଜା ହୋଇଛ ମିଶନ୍‌ ଗଣିତ। ୨୦୧୯ ପାଇଁ ବିଜେପି ମିଶନ୍‌-୧୨୦କୁ ନେଇ ଅଙ୍କ କଷୁଥିବା ବେଳେ ବିଜେଡି ୧୧୭ ପ୍ଲସ୍‌କୁ ନେଇ ଉତ୍ସାହିତ...

ଆଉ ୧୦ ଦିନ ଆଇସିୟୁରେ ରହିବେ ଜଗା-କାଳିଆ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଆଜି ଦିଲ୍ଲୀ ଏମ୍‌ସ ପକ୍ଷରୁ ପ୍ରେସ୍‌ ରିଲିଜ ଜାରି କରାଯାଇଛି। ଉଭୟ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଏମ୍‌ସ ତରଫରୁ କୁହାଯାଇଛି। ତେବେ କାଳିଆ ଅପେକ୍ଷା...

ବିଜେଡିର ପ୍ରଶ୍ନ: ଉତ୍ତରାଖଣ୍ଡ ଅତିଥିଭବନରେ ଅଭିଯୁକ୍ତ ରହିଲେ କିପରି?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଛତ୍ରପୁର କାଉନ୍‌ସିଲର ହତ୍ୟାକାଣ୍ଡକୁ ନେଇ ବିଜେପି ଏବେ ଅଡ଼ୁଆରେ। ବିଜେପି ନେତା ଗୋଲକ ମହାପାତ୍ରଙ୍କ ନାଁରେ ଅଭିଯୋଗ ଆସିବା ପରେ ବିଜେଡି ଏବେ ବିଜେପିକୁ ପାଲଟା ଆକ୍ରମଣ କରିଛି। ଏହାକୁ ନେଇ...

ଜଜ୍‌ଙ୍କ ଘରେ ସିବିଆଇ ପଶିବା ମାମଲା: ଜବାବ ଦାଖଲ ପାଇଁ ସମୟ ନେଲା ହାଇକୋର୍ଟ ବାର୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ହାଇକୋର୍ଟ ବିଚାରପତିଙ୍କ ବାସଭବନରେ ସିବିଆଇ ପଶିବା ମାମଲାର ଶୁଣାଣି ଆଜି ସୁପ୍ରିମକୋର୍ଟରେ ହୋଇଛି। ସୁପ୍ରିମକୋର୍ଟଙ୍କ ନୋଟିସର ଜବାବ ଦେବା ପାଇଁ ହାଇକୋର୍ଟ ବାର୍‌ ଆସୋସିଏସନ୍‌ ଆଉ ୨ ସପ୍ତାହ ସମୟ ମାଗିଛି।...

ମୋଦି ସରକାରଙ୍କ ଉପରେ ଜମେଇକି ବର୍ଷିଲେ ରାହୁଲ

ଓଡ଼ିଶାଲାଇଭ୍‍ ବ୍ୟୁରୋ କଂଗ୍ରେସ ଉପସଭାପତି ରାହୁଲ ଗାନ୍ଧି ସୋମବାର ଦିନ ଦଳୀୟ ନେତାମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ। ଏଥିରେ ଦଳର ମହାସଚିବ ଓ ବିଭିନ୍ନ ରାଜ୍ୟର ପ୍ରଭାରୀ ଉପସ୍ଥିତ ଥିଲେ। ବୈଠକ ପରେ...

୧ ନମ୍ବର ଦଳ ସହ ୨ ନମ୍ବର ଦଳର ମେଣ୍ଟ ଅସମ୍ଭବ: ନରସିଂହ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିରୋଧୀ ଦଳ ନେତା ନରସିଂହ ମିଶ୍ର ମେଣ୍ଟ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି। ରାଜ୍ୟର ୧ ନମ୍ବର ଦଳ ସହ ୨ ନମ୍ବର ଦଳର ମେଣ୍ଟ ହେବା ଅସମ୍ଭବ କହିବା ପରେ ମେଣ୍ଟ ଚର୍ଚ୍ଚାରେ...