ବିଜେଡି ‘ପଦଯାତ୍ରା’କୁ କାଉଣ୍ଟର କରିବାକୁ ବିଜେପିର ‘ହକ୍ ପାଇଁ ଲଢ଼େଇ’
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=uK0IX2oSyE0]
ବିଜେପୁର ଉପ-ନିର୍ବାଚନ ପୂର୍ବରୁ ମଙ୍ଗଳବାର ବିଜେପିର ଦିନିକିଆ କାର୍ଯ୍ୟକାରିଣୀ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକାରିଣୀରେ ବିଜେପୁର ବିଜୟ, ମିଶନ୍-୧୨୦ ଏବଂ ବିଜେଡି ପଦଯାତ୍ରାକୁ କାଉଣ୍ଟର କରିବା ପାଇଁ କାର୍ଯ୍ୟପନ୍ଥା ଗ୍ରହଣ...
ମାଲ୍ୟାଙ୍କୁ ବାନ୍ଧିବାକୁ ଲାଗିଗଲା ୧୯ ମାସ, ହେଲେ ଜାମିନ୍ ପାଇଁ ୧୯ ମିନିଟରୁ କମ୍
ଓଡ଼ିଶାଲାଇଭ୍ ବ୍ୟୁରୋ
୯ ହଜାର କୋଟି ଟଙ୍କାର ଋଣ ନେଇ ବିଜୟ ମାଲ୍ୟା ଭାରତୀୟ ପୋଲିସ ଆଖିରେ ପାଲଟି ଯାଇଥିଲେ ମାଲଦାର୍ ଅଭିଯୁକ୍ତ। ପୋଲିସକୁ ଚକ୍ମା ଦେଇ ମାଲ୍ୟା ବିଦେଶରେ ଘୂରି ବୁଲୁଥିଲେ...
ବକୁଳ ସ୍ୱେଚ୍ଛାସେବୀ ପାଳନ କଲେ ଦାନ ଉତ୍ସବ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରସ୍ଥିତ ବକୁଳ ଫାଉଣ୍ଡେସନର ସ୍ୱେଚ୍ଛାସେବୀମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ‘ଦାନ ଉତ୍ସବ’ ପାଳନ କରିଛନ୍ତି। ଯୁବପିଢିଙ୍କ ମଧ୍ୟରେ ସମାଜ ସେବାର ମନ୍ତ୍ର ବୁଣିବା ଲକ୍ଷ୍ୟରେ ଆୟୋଜିତ ଏହି ଦିବସ ବକୁଳ ପକ୍ଷରୁ...
ଜାମିନ୍ ପାଇଁ ହାଇକୋର୍ଟ ଗଲେ ପ୍ରଭାତ ବିଶ୍ୱାଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ତଳ କୋର୍ଟରେ ଦୁଇ ଦୁଇ ଥର ଜାମିନ୍ ଖାରଜ ହେବା ପରେ ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳ ମଙ୍ଗଳବାର ହାଇକୋର୍ଟ ଯାଇଛନ୍ତି। ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଇ ପ୍ରଭାତଙ୍କ ଓକିଲ ହାଇକୋର୍ଟରେ...
ନବୀନଙ୍କ ‘ଅପପ୍ରଚାର’ ମନ୍ତବ୍ୟର ଜବାବ ଦେଲେ ଧର୍ମେନ୍ଦ୍ର: କହିଲେ, ବିଜେଡି ‘ଅହଙ୍କାରୀ’ ହୋଇଯାଇଛି
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=xnJiHq33KPc]
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ 'ମିଥ୍ୟା ଅପପ୍ରଚାର' ମନ୍ତବ୍ୟର କଡ଼ା ଜବାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସିଧାସଳଖ ନବୀନ ଏବଂ ତାଙ୍କ ଦଳ ବିଜେଡିକୁ ଆକ୍ଷେପ କରିଛନ୍ତି।...
୩୮ ଦିନର ଲୁଚକାଳି ଶେଷ: ଗିରଫ ହେଲେ ‘ହନିପ୍ରୀତ’
ଓଡ଼ିଶାଲାଇଭ୍ ବ୍ୟୁରୋ
୩୮ ଦିନର ଲୁଚକାଳି ଶେଷ ହୋଇଛି। ଶେଷରେ ହରିୟାଣା ପୋଲିସର ମୋଷ୍ଟ ୱାଣ୍ଟେଡ ତାଲିକାରେ ଥିବା ଗୁରୁମିତ୍ ରାମରହିମଙ୍କ ଧରମ ଝିଅ 'ହନିପ୍ରୀତ ଇନ୍ସାନ୍' ଗିରଫ ହୋଇଛନ୍ତି। ତାଙ୍କୁ ବୁଧବାର କୋର୍ଟ...
ପାକିସ୍ତାନର ଶସ୍ତା ମନ୍ତବ୍ୟ, ମୋଦିଙ୍କୁ ଆତଙ୍କବାଦୀ କହିଲେ ପାକ୍ ବିଦେଶ ମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
କିଛି ଦିନ ତଳେ ଜାତିସଂଘରେ ଭାଷଣ ଦେଇ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ପାକିସ୍ତାନର ଅସଲ ମୁଖା ଖୋଲି ଦେଇଥିଲେ। ସେ କଥାକୁ ଏପର୍ଯ୍ୟନ୍ତ ହଜମ କରିପାରୁନି ପାକିସ୍ତାନ। ଭୋକ ବିକଳରେ...
ମୁହଁ ଖୋଲିଲେ ନାରାୟଣ: କହିଲେ,“ସଭାପତି ଦାୟିତ୍ୱରୁ ମୋତେ ମୁକ୍ତ କର”
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟ କାର୍ଯ୍ୟାଳୟରେ ବିଜେପି ବିଜେପୁର ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛି। ବିଜେଡିକୁ ଚେକ୍ ଦେବା ପାଇଁ ଦଳର ବରିଷ୍ଠ ନେତା ଆଲୋଚନା ଜାରି ରଖିଥିବା ବେଳେ ବିଦ୍ରୋହ ଆରମ୍ଭ କରିଥିବା...
ଦୀପାବଳି ପରେ କଂଗ୍ରେସର ମଙ୍ଗ ସମ୍ଭାଳିବେ ରାହୁଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ଯୁବରାଜ ରାହୁଲଙ୍କର ରାଜ୍ୟାଭିଷେକ ହେବ। ଅର୍ଥାତ୍ ଖୁବଶୀଘ୍ର ଭାରତୀୟ ଜାତୀୟ କଂଗ୍ରେସର ଉପ-ସଭାପତି ରାହୁଲ ଗାନ୍ଧି ନୂଆ ସଭାପତି ହୋଇପାରନ୍ତି। ଦୀପାବଳି ପରେ କଂଗ୍ରେସର ନୂଆ ମୁଖିଆ ଭାବେ ରାହୁଲ ଏହି...
ବିଜେପିର ଦିନିକିଆ କାର୍ଯ୍ୟକାରିଣୀ: ଚାଲିଛି ବିଜେପୁର ଉପ-ନିର୍ବାଚନ ପାଇଁ ମନ୍ଥନ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=PhtOyEF7NuA]
ବିଜେପିର ମିଶନ୍ ବିଜେପୁର। ବରଗଡ଼ ଜିଲ୍ଲା ବରପାଲିରେ ବିଜେପି ୩୦ ହଜାର କର୍ମୀଙ୍କୁ ଠୁଳକରି ରଣହୁଙ୍କାର ଦେବା ପରେ ମଙ୍ଗଳବାର ରୋଡମ୍ୟାପ୍ ପ୍ରସ୍ତୁତି କରୁଛି। ଭୁବନେଶ୍ୱର ଦଳୀୟ କାର୍ଯ୍ୟାଳୟଠାରେ ଦିନିକିଆ...





















