ମୁମ୍ବାଇ ଦଳାଚକଟା: ମୃତକଙ୍କ ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କା

ଓଡ଼ିଶାଲାଇଭ୍ ବ୍ୟୁରୋ ମୁମ୍ବାଇ ଏଲ୍‌ଫିନ୍‌ଷ୍ଟୋନ୍ ରେଳ ଷ୍ଟେସନରେ ଘଟିଥିବା ଦଳାଚକଟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ରେଳ ମନ୍ତ୍ରୀ ପୀୟୁଷ ଗୋଏଲ ଦୁଃଖ ପ୍ରକାଶ କରିଛନ୍ତି। ଦଳାଚକଟାରେ ୨୨...

ମହଙ୍ଗା ପଡ଼ିଲା ଓଡ଼ିଆ ଭାଷାର କଦର୍ଥ: ‘ପୂଜା’ ଜାଗାରେ ‘ପୂଜୋ’ ଲେଖି କ୍ଷମା ମାଗିଲା ‘ପିଟର ଇଂଲଣ୍ଡ’

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଆଙ୍କ ଭାବନାକୁ ପାଦରେ ଦଳି ଦେଉଛନ୍ତି ବଡ଼ ବଡ଼ କମ୍ପାନି। ଓଡ଼ିଶା ବଜାରକୁ ନବୁଝି ବିଜ୍ଞାପନ ମାଧ୍ୟମରେ ‘ପୂଜା’କୁ ‘ପୂଜୋ’ ବା ‘ରଜ’କୁ ‘ରାଜୋ’ ଲେଖି ୪ କୋଟି ଓଡ଼ିଆଙ୍କ ମାନସିକତାକୁ...

ଅଡ଼ୁଆରେ ଅଶୋକ: ବିଜେପୁର ଯୁଦ୍ଧ ପୂର୍ବରୁ ବରଗଡ଼ ବିଜେପିରେ ବିଦ୍ରୋହ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେପୁର ଉପ ନିର୍ବାଚନ ଯୁଦ୍ଧ ପୂର୍ବରୁ ବରଗଡ଼ ଜିଲ୍ଲା ବିଜେପିରେ ବିଦ୍ରୋହର ବିଗୁଲ୍‌ ବାଜିଛି। ଏହି ବିଗୁଲ୍ ଫୁଙ୍କିଛନ୍ତି ଜିଲ୍ଲା ବିଜେପି ସଭାପତି ନାରାୟଣ ସାହୁ। ଅଶୋକ ପାଣିଗ୍ରାହୀ ବିଜେପି ପ୍ରାର୍ଥୀ ହେଲେ ଆମେ...

କଟକରୁ କାଠମାଣ୍ଡୁକୁ ସାଇକେଲ ଯାତ୍ରା: ଶାନ୍ତିର ବାର୍ତ୍ତା ବାଣ୍ଟିବେ ୮ ଜଣିଆ ଟିମ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଶାନ୍ତି ଓ ବନ୍ଧୁତ୍ୱର ବାର୍ତ୍ତା ନେଇ କଟକରୁ କାଠମାଣ୍ଡୁକୁ ସାଇକେଲ୍ ଯାତ୍ରା କରିଛନ୍ତି ଭୁବନେଶ୍ୱର ସାଇକେଲିଂ ଆଣ୍ଡ ଆଡଭେଞ୍ଚର କ୍ଲବର ୮ ଜଣିଆ ଟିମ୍। କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରୁ ଆରମ୍ଭ...

ସୋନପୁରରେ ଟ୍ରିପଲ ମର୍ଡର: ବାପା-ଝିଅ-ନାତୁଣୀଙ୍କୁ ନିର୍ମମ ହତ୍ୟା

ଓଡ଼ିଶାଲାଇଭ୍ ବ୍ୟୁରୋ ପାରିବାରିକ କଳହ ନେଲା ଭୟାନକ ରୂପ। ପଡ଼ୋଶୀ ନେଲା ଗୋଟିଏ ପରିବାରର ୩ ଜୀବନ। ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ସୋନପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ବେହେରାମାଳ ଗାଁରେ। ଗୁରୁବାର...

ପାଇଖାନା ଟାଙ୍କିରୁ ବ୍ରିଟିଶ ଅମଳର ଗୁଳି ଜବତ: ଗୁଳିକୁ ନେଇ ବଢ଼ୁଛି ସସ୍‌ପେନ୍ସ

ଓଡ଼ିଶାଲାଇଭ୍ ବ୍ୟୁରୋ ଆନ୍ଧ୍ରପ୍ରଦେଶର ଜଣେ ବାବୁଙ୍କ ଓ୍ବାଶିଂ ମେସିନ୍‌ରୁ ଟଙ୍କା, ସୁନା, ହୀରା ଜବତ ହେବା ଚର୍ଚ୍ଚା ନଥମୁଣୁ ଓଡ଼ିଶାର କୋରାପୁଟ ଜିଲ୍ଲାରୁ ପାଇଖାନା ଟାଙ୍କିରୁ ବିପୁଳ ପରିମାଣର ଗୁଳିଗୋଳା ଜବତ କରାଯାଇଛି। ପୋଲିସ...

ପୂଜାମଣ୍ଡପରେ ଧୁମ୍‌ଧାମରେ ଚାଲିଛି ମହାମାୟୀଙ୍କ ନବମୀ ପୂଜା

ଓଡ଼ିଶାଲାଇଭ୍ ବ୍ୟୁରୋ ପୂଜାମଣ୍ଡପରେ ଚାଲିଛି ମହାମାୟୀଙ୍କ ମହାନବମୀ ପୂଜା। ଏଥିପାଇଁ ଟ୍ବିନ୍‌ସିଟିର ପୂଜା ମଣ୍ଡପରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼। ହାତରେ ଭୋଗ ଏବଂ ପୂଜା ସାମଗ୍ରୀ ଧରି ଶ୍ରଦ୍ଧାଳୁ ବିଭିନ୍ନ ପୂଜା ମଣ୍ଡପରେ ଲମ୍ବାଧାଡ଼ିରେ...

ମୁମ୍ବାଇ ଏଲ୍‌ଫିନ୍‌ଷ୍ଟୋନ୍‌ ଷ୍ଟେସନରେ ଦଳାଚକଟା: ୨୨ ମୃତ, ୫୦ରୁ ଅଧିକ ଆହତ

ଓଡ଼ିଶାଲାଇଭ୍ ବ୍ୟୁରୋ ମୁମ୍ବାଇ ଏଲ୍‌ଫିନ୍‌ଷ୍ଟୋନ୍‌ ରେଳ ଷ୍ଟେସନରେ ଶୁକ୍ରବାର ସକାଳେ ଦୁଃଖଦ ଘଟଣା ଘଟିଛି। ଦଳାଚକଟା ଘଟି ୨୨ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି। ୫୦ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଛି। ପ୍ରବଳ ବର୍ଷା...

ବରମୁଣ୍ଡା ପୂଜାମଣ୍ଡପରେ ଅଘଟଣ: ଅଧାରେ ଅଟକିଗଲା ରାମଦୋଳି, ଅଳ୍ପକେ ବର୍ତ୍ତିଲେ ପିଲା

ଓଡିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱର ବରମୁଣ୍ଡା ଦୁର୍ଗାପୂଜା ମଣ୍ଡପଠାରେ ଗୁରୁବାର ରାତିରେ ଘଟିଛି ଅଘଟଣ। ରାମଦୋଳି ବୁଲୁଥିବା ବେଳେ ଅଧାରେ ଅକାମୀ ହୋଇଯାଇଛି। ଫଳରେ ଏହି ଦୋଳିରେ ବସିଥିବା ବହୁ ଛୋଟ ପିଲା ଏବଂ ଲୋକଙ୍କ...

ଟ୍ରମ୍ପଙ୍କ ଟ୍ୱିଟର ଜବାବ ଦେଲେ ଜୁକବରବର୍ଗ: କହିଲେ”ଫେସବୁକ୍‌ ସମସ୍ତଙ୍କ ମତକୁ ଗ୍ରହଣ କରେ”

ଓଡିଶାଲାଇଭ୍ ବ୍ୟୁରୋ ମୁହାଁମୁହିଁ ହୋଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଫେସ୍‌ବୁକ୍ ପ୍ରତିଷ୍ଠାତା ମାର୍କ ଜୁକରବର୍ଗ। ଫେସବୁକ୍‌ରେ ସବୁବେଳେ ମୋ' ବିରୋଧରେ ପୋଷ୍ଟ ଅପ୍‌ଲୋଡ ହେଉଛି ବୋଲି ଟ୍ରମ୍ପ ଟ୍ୱିଟ କରିବା ପରେ...