ନିଆଁରେ ଜଳୁଛି ଜୀବନ: ବଡ଼ପଡ଼ାରେ ଜଳିଗଲେ ଆଉ ଜଣେ ଛାତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ସାରା ରାଜ୍ୟକୁ ଦୋହାଲାଇ ଦେଇଥିଲା ବାଲେଶ୍ଵର ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ଆତ୍ମାହୁତି ଘଟଣା। ଏହାକୁ ନେଇ ରାଜ୍ୟ ସାରା ପ୍ରତିବାଦର ନିଆଁ ଜଳୁଥିବା ବେଳେ ପୁଣି ଆସିଲା ପୁରୀ ଜିଲ୍ଲା...

ଉତ୍ତରାଖଣ୍ଡରେ ପ୍ରକୃତିର ତାଣ୍ଡବ: ଆଖି ପିଛୁଳାକେ ଭାସିଗଲା ଧରାଲି ଗାଁ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/OigX_Se69WM ଉତ୍ତରାଖଣ୍ଡରେ ତାଣ୍ଡବ ରଚିଲା ପ୍ରକୃତି। ଆଖି ପିଛୁଳାକେ ସବୁ ଉଭାନ ହୋଇଗଲା। ଦେଖୁ ଦେଖୁ ମାଟିରେ ମିଶିଗଲା ଗାଁ। ବାଦଲଫଟା ବର୍ଷା ରଚିଛି ଏହି ତାଣ୍ଡବ। ଆଖି ପିଛୁଳାକେ ଛାରଖାର ହୋଇଯାଇଛି ଉତ୍ତରାଖଣ୍ଡର...

ମହାରାଷ୍ଟ୍ରର ନାଗପୁର ଜିଲ୍ଲାରେ ଭାରତର ପ୍ରଥମ ଏଆଇ ଅଙ୍ଗନବାଡ଼ି

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/iS66oMHNzUc ଭାରତରେ ଏଆଇ ଅଙ୍ଗନବାଡ଼ି। ମହାରାଷ୍ଟ୍ରର ନାଗପୁର ଜିଲ୍ଲାର ୱଦ୍ଧାମନ ଗାଁରେ ଏଆଇ ଚାଳିତ ଅଙ୍ଗନବାଡ଼ି କେନ୍ଦ୍ର ଆରମ୍ଭ ହୋଇଛି। ପିଲାଦିନରୁ ଏଆଇର ସଠିକ ବ୍ୟବହାର ଏବଂ ଏହାର ଗୁରୁତ୍ୱକୁ ବୁଝିବା ଉଦ୍ଦେଶ୍ୟରେ...

ଭିଜିଲାନ୍ସ ଜାଲରେ ପ୍ରିନ୍ସିପାଲ ସାଇଣ୍ଟିଫିକ ଅଫିସର ଦେବାଶିଷ ପଣ୍ଡା

ଓଡ଼ିଶାଲାଇଭ୍ ବ୍ୟୁରୋ ଭିଜିଲାନ୍ସ ଜାଲରେ ସମ୍ବଲପୁର ଡ୍ରଗ୍ସ କଣ୍ଟ୍ରୋଲ ଟେଷ୍ଟିଂ ଲ୍ୟାବର ପ୍ରିନ୍ସିପାଲ ସାଇଣ୍ଟିଫିକ୍ ଅଫିସର ଦେବାଶିଷ ପଣ୍ଡା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଦେବାଶିଷ ପଣ୍ଡାଙ୍କର ୭ଟି ଠିକଣା ଉପରେ...

ତ୍ରିରଙ୍ଗା ଉଡ଼ାଇବା ପ୍ରତ୍ୟେକ ଭାରତୀୟଙ୍କର ମୌଳିକ ଅଧିକାର

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/zylq1I54qpQ ଭାରତ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ସ୍ଵାଧୀନତା ଲାଭ କରିଥିଲା। ହେଲେ ସ୍ୱାଧୀନତାର ଅନେକ ବର୍ଷ ପରେ ମଧ୍ୟ ନିଜ ଘର କିମ୍ବା ଘରୋଇ ଅନୁଷ୍ଠାନରେ ଜାତୀୟ ପତାକା ଲଗାଇବାର...

ଶିଶୁ ପାଇଁ ମା’ କ୍ଷୀରର ଗୁରୁତ୍ଵ

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=KEArH7CYzwc ମା’ କ୍ଷୀର ହେଉଛି ଗୋଟିଏ ଶିଶୁ ପାଇଁ ଅମୃତ ସମାନ। ଗୋଟିଏ ନବଜାତ ଶିଶୁପାଇଁ ମା’ କ୍ଷୀରଠାରୁ ସର୍ବକୃଷ୍ଟ ଖାଦ୍ୟ ଅନ୍ୟ କିଛି ହୋଇନଥାଏ। ବିଭିନ୍ନ ସମୟରେ ନବଜାତ ଶିଶୁ...

ଡକ୍ଟର ସଂଘମିତ୍ରା ମିଶ୍ର କହିଲେ – ଆତ୍ମଜୀବନୀରେ ସବୁକଥା ସତ ନୁହେଁ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=-_BfCAKnNtA ଓଡ଼ିଆ ସାହିତ୍ୟ ଜଗତର ଅତି ପରିଚିତ ନାଁ ଡକ୍ଟର ସଂଘମିତ୍ରା ମିଶ୍ର। ପିଲାଟି ଦିନରୁ ହିଁ ତାଙ୍କର ସଂଘର୍ଷ ଆରମ୍ଭ ହୋଇଥିଲା। ମାତ୍ର ସେ କେବେ ହାର୍ ମାନି ନାହାନ୍ତି, ବରଂ...

ଓଡ଼ିଶାର ନୂଆ ମହିଳା କମିଶନ ଅଧ୍ୟକ୍ଷା ସୋଭନା ମହାନ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟର ନୂତନ ମହିଳା କମିଶନ ଅଧ୍ୟକ୍ଷା ଭାବେ ନିଯୁକ୍ତ ହୋଇଛନ୍ତି ସୋଭନା ମହାନ୍ତି। କାର୍ଯ୍ୟରେ ଯୋଗ ଦେବାଠାରୁ ୩ ବର୍ଷ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱରେ ରହିବେ। ଏ ନେଇ ମହିଳା...

ବବିତା ପାତ୍ର ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ନୂଆ ଅଧ୍ୟକ୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ଭାବେ ନିଯୁକ୍ତ ହୋଇଛନ୍ତି ବବିତା ପାତ୍ର। କାର୍ଯ୍ୟରେ ଯୋଗ ଦେବା ଦିନଠାରୁ ୩ ବର୍ଷ ପର୍ଯ୍ୟନ୍ତ ବା ତାଙ୍କୁ ୬୫ ବର୍ଷ ବୟସ...

ଇଂଲଣ୍ଡ ବିପକ୍ଷରେ ଭାରତର ଚମତ୍କାର ବିଜୟ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/7C8yYMOaXns ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟରେ ଚମତ୍କାର ବିଜୟ ହାସଲ କରିଛି ଟିମ ଇଣ୍ଡିଆ। ଅନ୍ତିମ ଦିନରେ ୪ଟି ୱିକେଟ ଅକ୍ତିଆର କରି ୬ ରନରେ ମ୍ୟାଚ ଜିତି ନେଇଛି ଭାରତ। ଏହା...