ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ: ସକାଳ ୯ଟା ୩୦ରେ ପହଣ୍ଡି, ୪ଟାରେ ଆରମ୍ଭ ହେବ ରଥଟଣା

ଓଡ଼ିଶାଲାଇଭ୍ ବ୍ୟୁରୋ ରାତି ପାହିଲେ ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ରତ୍ନବେଦୀ ଛାଡ଼ି ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ଜନ୍ମଦେବୀକୁ ଯିବେ ମହାପ୍ରଭୁ ଶ୍ରୀଜଗନ୍ନାଥ। ବଡ଼ଦାଣ୍ଡରେ ଏକାଠି ହେବେ ଭକ୍ତ ଓ ଭଗବାନ। ପବିତ୍ର ରଥଯାତ୍ରା ପାଇଁ...

ଆଜି ବଡ଼ଠାକୁରଙ୍କ ନବଯୌବନ ଦର୍ଶନ, ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଭିଡ଼

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶ୍ଵପ୍ରସିଦ୍ଧ ରଥଯାତ୍ରାର ଗୋଟିଏ ଦିନ ପୂର୍ବରୁ ପୁରୀ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ନବଯୌବନ ଦର୍ଶନ। ଅଣସର ଘରେ ୧୫ ଦିନ ରହିବା ପରେ ଗୁରୁବାର ସକାଳେ ଭକ୍ତଙ୍କୁ ନବଯୌବନ ବେଶରେ...

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ସଜେଇ ହୋଇଛି ଶ୍ରୀକ୍ଷେତ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/EnJTuwBJFZI ରାତି ପାହିଲେ ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଓଡ଼ିଶାର ଏହି ଅନନ୍ୟ ମହୋତ୍ସବ ପାଇଁ ସଜେଇ ହୋଇଛି ଶ୍ରୀକ୍ଷେତ୍ର। ଚିତ୍ରକଳା ସହ ରଙ୍ଗୀନ ଆଲୋକ ମାଳାରେ ଝଲସି ଉଠୁଛି ବଡ଼ଦାଣ୍ଡ। ଆଷାଢ଼ ମାସର ଶୁକ୍ଲପକ୍ଷ...

କେମିତି ଭଲ ହେବ ଫଙ୍ଗାଲ ଇନଫେକ୍ସନ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=Dic9sskYDtQ ଫଙ୍ଗାଲ ଇନ୍‌ଫେକ୍ସନ ହେଉଛି ଏକ ସାଧାରଣ ଚର୍ମ ଜନିତ ସମସ୍ୟା। ଏହା ଭିନ୍ନ ଭିନ୍ନ କାରଣରୁ ହୋଇପାରେ। ତେବେ ଫଙ୍ଗାଲ ଇନଫେକ୍ସନ କ’ଣ, ଏହା କାହିଁକି ହୁଏ, ଫଙ୍ଗାଲ୍ ଇନଫେକ୍ସନର ଲକ୍ଷଣ କ’ଣ...

ବିଶ୍ୱ ଦକ୍ଷତା କେନ୍ଦ୍ରର ୧୬୭ ଜଣ ଛାତ୍ରଛାତ୍ରୀଙ୍କୁ ରିଲାଏନ୍ସ ନ୍ୟୁ ସୋଲାର ଏନର୍ଜି କମ୍ପାନିରେ ନିଯୁକ୍ତି ସୁଯୋଗ

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱର): ସାରା ଦେଶରେ ଏବେ ଅକ୍ଷୟ ଶକ୍ତି ବା ସୌର ଶକ୍ତି ବ୍ୟବହାରର ଚାହିଦା ବଢ଼ି ଚାଲିଛି। ଏହି କ୍ଷେତ୍ର ଲାଗି ଆବଶ୍ୟକ ଦକ୍ଷ ମାନବ ସମ୍ବଳ ସୃଷ୍ଟି ଦିଗରେ ବିଶ୍ୱ...

ୟୁନିଭର୍ସିଟି ଇମ୍ପାକ୍ଟ ରାଙ୍କିଙ୍ଗରେ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟର ଉଲ୍ଲେଖନୀୟ ପ୍ରଦର୍ଶନ: ସମଗ୍ର ଭାରତରେ ଦଶମ

ଓଡ଼ିଶାଲାଇଭ୍ ବ୍ୟୁରୋ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ଟାଇମ୍ସ ହାଇୟର ଏଜୁକେସନ ୨୦୨୫ ୟୁନିଭର୍ସିଟି ଇମ୍ପାକ୍ଟ ରାଙ୍କିଙ୍ଗରେ ସମଗ୍ର ଭାରତରେ ଦଶମ ସ୍ଥାନ ହାସଲ କରିଛି। ବିଶ୍ୱବିଦ୍ୟାଳୟ ୨୦୨୪ ମସିହାରେ ଅଷ୍ଟଦଶ ସ୍ଥାନରେ ରହିଥିବା ବେଳେ ଚଳିତ...

ଆରମ୍ଭ ହେଲା ଓଡ଼ିଶା ଟୁରିଜିମ କନ୍‌କ୍ଲେଭର ଷଷ୍ଠ ସଂସ୍କରଣ

ଓଡ଼ିଶାଲାଇଭ୍ ବ୍ୟୁରୋ ଆରମ୍ଭ ହେଲା ଓଡ଼ିଶା ଟୁରିଜିମ କନକ୍ଲେଭ ୨୦୨୫। ଓଡ଼ିଶାର ପର୍ଯ୍ୟଟନ ଶିଳ୍ପକୁ ଆଗେଇ ନେବା ପାଇଁ ହୋଟେଲ ଆଣ୍ଡ ରେସ୍ତୋରାଁ ଆସୋସିଏସନ ଅଫ ଓଡ଼ିଶା (ଏଚଆରଏଓ) ପକ୍ଷରୁ ଏହି କନକ୍ଲେଭ୍‌ର ଆୟୋଜନ...

ଲଞ୍ଚ ହେଲା ଏକ୍ସିଅମ-୪ ମିଶନ, ମହାକାଶ ଯାତ୍ରାରେ ଶୁଭାଂଶୁ ଶୁକ୍ଳା

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଭାରତ ପାଇଁ ଏକ ଐତିହାସିକ ଦିନ। ଡ୍ରାଗନ ସ୍ପେସ କ୍ୟାପସୁଲରେ ଇଣ୍ଟରନ୍ୟାସନାଲ ସ୍ପେସ ଷ୍ଟେସନକୁ ଯାତ୍ରା କରିଛନ୍ତି ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା। ଗ୍ରୁପ କ୍ୟାପଟେନ ଶୁଭାଂଶୁ ଏକ୍ସିଅମ-୪ର ମିଶନ...

କଲେରାରୁ ପିଲାଙ୍କୁ କିପରି ରଖିବେ ସୁରକ୍ଷିତ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=5Qy1S569lgM ବ୍ୟାପୁଛି କଲେରା ବା ହଇଜା। ଏହା ଏକ ଜଳବାହିତ ରୋଗ। ଏହା ଯୋଗୁଁ ଲୋକଙ୍କଠାରେ ପତଳା ଝାଡ଼ା, ବାନ୍ତି ଭଳି ଲକ୍ଷଣ ଦେଖାଦେଉଛି। ଛୋଟ ଛୁଆଙ୍କୁ କଲେରା ହେଲେ ତୁରନ୍ତ...

ଆସନ୍ତାକାଲି ଓଡ଼ିଶା ଟୁରିଜିମ କନ୍‌କ୍ଲେଭ ୨୦୨୫: ବିକାଶ ପଥେ ଆଗେଇବ ଓଡ଼ିଶାର ପର୍ଯ୍ୟଟନ ଶିଳ୍ପ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ପର୍ଯ୍ୟଟନ ଶିଳ୍ପକୁ ଆଗେଇ ନେବା ପାଇଁ ଜୁନ ୨୫ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ‘ଓଡ଼ିଶା ଟୁରିଜିମ୍ କନକ୍ଲେଭ୍ – ୨୦୨୫’। ହୋଟେଲ ଆଣ୍ଡ ରେସ୍ତୋରାଁ ଆସୋସିଏସନ ଅଫ ଓଡ଼ିଶା...