ରିଲିଜର ପ୍ରଥମ ଦିନରେ ୭ କୋଟି ଆୟ କଲା ‘ଛିଛୋରେ’

ଓଡ଼ିଶାଲାଇଭ୍ ବ୍ୟୁରୋ ଫିଲ୍ମ ଫ୍ରାଇଡେ'ରେ ରିଲିଜ ହୋଇଥିବା 'ଛିଛୋରେ' ପ୍ରଥମ ଦିନରେ ଭଲ ବ୍ୟବସାୟ କରିଛି। ବଲିଉଡ ଚୁଲବୁଲି ଶ୍ରଦ୍ଧା କପୁର ଏବଂ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଅଭିନୀତ 'ଛିଛୋରେ' ରିଲିଜର ପ୍ରଥମ...

ସେପ୍ଟେମ୍ଵର ପ୍ରଥମ ସପ୍ତାହରେ ବାହାରିବ +୨ କଳା ରେଜଲ୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ସେପ୍ଟେମ୍ଵର ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ରେଜଲ୍ଟ। ଏଥିସହ ଧନ୍ଦାମୂଳକ ପାଠ୍ୟକ୍ରମର ବି ଫଳାଫଳ ପ୍ରକାଶ ପାଇବ। ଏ ନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା...

ବଲିଉଡ ଅଭିନେତ୍ରୀ କିରଣ ଖେର କ୍ୟାନସରରେ ପୀଡ଼ିତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବଲିଉଡ ଅଭିନେତ୍ରୀ ତଥା ବିଜେପି ସାଂସଦ କିରଣ ଖେର କ୍ୟାନସରରେ ପୀଡ଼ିତ। କିରଣଙ୍କ ସ୍ୱାମୀ ତଥା ବଲିଉଡର ବରିଷ୍ଠ ଅଭିନେତା ଅନୁମପ୍‌ ଖେର୍‌ ଟୁଇଟ କରି ଏହି ସୂଚନା ଦେଇଛନ୍ତି। ଏହି...

ମହାନଦୀ ବିବାଦରେ ନରସିଂହ ରଖିଲେ ମତ: ସୁପ୍ରିମକୋର୍ଟରେ ଭଲ ଓକିଲ ଦେଲେ ଓଡ଼ିଶାକୁ ମିଳିବ ନ୍ୟାୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହାନଦୀ ଟ୍ରିବ୍ୟୁନାଲ ଗଠନରେ ଓଡ଼ିଶା ସରକାରଙ୍କ ଆନ୍ତରିକତା ରହିବା ଦରକାର। ସୁପ୍ରିମକୋର୍ଟରେ ଯଦି ଭଲ ଓକିଲ ଦେଇ ସରକାର ମାମଲା ଲଢ଼ନ୍ତି ତାହାଲେ ଓଡ଼ିଶାର ସ୍ୱାର୍ଥ ରକ୍ଷା ହୋଇପାରିବ ବୋଲି ବିରୋଧୀ...

ICAR-NRRI: ପ୍ରୋଜେକ୍ଟ ଆସିଷ୍ଟାଣ୍ଟ ପଦବୀ ପାଇଁ ଜୁନ୍ ୨୫ ଯାଏଁ କରନ୍ତୁ ଆବେଦନ

nrri
ଓଡ଼ିଶାଲାଇଭ୍ ବ୍ୟୁରୋ କଟକସ୍ଥିତ ICAR- ନାସନାଲ ରାଇସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟରେ ପ୍ରୋଜେକ୍ଟ ଆସିଷ୍ଟାଣ୍ଟ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଇଚ୍ଛୁକ ପ୍ରାର୍ଥୀମାନେ ଆସନ୍ତା ଜୁନ୍ ୨୫ ତାରିଖ ଯାଏଁ ଆବେନ...

୨୪ ଘଣ୍ଟାର ଟପ୍ ୧୦ ଖବର

ଓଡ଼ିଶାଲାଇଭ୍‌ ବ୍ୟୁରୋ ୧.ଲୋକସଭାରେ ଐତିହାସିକ ତିନ ତଲାକ୍ ବିଲ ଗୃହିତ,ତିନି ଥର ତଲାକ କହିଲେ ୩ ବର୍ଷ ଜେଲ। ୨.ସୁପରସୋନିକ୍ ଇଣ୍ଟେରସେପ୍ଟର୍ କ୍ଷେପଣାସ୍ତ୍ର ପରୀକ୍ଷା ସଫଳ,ପ୍ରତିରକ୍ଷା କ୍ଷେତ୍ରରେ ଭାରତ ପାଇଁ ଆଉ ଏକ ମାଇଲଖୁଣ୍ଟ। ୩. ଚୀନର...

ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭଜନଲାଲ ଶର୍ମା

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଭଜନଲାଲ ଶର୍ମା। ଶୁକ୍ରବାର ରାଜସ୍ଥାନର ରାଜ୍ୟପାଳ କଲରାଜ ମିଶ୍ର ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହାସହିତ ବିଜେପି ନେତା...

CPRIରେ ଆକାଉଣ୍ଟସ୍‌ ଅଫିସର ପଦବୀରେ ନିଯୁକ୍ତି – ମେ’ ୧୫ ଯାଏଁ କରିପାରିବେ ଆବେଦନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସେଣ୍ଟ୍ରାଲ୍ ପାଓ୍ୱାର ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ (CPRI)ରେ ଆକାଉଣ୍ଟସ୍ ଅଫିସର୍ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆଗ୍ରହୀ ପ୍ରାର୍ଥୀମାନେ ଏପ୍ରିଲ୍ ୧୫ ତାରିଖ ପରିବର୍ତ୍ତେ ମେ’ ୧୫ ଯାଏଁ...

ପ୍ରଥମ ମ୍ୟାଚ୍‌ର ଆୟ ପୁଲଓ୍ଵାମା ସହିଦଙ୍କ ପରିବାରକୁ ଦେବ ଚେନ୍ନାଇ ସୁପର କିଙ୍ଗ୍ସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆରମ୍ଭ ହେଲା ଆଇପିଏଲ୍‌ କାଉଣ୍ଟ୍‌ଡାଉନ୍‌। ଆସନ୍ତା ମାର୍ଚ୍ଚ ୨୩ରେ ଆଇପିଏଲ୍‌ର ପ୍ରଥମ ତଥା ଉଦ୍‌ଘାଟନୀ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ ମଧ୍ୟରେ...

ବ୍ୟାପକ କର୍ମଚାରୀ ଛଟେଇ କରିବ ଇନ୍‌ଫୋସିସ୍‌

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇଟି କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଇନ୍‌ଫୋସିସ କର୍ମଚାରୀ ଛଟେଇ ପାଇଁ ଏବେ  ରାସ୍ତା ସଫା କରୁଛି। କଗ୍ନିଜେଣ୍ଟର ପଦାଙ୍କ ଅନୁସରଣ କରି ଇନ୍‌ଫୋସିସ ବଳକା କର୍ମଚାରୀଙ୍କୁ ଛଟେଇ କରିବା ପାଇଁ...