ରାଜ୍ୟରେ ଜନତା କର୍ଫ୍ୟୁର ପ୍ରଭାବ – ସବୁ ଖାଁ ଖାଁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରଧାନମନ୍ତ୍ରୀଙ୍କ ଆହ୍ଵାନରେ ଦେଶବ୍ୟାପି ପାଳୁଛନ୍ତି ଜନତା କର୍ଫ୍ୟୁ। ଏହାର ପ୍ରଭାବରେ ରାଜ୍ୟରେ ଭୁବନେଶ୍ଵର, କଟକ ସମେତ ବିଭିନ୍ନ ଜିଲ୍ଲା ଜନଶୂନ୍ୟ ହୋଇଛି। ଏହାସହ ରାଜ୍ୟ ସରକାରଙ୍କ ଲକ୍‌ ଡାଉନର ପ୍ରଭାବ ମଧ୍ୟ...

ଅଗ୍ନିକାଣ୍ଡ ଘଟି ଜଳିଗଲା ୩ଟି ଦୋକାନ ଓ ଗୋଟିଏ ଗ୍ୟାରେଜ

ଓଡ଼ିଶାଲାଇଭ୍ ବ୍ୟୁରୋ ପଟ୍ଟାମୁଣ୍ତାଇ ବ୍ଲକ୍ ଅଣ୍ତରା ହାଟ ବଜାରରେ ଘଟିଛି ଏକ ଅଭାବନୀୟ ଘଟଣା। ଶୁକ୍ରବାର ରାତିରେ ଭୟାବହ ଅଗ୍ନିକାଣ୍ତ ଘଟିବା ଫଳରେ ଗୋଟିଏ ଗ୍ୟାରେଜ୍‌ ସହ ୩ଟି ମିଠା ଦୋକାନ ପୋଡ଼ି ପାଉଁଶ...

କାହାକୁ କୋଭିଡ ଟିକା ମନା?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶନିବାରଠୁ ଦେଶବ୍ୟାପୀ ଟିକାକରଣ ଉଦଘାଟନ କରିବେ ନରେନ୍ଦ୍ର ମୋଦୀ ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ନେବେ ଟିକା ଗର୍ଭବତୀ ମହିଳାଙ୍କୁ ଟିକା ମନା ରାତି ପାହିଲେ ଦେଶବ୍ୟାପୀ ଆରମ୍ଭ ହୋଇଯିବ କୋଭିଡ ଟିକାକରଣ।...

ICMR ଅଧୀନରେ ନିର୍ଦ୍ଦେଶକ ପଦବୀରେ ନିଯୁକ୍ତି ସ୍ଥଗିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଇଣ୍ଡିଆନ୍‌ କାଉନସିଲ୍‌ ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର୍‌) ଅଧୀନସ୍ଥ ବିଭିନ୍ନ ଅନୁଷ୍ଠାନଗୁଡ଼ିକରେ ହେବାକୁ ଥିବା ନିର୍ଦ୍ଦେଶକ ପଦବୀର ନିଯୁକ୍ତି ପ୍ରକ୍ରିୟାକୁ ଦେଶରେ କୋଭିଡ୍-୧୯ ପ୍ରଭାବ ଯୋଗୁଁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି।...

ଛତିଶଗଡ଼ରେ ଏନ୍‌କାଉଣ୍ଟର – ୮ ମାଓବାଦୀ ମୃତ ଓ ୨ ଯବାନ ସହିଦ

ଓଡ଼ିଶାଲାଇଭ୍ ବ୍ୟୁରୋ ଛତିଶଗଡ଼ରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ଗୁଳି ବିନିମୟରେ ୮ ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇ ଥିବାବେଳେ ୨ ଜଣ ଯବାନ ସହିଦ ହୋଇଛନ୍ତି। ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାର ସାକ୍‌ଲିର...

ସୁପ୍ରିମକୋର୍ଟଙ୍କ ଐତିହାସିକ ନିଷ୍ପତ୍ତି: ଇଚ୍ଛାମୃତ୍ୟୁକୁ ଦେଲେ ସର୍ତ୍ତମୂଳକ ଅନୁମତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରତ୍ୟେକ ବ୍ୟକ୍ତିଙ୍କର ସମ୍ମାନର ସହ ମରିବାର ଅଧିକାର ରହିଛି। ଏହା ଦର୍ଶାଇ ସୁପ୍ରିମକୋର୍ଟ ଦେଇଛନ୍ତି ଏକ ଐତିହାସିକ ରାୟ। ତେବେ ସର୍ବୋଚ୍ଚ ଅଦାଲତ ଇଚ୍ଛାମୃତ୍ୟୁ ଲାଗି ଅନେକଗୁଡିଏ ସର୍ତ୍ତ ରଖି ସ୍ୱୀକୃତି...

ମାଟିରେ ମିଶିଲା ବଡ଼ ଆଖଡ଼ା ମଠ

ଓଡ଼ିଶାଲାଇଭ୍ ବ୍ୟୁରୋ ୬ ଦିନ ପରେ ମଠ ଉପରେ ଚାଲିଲା ପ୍ରଶାସନର ବୁଲ୍‌ଡୋଜର୍‌। ମାଟିରେ ମିଶିଲା ବଡ଼ ଆଖଡ଼ା ମଠ। ଠାକୁର ଘର ଏବଂ ମହନ୍ତଙ୍କ ଗାଦିକୁ ଛାଡ଼ି ମଠର ଆଉ ସବୁ କୋଠାକୁ...

ଖଣି ଦୁର୍ନୀତିକୁ ନେଇ ବିଧାନସଭାରେ ଶାସକ ଦଳକୁ ଘେରିଲେ ବିରୋଧୀ, ଜବାବ ରଖିଲା ବିଜେଡି

ଓଡ଼ିଶାଲାଇଭ୍ ବ୍ୟୁରୋ ବିଧାନସଭାରେ ଉଠିଲା ଖଣି ଦୁର୍ନୀତି ତାତି। ଆଜି ବିଧାନସଭାର ମୌସୁମୀ ଅଧିବେଶନରେ ବିରୋଧୀ ଦଳର ନେତାମାନେ ଖଣି ଦୁର୍ନୀତିକୁ ପ୍ରସଙ୍ଗ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ବିରୋଧୀ ଦଳର ନେତା ପ୍ରଦୀପ୍ତ...

ତାଲିବାନ ଆକ୍ରମଣରେ ୨୨ ସୁରକ୍ଷା କର୍ମୀ ମୃତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଫଗାନିସ୍ତାନ ପଞ୍ଚାମାଞ୍ଚଳ ଫାରାହ ଜିଲ୍ଲାରେ ତାଲିବାନ ଆତଙ୍କବାଦୀଙ୍କ ଆକ୍ରମଣରେ ୨୨ ଜଣ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ଘଟିଛି। ପୋଲିସ୍‍ ମୁଖପାତ୍ର ମୋହେବୁଲ୍ଲାହ ମୋହେବ କହିଛନ୍ତି ଯେ ଫାରହଠାରେ ତାଲିବାନ ଆତଙ୍କବାଦୀ ଏବଂ...

ମଧ୍ୟପ୍ରଦେଶର ସିଦ୍ଧିରେ କେନାଲକୁ ଖସିଲା ବସ୍, ୩୫ ମୃତଦେହ ଉଦ୍ଧାର

ଓଡ଼ିଶାଲାଇଭ୍ ବ୍ୟୁରୋ ମଧ୍ୟପ୍ରଦେଶରେ ମଙ୍ଗଳବାର ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କେନାଲ ଭିତରକୁ ବସ୍ ଖସି ପଡ଼ିବାରୁ ୩୫ ଜଣଙ୍କର ମୃତ୍ୟୁ ହୋଇଛି। ମଧ୍ୟପ୍ରଦେଶର ରାଓ୍ଵା-ସିଦ୍ଧି ସୀମା ନିକଟରେ ଘଟିଛି ଏହି ଦୁର୍ଘଟଣା।...