ପରଲୋକରେ ବରିଷ୍ଠ ସାମ୍ବାଦିକ ବାସୁଦେବ ମହାପାତ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ବରିଷ୍ଠ ସାମ୍ବାଦିକ ବାସୁଦେବ ମହାପାତ୍ରଙ୍କର ସୋମବାର ସକାଳେ ମୃତ୍ୟୁ ହୋଇଛି। ସେ କିଛି ଦିନ ହେବ ଅସୁସ୍ଥ ଥିଲେ। ତେବେ ସୋମବାର ତାଙ୍କ ଦେହ ଅଧିକ ଖରାପ ହେବାରୁ ପରିବାର...

କୁଆଡ଼େ ଗଲା ଫ୍ଲାଏଓଭର ହେଲମେଟ ଚେକିଙ୍ଗ୍?

ଓଡ଼ିଶାଲାଇଭ୍ ବ୍ୟୁରୋ ବିନା ହେଲମେଟରେ ବାଇକ ଆରୋହୀ ଖଣ୍ଡଗିରି ଓଭରବ୍ରିଜରୁ ରସୁଲଗଡ଼ ଓଭରବ୍ରିଜ ପର୍ଯ୍ୟନ୍ତ ଯାତାୟତ କରିପାରିବେ ନାହିଁ। ନିକଟରେ ଏଭଳି କଟକଣା ଜାରି କରିଥିଲେ ଖୋର୍ଦ୍ଧା ଜିଲ୍ଲାପାଳ। କଟକଣା ଜାରି ହେବାର ୨...

ସମ୍ପୂର୍ଣ୍ଣ ହେଲା ଭିତର ରତ୍ନଭଣ୍ଡାର ଅଳଙ୍କାର ସ୍ଥାନାନ୍ତରଣ କାର୍ଯ୍ୟ

ଓଡ଼ିଶାଲାଇଭ୍ ବ୍ୟୁରୋ ସମ୍ପୂର୍ଣ୍ଣ ହେଲା ଭିତର ରତ୍ନଭଣ୍ଡାରରୁ ଅଳଙ୍କାର ସ୍ଥାନାନ୍ତର କାର୍ଯ୍ୟ। ଅଳଙ୍କାର ସ୍ଥାନରନ୍ତରଣ ପାଇଁ ଲାଗିଥିଲା ପ୍ରାୟ ସାଢ଼େ ୭ ଘଣ୍ଟା ସମୟ। ଗୁରୁବାର ସକାଳ ୯ଟା ୫୧ ମିନିଟ ଶୁଭ ବେଳାରେ...

କ୍ଷୀର ପିଇବା ପରେ ଭୁଲରେ ଖାଆନ୍ତୁ ନାହିଁ ଏହି ଖାଦ୍ୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସ୍ୱାସ୍ଥ୍ୟ ପାଇଁ ହିତକର ଖାଦ୍ୟ ପାନୀୟ କଥା ଆସିଲେ ସର୍ବ ପ୍ରଥମେ ଏହି ତାଲିକାରେ କ୍ଷୀରକୁ ଯୋଡ଼ା ଯାଇଥାଏ। କ୍ଷୀରରେ ବିଭିନ୍ନ ପ୍ରକାର ଭିଟାମିନ ରହିଥାଏ, ଯାହା ଶରୀରକୁ ସୁସ୍ଥ ରଖେ।...

ଜଣେ ଥିଲେ ବିଜୁ ପଟ୍ଟନାୟକ

ବିଭୂତି ପଟ୍ଟନାୟକ ପାକିସ୍ତାନ କାଶ୍ମୀର ଆକ୍ରମଣ କଲାବେଳେ ପ୍ରଧାନମନ୍ତ୍ରୀ ନେହରୁଙ୍କ ନିର୍ଦ୍ଦେଶରେ ବିଜୁ ପଟ୍ଟନାୟକ ଭାରତୀୟ ସୈନିକମାନଙ୍କୁ ବିମାନରେ ଶ୍ରୀନଗରରେ ଅବତରଣ କରାଇ ପ୍ରଶଂସା ଅର୍ଜନ କରିଥିଲେ। ସେହିପରି ସ୍ୱାଧୀନ ଇଣ୍ଡୋନେସିଆ ଉପରେ ଡଚ୍ ସାମ୍ରାଜ୍ୟବାଦୀମାନଙ୍କ...

ସୋସିଆଲ ମିଡିଆରେ ସେୟାର କରନ୍ତୁନି ଟିକା ପ୍ରମାଣ ପତ୍ର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଟିକା ନେବାପରେ ସୋସିଆଲ ମିଡିଆରେ ନିଜର ଟିକା ପ୍ରମାଣ ପତ୍ର ସେୟାର କରୁଥିଲେ ହୋଇଯାଆନ୍ତୁ ସାବଧାନ୍‌। ପ୍ରମାଣ ପତ୍ରରେ ଥିବା ‘କ୍ୟୁଆର୍‌ କୋଡ’ ଆପଣଙ୍କ ପାଇଁ ବିପଦ ହୋଇପାରେ। ଏଭଳି ସତର୍କ...

ନିର୍ବାଚନ ମଇଦାନରେ ଲଢ଼ିବେ ପୁଅ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଏଥର ଜମିବ ନିର୍ବାଚନ। ପୁଅଙ୍କୁ ମିଳିଲା ଟିକେଟ। ନିର୍ବାଚନ ଲଢ଼େଇରୁ ଓହରିଲେ ବାପା। ଆସିଲେ ପୁଆ ଟିକେଟ ଘୋଷଣା ହେବା ପରେ ନବୀନ ନିବାସ ଆଜି ଦେଖିବାକୁ ମିଳିଥିଲା ତିନି ନେତାଙ୍କ...

୨୦୧୯ ଲୋକସଭା ଭୋଟ – ଓଡ଼ିଶାରେ ଫୁଟିବ ପଦ୍ମ, ଖସିବ ବିଜେଡି!

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୋଟରଙ୍କ ମୁଡ୍‌ ଏବେ କ'ଣ ଅଛି? ଏହା ଜାଣିବା ପାଇଁ ଏବିପି - ସି ଭୋଟରଙ୍କ ପକ୍ଷରୁ କରାଯାଇଥିଲା ସର୍ଭେ। ଓଡ଼ିଶାରେ ଯଦି ବର୍ତ୍ତମାନ ଲୋକସଭା ନିର୍ବାଚନ ହୁଏ ତାହାଲେ କିଏ ମାରିବ...

ରେକର୍ଡ ଭୋଟ୍‌ରେ ଜିତିଲେ ରୀତା, ନବୀନ କହିଲେ – ‘‘ଧନ୍ୟବାଦ ବିଜେପୁର’’

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେପୁରବାସୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜେଡି ପ୍ରତି ବିଜେପୁର ଭୋଟରମାନେ ଆସ୍ଥା ରଖିଥିବାରୁ ଏବଂ ରୀତା ସାହୁଙ୍କୁ ରେକର୍ଡ ଭୋଟ୍‌ରେ ଜିତାଇଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବିଜେପୁର ଫଳାଫଳ...

ନିଟ୍ ପରୀକ୍ଷାରେ ସଫଳ ହେଲେ ସୋଆ ଆଇଏଚ୍ଏସ୍‌ଇର ୮ ଛାତ୍ରଛାତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଶିକ୍ଷା ଓ ଅନୁସନ୍ଧାନ ଦ୍ଵାରା ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ହାୟର୍ ସେକେଣ୍ଡାରୀ ଏଜୁକେସନ୍(‌ଆଇଏଚ୍ଏସ୍‌ଇ)ର ୮ ଜଣ ଛାତ୍ରଛାତ୍ରୀ ସର୍ବଭାରତୀୟ ମେଡିକାଲ୍ ପ୍ରବେଶିକା ପରୀକ୍ଷା (ନିଟ୍‌)ରେ ସମ୍ମାନଜନକ ରାଙ୍କ୍ ରଖି କୃତିତ୍ୱର ସହ...