ଓଡ଼ିଶାରେ ଚିହ୍ନଟ ହେଲେଣି ୪୦ ଲକ୍ଷ ଭୂତ ରାସନ କାର୍ଡ ହିତାଧିକାରୀ – ଖାଦ୍ୟ ଯୋଗାଣ ମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଅଛନ୍ତି ୪୦ ଲକ୍ଷ ଭୂତ ରାସନ କାର୍ଡ ହିତାଧିକାରୀ। ସେମାନଙ୍କୁ ନୂଆ ରାସନ କାର୍ଡରୁ ବାଦ ଦିଆଯିବ। ବର୍ତ୍ତମାନ ରାଜ୍ୟରେ ରାସନ କାର୍ଡ ଇ-କେୱାଇସି ଯାଞ୍ଚ ଚାଲିଥିବାବେଳେ ଏଥିରେ ଅନେକ...

ଆଜି ପ୍ରକାଶ ପାଇବ ସ୍ୱତନ୍ତ୍ର ଓଜେଇଇ ରେଜଲ୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ପ୍ରକାଶ ପାଇବ ବି.ଟେକ୍‌ ସମେତ ଲାଟେରାଲ ଏଣ୍ଟ୍ରି ଇଞ୍ଜିନିୟରିଂ, ଏମ୍‌ବିଏ, ଏମ୍‌ସିଏ, ବି.ଫାର୍ମା, ଏମ୍‌. ଫାର୍ମା ଓ ଲାଟେରାଲ ଏଣ୍ଟ୍ରି ଏମ୍‌ସିଏ ପାଠ୍ୟକ୍ରମର ସ୍ୱତନ୍ତ୍ର ଓଜେଇଇ ରେଜଲ୍ଟ। ଛାତ୍ରଛାତ୍ରୀମାନେ ଓଜେଇଇ...

କଟକ ବିଏସ୍‌ଏନ୍‌ଏଲ୍ ଅଫିସ୍‌ରେ ଅଗ୍ନିକାଣ୍ଡ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ: କଟକ ବଜ୍ରକବାଟୀ ରୋଡ୍‌ସ୍ଥିତ ବିଏସ୍‌ଏନ୍‌ଏଲ୍ ଅଫିସରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ବିଏସ୍‌ଏନ୍‌ଏଲ୍ ଅଫିସର ଚତୁର୍ଥ ମହଲାରେ ଏହି  ନିଆଁ ଲାଗିଥିବା ଜଣାପଡ଼ିଛି। ନିଆଁ ଲାଗିବା ଯୋଗୁ କଟକରେ ବିଏସ୍‌ଏନ୍‌ଏଲ୍ ସେବା ଠପ୍...

ଟୁଇନ୍ ସିଟିର ନୂଆ ଡିସିପି: ଭୁବନେଶ୍ୱରରେ ପ୍ରତୀକ ସିଂ, କଟକରେ ପିନାକ ମିଶ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇପିଏସ ସ୍ତରରେ ବଡ଼ଧରଣର ଅଦଳ ବଦଳ ହୋଇଛି। ଶୁକ୍ରବାର ଦିନ କଟକ-ଭୁବନେଶ୍ୱର ଡିସିପି ବଦଳିଛନ୍ତି। ଭୁବନେଶ୍ୱରର ନୂଆ ଡିସିପି ଭାବେ ନିଯୁକ୍ତି ପାଇଛନ୍ତି ପ୍ରତୀକ ସିଂ। ପ୍ରତୀକ ସିଂ କଟକର ଡିସିପି...

ପ୍ରଧାନଶିକ୍ଷକଙ୍କ ନାଁରେ ଅସଦାଚରଣ ଅଭିଯୋଗ ଆଣିଲେ ସପ୍ତମ ଶ୍ରେଣୀ ଛାତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ (କୋଣାର୍କରୁ ଆଦିତ୍ୟ ବିଶ୍ୱାଳ): ପ୍ରଧାନଶିକ୍ଷକ ନାଁରେ ଅସଦାଚରଣ ଅଭିଯୋଗ ଆଣିଲେ ସପ୍ତମ ଶ୍ରେଣୀ ଛାତ୍ରୀ। କୋଣାର୍କ ଶୁକପୋଖରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏହି ଘଟଣା ଘଟିଛି। ଛାତ୍ରୀଙ୍କ ପରିବାର ଏନେଇ କାକଟପୁର ବ୍ଲକ୍‌...

ରାଜ୍ୟସରକାର ବଢ଼ାଇଲେ ବାର୍ଦ୍ଧକ୍ୟ ଭତ୍ତା

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୧୯ ଫେବ୍ରୁଆରୀ ୧୫ରୁ ହିତାଧିକାରୀଙ୍କୁ ମିଳିବ ବର୍ଦ୍ଧିତ ଭତ୍ତା ରାଜ୍ୟସରକାର ବଢାଇଛନ୍ତି ବାର୍ଦ୍ଧକ୍ୟ ଭତ୍ତା। ମଧୁବାବୁ ପେନସନ ଯୋଜନା ମାଧ୍ୟମରେ ରାଜ୍ୟସରକାର ଏହାକୁ ବଢ଼ାଇଛନ୍ତି। ଯେଉଁମାନେ ବାର୍ଦ୍ଧକ୍ୟ ଭତ୍ତା ବାବଦକୁ ୩୦୦ଟଙ୍କା ପାଉଥିଲେ ସେମାନେ...

ପଥରରେ ଛେଚି ଯୁବକଙ୍କୁ ହତ୍ୟା

ଓଡ଼ିଶାଲାଇଭ୍‌ ବ୍ୟୁରୋ ମାଲକାନଗିରି ଜିଲ୍ଲା ମଣିପୁରିଆଗୁଡ଼ାଠାରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଏକ ମୃତ ଦେହ ଉଦ୍ଧାର କରାଯାଇଛି। ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକର କଦମଗୁଡ଼ା ପଞ୍ଚାୟତର ସଦର ଗ୍ରାମର ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ପଥରରେ...

ଆଇପିଏଲ୍: ଆଜି ରାଜସ୍ଥାନ ରୟାଲ୍ସକୁ ଟକ୍କର ଦେବ ଦିଲ୍ଲୀ କ୍ୟାପିଟାଲ୍ସ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇପିଏଲରେ ଆଜି ଦେଖିବାକୁ ମିଳିବ ଏକ ହାଇଭୋଲଟେଜ୍ ମୁକାବିଲା। କାହିଁକି ନା ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ। ସନ୍ଧ୍ୟା ସାଢ଼େ ୭.୩୦ରେ ଏହି ମ୍ୟାଚ୍ ଦୁବାଇରେ ଖେଳାଯିବ। ଟୁର୍ଣ୍ଣାମେଣ୍ଟରେ...

ବିଜେଡିର ୩୬ ସାଧାରଣ ସମ୍ପାଦକ – ବ୍ୟୋମକେଶ ରାୟଙ୍କୁ ଛାତ୍ର, ପ୍ରଣବ ବଳବନ୍ତରାୟଙ୍କୁ ଯୁବ ବ୍ୟାପାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜୁ ଜନତା ଦଳ ପକ୍ଷରୁ ୪୬ ସାଧାରଣ ସମ୍ପାଦକଙ୍କ ତାଲିକା ଘୋଷଣା କରାଯାଇଛି। ଏହି ପଦବୀରେ ଯୁବ ଚେହେରାଙ୍କୁ ଅଗ୍ରାଧିକାର ଦିଆଯାଇଛି। ସାଧାରଣ ସମ୍ପାଦକ ସହ ବିଭିନ୍ନ ଦାୟିତ୍ୱ ମଧ୍ୟ ପ୍ରଦାନ...

ଅକ୍ଟୋବର ୧୯ରୁ ଆଉ ଏକ ଲଘୁଚାପ!

ଓଡ଼ିଶାଲାଇଭ୍ ବ୍ୟୁରୋ ଗଭୀର ଅବପାତ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଆସନ୍ତା ୧୯ ତାରିଖରେ...