ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବାଲେଶ୍ୱର ଗସ୍ତ: ତାଳସାରି ଏବଂ ଚାନ୍ଦିପୁର ବେଳାଭୂମିର ଉନ୍ନତି କାର୍ଯ୍ୟର କଲେ ସମୀକ୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ (ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି): ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦିନିକିଆ ବାଲେଶ୍ଵର ଗସ୍ତ କରିଛନ୍ତି। ଶୁକ୍ରବାର ସେ ଜିଲ୍ଲାର ତାଳସାରି ଏବଂ ଚାନ୍ଦିପୁର ବେଳାଭୂମି ପରିଦର୍ଶନ କରିବା ସହ ଏଠାରେ...

ମହାନଦୀରେ ବନ୍ୟା! ଗୁରୁବାର ମୁଣ୍ଡଳିରେ ପହଞ୍ଚିବ ୮ ଲକ୍ଷ କ୍ୟୁସେକ୍ ପାଣି

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହାନଦୀରେ ଆସୁଛି ବନ୍ୟା। ସଜାଗ ରହିବାକୁ ୧୩ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ। ମହାନଦୀରେ ଆସୁଛି ବନ୍ୟା। ୨୫ଟି ଗେଟ୍ ଦେଇ ହୀରାକୁଦ ଡ୍ୟାମରୁ ନିଷ୍କାସିତ ହେଉଛି ବନ୍ୟା ଜଳ। ଫଳରେ ତଳମୁଣ୍ଡରେ ଥିବା...

ଖାଇବା ପରେ ତୁରନ୍ତ ପାଣି ପିଉଛନ୍ତି କି? ହୋଇଯାଆନ୍ତୁ ସାବଧାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅନେକ ଲୋକ ଖାଇବା ପରେ ସଙ୍ଗେ ସଙ୍ଗେପାଣି ପିଅନ୍ତି। ଏହା ଶରୀର ପାଇଁ ହାନିକାରକ ସାବ୍ୟସ୍ତ ହୋଇଥାଏ। ଏପରିକି ହୃଦଘାତ ଭଳି ସମସ୍ୟା ଦେଖାଯିବାର ସମ୍ଭାବନା ଥାଏ ବୋଲି ଖାଦ୍ୟ ବିଶେଷଜ୍ଞମାନେ...

ଭାରତରେ ୩୧ କୋରୋନା ଆକ୍ରାନ୍ତ – ବିମାନବନ୍ଦରରେ ସ୍କାନିଂର ଯାଞ୍ଚ କଲେ ନିଜେ ସ୍ୱାସ୍ଥ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତରେ ଧୀରେ ଧୀରେ ବଢ଼ୁଛି କୋରୋନା ଆକ୍ରାନ୍ତ ସଂଖ୍ୟ। ଶୁକ୍ରବାର ସୁଦ୍ଧା ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧ରେ ପହଞ୍ଚିଛି। ଏହା  ଭାରତ ସରକାରଙ୍କ ଚିନ୍ତା ବଢ଼ାଇଛି। ଭାରତରେ କୋରୋନା କାୟା ବିସ୍ତାର...

ରାଜ୍ୟ ପର୍ଯ୍ୟଟନ ପାଇଁ ସରକାରଙ୍କ ପଦକ୍ଷେପ – ନଦୀ, ହ୍ରଦରେ ଚାଲିବ କ୍ରୁଜ ଜାହାଜ

ଓଡ଼ିଶାଲାଇଭ୍‌ ବ୍ୟୁରୋ   ଓଡ଼ିଶାର ବିଭିନ୍ନ ସ୍ଥାନରେ ଚାଲିବ କ୍ରୁଜ ପାଣି ଜାହାଜ। ପର୍ଯ୍ୟଟନର ବିକାଶ ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ଏହି ନୂଆ ଯୋଜନା ଆରମ୍ଭ କରିବ। ଏନେଇ ଜୁଲାଇ ୧୦ ତାରିଖ...

ଜିଏସଟି ପରିଷଦ ବୈଠକ ଆରମ୍ଭ, ଶସ୍ତା ହୋଇପାରେ ଇଲେକଟ୍ରୋନିକ୍ସ ସାମଗ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଶନିବାର ବସିଥିବା ଜିଏସଟି ପରିଷଦ ବୈଠକରେ ଅନେକ ସାମଗ୍ରୀରୁ ଟିକସ ହ୍ରାସ କରିବାକୁ ନିଷ୍ପତ୍ତି ହୋଇପାରେ। ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଅଧ୍ୟକ୍ଷତାରେ ଜିଏସଟି(ଗୁଡ୍ସ ଆଣ୍ଡ ସର୍ଭିସ ଟ୍ୟାକ୍ସ) ପରିଷଦ ବୈଠକ ଆରମ୍ଭ ହୋଇଛି।...

ଧସିଲା ମାଟି ଅତଡ଼ା, ବିପଦରେ ଚିତ୍ରୋତ୍ପଳା ନଦୀ ବନ୍ଧ

କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ ପାଟକୁରା-ହଳଦିଆଗଡ଼ା ରାସ୍ତାର ବେଡ଼ାରୀ ନିକଟସ୍ଥ ଚିତ୍ରୋତ୍ପଳା ନଦୀ ବନ୍ଧରୁ ଧସିଲା ମାଟି ଅତଡ଼ା। ଏବେ ବନ୍ଧ ମରାମତି ପାଇଁ ଜଳସମ୍ପଦ ଓ ପୂର୍ତ୍ତ ବିଭାଗ ଭିତରେ ଲାଗିଛି ବିବାଦ। ହଳଦିଆଗଡ଼ା-ପାଟକୁରା ରାସ୍ତାର...

ବଲିଉଡ ଡେବ୍ୟୁ କରିବେ ସନି ଦେଓଲଙ୍କ ପୁଅ କରଣ

ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଅଭିନେତା ତଥା ରାଜନେତା ସନି ଦେଓଲଙ୍କ ପୁଅ କରଣ ଦେଓଲ ବଲିଉଡରେ ଶୀଘ୍ର ଏଣ୍ଟ୍ରି କରିବାକୁ ଯାଉଛନ୍ତି। ନିକଟରେ ଏନେଇ ସୂଚନା ମିଳିଛି ଯେ ଫିଲ୍ମ ‘ପଲ ପଲ ଦିଲ...

ଭାରତୀୟ ଡାକରେ ଚାକିରି ସୁଯୋଗ, ଓଡ଼ିଶା ସର୍କଲରେ ୩୦ ପଦବୀ ପାଇଁ ନିଯୁକ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତୀୟ ଡାକରେ ଓଡ଼ିଶା ସର୍କଲ ପାଇଁ ୩୦ଟି ପଦବୀରେ ଚାକିରି ସୁଯୋଗ। ୨୦୨୦ଜାନୁଆରି ୬ ତାରିଖ ଯାଏଁ କରିପାରିବେ ଆବେଦନ। ଭାରତୀୟ ଡାକରେ ଓଡ଼ିଶା ସର୍କଲ ପାଇଁ ୩୦ଟି ପଦବୀରେ ନିଯୁକ୍ତି ଦିଆଯିବ।...

ଭାରତ ଝିଅ, ପାକିସ୍ତାନ ବୋହୂ – ଏମିତି ଥିଲା ଟେନିସ ତାରକା ସାନିଆଙ୍କ ଲଭଷ୍ଟୋରି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତର ଟେନିସ୍ ତାରକା ସାନିଆ ମିର୍ଜା ଆଜି ୩୪ ବର୍ଷ ବୟସରେ ପାଦ ଦେଇଛନ୍ତି। ୧୯୮୬ ମସିହାରେ ଆଜିର ଦିନରେ ମୁମ୍ବାଇରେ ଜନ୍ମ ହୋଇଥିଲେ ସାନିଆ। ଜନ୍ମଦିନରେ ସ୍ୱାମୀ ଶୋଏବ ମଲ୍ଲିକ...