ସୁନ୍ଦରଗଡ଼ ଜିଲ୍ଲାରେ ମା’ ଓ ଶିଶୁର ସୁରକ୍ଷା ପାଇଁ ପ୍ରତିଷ୍ଠା ହେବ ଆଉ ୯ ‘ମା’ ଗୃହ’

ଓଡ଼ିଶାଲାଇଭ୍ ବ୍ୟୁରୋ ସୁନ୍ଦରଗଡ଼ ଜିଲ୍ଲାରେ ସ୍ୱାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ସରକାରୀ ଓ ଘରୋଇ ସହଭାଗିତା (ପିପିପି) ଉପରେ ଗୁରୁତ୍ୱ ଆରୋପ କରାଯାଉଛି। ନିକଟରେ ଏ ସମ୍ପର୍କରେ ଆୟୋଜିତ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ...

ନୟାଗଡ଼ ଜିଲ୍ଲା ହସ୍ପିଟାଲରୁ ନିଖୋଜ ଶିଶୁର ପରିବାରକୁ ସରକାରୀ ସହାୟତା ଦେବାକୁ ଦାବି

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ ଜିଲ୍ଲା ହସ୍ପିଟାଲରୁ ଜଣେ ନବଜାତ ଶିଶୁ ଗାଏବ ହେବାର ୭ ଦିନ ପରେ ତାକୁ ଭୁବନେଶ୍ୱରରୁ ଉଦ୍ଧାର କରାଯାଇଥିଲା। ପୋଲିସ କାହାଠାରୁ ଶିଶୁକୁ ଉଦ୍ଧାର କରିଥିଲା କୌଣସି ସୂଚନା ନାହିଁ।...

ବିନା ଡ୍ରାଇଭରରେ ଟ୍ରେନ ଗଡ଼ିଲା ୧୧୦ କିମି 

ଓଡ଼ିଶାଲାଇଭ୍ ବ୍ୟୁରୋ ପଶ୍ଚିମ ଅଷ୍ଟ୍ରେଲିଆରେ ଏକ ଟ୍ରେନ ବିନା ଡ୍ରାଇଭରରେ ୧୧୦ କିମି ପର୍ଯ୍ୟନ୍ତ ଆପେ ଆପେ ଗଡ଼ିବା ଘଟଣା ସମସ୍ତଙ୍କ ଚକିତ କରିଛି।  ଟ୍ରେନରେ ୨୬୮ଟି ବଗି ଥିବାରୁ ସୁରକ୍ଷା ଦୃଷ୍ଟିରୁ ଟ୍ରେନକୁ...

ଚେସ୍ ଅଲିମ୍ପିଆଡର ସ୍ୱର୍ଣ୍ଣ ବିଜୟୀ ଭାରତୀୟ

ଆଶିଷ କୁମାର ରାୟ ହଙ୍ଗେରୀର ରାଜଧାନୀ ବୁଦାପେଷ୍ଟରେ ଆୟୋଜିତ ୪୫ତମ ଚେସ୍ ଅଲିମ୍ପିଆଡରେ ଭାରତକୁ ମିଳିଛି ଅବିଶ୍ୱସନୀୟ ସଫଳତା। ଭାରତର ଚେସ୍ ତାରକାମାନେ ଉଭୟ ଓପନ୍ ବିଭାଗ ଓ ମହିଳା ବିଭାଗରେ ଚାମ୍ପିଆନ ହୋଇ...

ଓଡ଼ିଶାରେ କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ରୋକ ଲଗାଇଲେ ହାଇକୋର୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଚାଲିଥିବା କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଉପରେ ରୋକ ଲଗାଇଛନ୍ତି ହାଇକୋର୍ଟ। କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗକୁ ନେଇ ହୋଇଥିବା ମାମଲାର ଶୁଣାଣି କରି ଶନିବାର ହାଇକୋର୍ଟ ନିଯୁକ୍ତି...

ନକ୍ସଲ ଗଡ଼ରେ ରାୟଗଡ଼ା ଜିଲ୍ଲାପାଳ ସ୍ୱଧାଦେବ ସିଂ

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ନକ୍ସଲ ଗଡ଼ରେ ରାୟଗଡ଼ା ଜିଲ୍ଲାପାଳ ସ୍ୱଧାଦେଵ ସିଂ। ଲାଲଗଡ଼ରେ ସହିଦ ସପ୍ତାହ ପାଳନ କରାଯାଉଥିବା ସମୟରେ ରାୟଗଡ଼ା ଜିଲ୍ଲାପାଳ ସ୍ୱଧା ଦେବ ସିଂ ଏବଂ ଆରକ୍ଷୀ...

ବର୍ଷାଙ୍କଠାରୁ ଛାଡ଼ପତ୍ର ଲାଗି କୋର୍ଟରେ ଆବେଦନ କଲେ ଅନୁଭବ

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ରପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷାଙ୍କ ସମ୍ପର୍କରେ ଏବେ ଫାଟ ସୃଷ୍ଟି ହୋଇଛି। ସ୍ୱାମୀ ସ୍ତ୍ରୀ ଉଭୟ ଏବେ କୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି। ବର୍ଷା...

ଭୁବନେଶ୍ଵରରେ ଶିଶୁ ବିକ୍ରି ଘଟଣା – ବାପା ସମେତ ୩ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ଵରରେ ଖଣ୍ଡଗିରି ଅଞ୍ଚଳରେ ଶିଶୁ ବିକ୍ରି ଘଟଣାରେ ଆଉ ୩ଜଣ ଗିରଫ। ଶିଶୁର ବାପା ଓ ବିକ୍ରିରେ ମଧ୍ୟସ୍ଥତା କରିଥିବା ଦୁଇଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ପୂର୍ବରୁ ଶିଶୁକୁ କିଣିଥିବା ବ୍ୟକ୍ତିଙ୍କୁ...

ପୁଣି ସମସ୍ତଙ୍କ ହୃଦୟ ଜିତିଲେ ମାଷ୍ଟରବ୍ଲାଷ୍ଟର ସଚିନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଖେଳାଳି ତଥା କ୍ରିକେଟ୍‌ର ଭଗବାନ କୁହାଯାଉଥିବା ମାଷ୍ଟରବ୍ଲାଷ୍ଟର୍ ସଚିନ୍‌ ତେନ୍ଦୁଲକରଙ୍କ ବଦାନତା। ସାଂସଦ ଭାବେ କମାଇଥିବା ଅର୍ଥକୁ ପ୍ରଧାନମନ୍ତ୍ରୀ ରିଲିଫ୍ ଫଣ୍ଡକୁ ଦାନ କରିଛନ୍ତି। ରାଜ୍ୟସଭା ସାଂସଦ...

ଯୌତୁକ ଯୁଇରେ ଜଳିଲେ ଜ୍ୟୋତିର୍ମୟୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ (ସମ୍ବଲପୁରରୁ ଗୀତାଞ୍ଜଳି ମହାପାତ୍ର): ଆଜି ପ୍ରେମର ଦିବସ ଭାଲେଣ୍ଟାଇନ୍ସ୍ ଡେ'। ଆଜିର ଦିନକୁ ସ୍ମରଣୀୟ କରିବାକୁ ପ୍ରେମୀଯୁଗଳମାନେ ଅନେକ କିଛି ପ୍ଲାନ୍‌ କରୁଥିବା ବେଳେ ସମ୍ବଲପୁରରେ ଏମିତି ଏକ ଘଟଣା ଦେଖିବାକୁ...