ଶୁଭାରମ୍ଭ ହେଲା ‘ଖୁସି’ ଯୋଜନା: ସ୍କୁଲ ଛାତ୍ରୀଙ୍କୁ ମିଳିବ ମାଗଣା ସାନିଟାରି ନାପକିନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ମାସିକ ଋତୁସ୍ରାବ ସମୟରେ ସ୍ଵଚ୍ଛତାକୁ ଲକ୍ଷ୍ୟ କରି ସ୍କୁଲ ଛାତ୍ରୀଙ୍କୁ ସାନିଟାରି ନାପକିନ୍ ଯୋଗାଇ ଦେବେ ରାଜ୍ୟ ସରକାର।
ସୋମବାର ଦିନ ଶୁଭାରମ୍ଭ ହୋଇଛି ‘ଖୁସି’ ଯୋଜନା। ଏହି ଯୋଜନା ଅନୁସାରେ ସ୍କୁଲରେ ପଢ଼ୁଥିବା ଛାତ୍ରୀମାନଙ୍କୁ...
ସୁନ୍ଦରଗଡ଼ର ବିଷ୍ଣୁ ମୁଣ୍ଡାଙ୍କୁ ନୂଆ ପରିଚୟ ଦେଲା ‘ଟସର ଚାଷ’
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁନ୍ଦରଗଡ଼: ‘‘ଟସର ଚାଷ କରି ମୁଁ ଖୁସିରେ ମୋ’ ପରିବାର ଚଳାଉଛି। ଏହି ଚାଷରୁ ଯାହା ରୋଜଗାର ହେଉଛି ସେଥିରେ ପିଲାମାନଙ୍କ ପାଠପଢ଼ା ସହିତ ଘର ଖର୍ଚ୍ଚ ମଧ୍ୟ କରୁଛି’’, ନିଜର...
ସୁପ୍ରିମକୋର୍ଟ ଇତିହାସରେ ପ୍ରଥମଥର ପାଇଁ ଶପଥ ନେଲେ ୯ ବିଚାରପତି, ୩ ମହିଳା ଜଜ୍ ସାମିଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁପ୍ରିମକୋର୍ଟଙ୍କ ପାଇଁ ଆଜି ହେଉଛି ଏକ ଐତିହାସିକ ଦିନ। ଇତିହାସରେ ପ୍ରଥମଥର ପାଇଁ ୯ଜଣ ବିଚାରପତି ଏକା ସାଙ୍ଗରେ ଶପଥ ନେଇଛନ୍ତି। ସେମାନଙ୍କ ମଧ୍ୟରେ ୩ଜଣ ମହିଳା ଜର୍ଜ ସାମିଲ ରହିଛନ୍ତି।...
ବିଜେଡି ଛାଡ଼ିଲେ ପ୍ରତ୍ୟୁଷା ରାଜେଶ୍ୱରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେଡି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିବାର ଦିନକ ପରେ ଦେଖାଦେଇଛି ଅସନ୍ତୋଷ। ଦଳ ଦେଇଥିବା ପ୍ରାର୍ଥୀଙ୍କୁ ବିରୋଧ କରି ଜଣକ ପରେ ଜଣେ ନେତା ବିଜେଡିରୁ ଇସ୍ତଫା ଦେଉଛନ୍ତି।
ବିଜେଡି...
ରାଜ୍ୟରେ ପୁଣି ୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୧୭୭କୁ ବୃଦ୍ଧି
ଓଡିଶାଲାଇଭ୍ କରୋନା ବ୍ୟୁରୋ
ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ସଙ୍ଗୀନ ହେଉଛି। ଶୁକ୍ରବାର ଆଉ ୮ ଜଣ କରୋନା ଆକ୍ରାନ୍ତଙ୍କ ଜୀବନ ଯାଇଛି। ଏଥିସହ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୧୭୭କୁ ବୃଦ୍ଧି ପାଇଛି।...
‘ଆମ ଗାଁକୁ କରୋନା ମନା’ – କରୋନା ମୁକାବିଲା ପାଇଁ ଗାଁକୁ ନାକାବନ୍ଦୀ କଲେ ଗୁଣୁପୁର ପାଟଣା ଗ୍ରାମବାସୀ
ଓଡ଼ିଶାଲାଇଭ୍ ବ୍ୟୁରୋ
(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କରୋନା ଡରରେ ସାରା ବିଶ୍ୱ। ସାମାଜିକ ଦୂରତା ଅଭାବରୁ ଦେଶ ବିଦେଶରେ କରୋନା କାୟା ମେଲାଇଲାଣି। ଅଣାୟତ ହେଉଛି ଗାଁରୁ ସହର। ତଥାପି ସାମାଜିକ ଦୂରତା ରକ୍ଷା...
୨୮ରୁ ଯୁକ୍ତ-୨ ପ୍ରାକ୍ଟିକାଲ, ଆଜିଠୁ ମିଳିବ ଅନଲାଇନରେ ଆଡ୍ମିଟ୍ କାର୍ଡ
ଓଡ଼ିଶାଲାଇଭ୍ ବ୍ୟୁରୋ
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ୨ କଳା, ବାଣିଜ୍ୟ,ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷା ପ୍ରାକ୍ଟିକାଲ ପରୀକ୍ଷା ଜାନୁଆରୀ ୨୮ରୁ ଫେବୃଆରୀ ୮ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।
ପ୍ରାକ୍ଟିକାଲ ପରୀକ୍ଷା ଦେବା ପାଇଁ...
ବଦଳିବ ଓଡ଼ିଶା ସଚିବାଳୟର ନାଁ – ହେବ ଲୋକସେବା ଭବନ
ଓଡ଼ିଶାଲାଇଭ୍ ବ୍ୟୁରୋ
ବଦଳିବ ଓଡ଼ିଶା ସଚିବାଳୟର ନାଁ। ଏଣିକି ରାଜ୍ୟ ସଚିବାଳୟର ନାଁ 'ଲୋକସେବା ଭବନ' ହେବ। ସୋମବାର ବିଧାନସଭାରେ ଗୃହ ବିଭାଗ ଖର୍ଚ୍ଚଦାବି ଆଲୋଚନା ଚାଲିଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...
କଟକ ଆକାଡେମିକ୍ କନ୍ସେପ୍ଟ ସ୍କୁଲରେ ବିଭିନ୍ନ ପଦବୀରେ ନିଯୁକ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକସ୍ଥିତ ଆକାଡେମିକ୍ କନ୍ସେପ୍ଟ ସ୍କୁଲରେ ବିଭିନ୍ନ ଶିକ୍ଷକ ଏବଂ ଅଣ-ଶିକ୍ଷକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆସନ୍ତା ଫେବ୍ରୁଆରି ୨୩ ଏବଂ ମାର୍ଚ୍ଚ ୧ରେ ଅନୁଷ୍ଠିତ ହେବାକୁ...
ସୂର୍ଯ୍ୟର ରହସ୍ୟ ଖୋଲିବ ଇସ୍ରୋର ଆଦିତ୍ୟ ଏଲ୍-ୱାନ ମିଶନ – ଡକ୍ଟର ଶୁଭେନ୍ଦୁ ପଟ୍ଟନାୟକ
ଓଡ଼ିଶାଲାଇଭ୍ ବ୍ୟୁରୋ
ସୂର୍ଯ୍ୟପୃଷ୍ଠରେ ପାଣିପାଗର ଅଧ୍ୟୟନ କରିବ ଇସ୍ରୋର ସୋଲାର୍ ମିଶନ ଆଦିତ୍ୟ ଏଲ୍-ୱାନ
କେମିତି ହୁଏ ସୂର୍ଯ୍ୟରେ ଝଡ଼
କ’ଣ ରୁହେ ପୃଥିବୀ ଉପରେ ପ୍ରଭାବ
କ’ଣ ରହିଛି ସୂର୍ଯ୍ୟ ରଶ୍ମିର ରହସ୍ୟ
...


















