ମା’ଙ୍କ ଶୁଦ୍ଧିକ୍ରିୟା ପାଇଁ ପାରୋଲରେ ଆସିବେ ପୁଞ୍ଜିଲାଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ପାଟଣାଗଡ଼ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ମିଳିଲା ଅନ୍ତରୀଣ ଜାମିନ। ମା’ଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ପାଇଁ ସେ ପାରୋଲରେ ଆସିବେ। ପୁଞ୍ଜିଲାଲଙ୍କୁ ଏହି ସର୍ତ୍ତମୂଳକ ଅନ୍ତରୀଣ ଜାମିନ ଦେଇଛନ୍ତି...
ବିଜେପିକୁ ଏନଡିଏର ପୂର୍ଣ୍ଣ ସମର୍ଥନ: ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ହେବେ ନରେନ୍ଦ୍ର ମୋଦୀ
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରରେ ନୂଆ ସରକାର ଗଢ଼ିବା ପୂର୍ବରୁ ଦିଲ୍ଲୀରେ ଏନଡିଏର ଶୀର୍ଷ ନେତାଙ୍କ ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୁଧବାର ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ...
ସହକର୍ମୀଙ୍କ ଗରମ ପାଣି ମାଡ଼ରେ ବାଙ୍ଗିରିପୋଷି ଅଗ୍ନିଶମ କର୍ମଚାରୀ ଗୁରୁତର
ଓଡ଼ିଶାଲାଇଭ୍ ବ୍ୟୁରୋ
(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଅଗ୍ନିଶମ କାର୍ଯ୍ୟାଳୟରେ କାର୍ଯ୍ୟରତ ଦୁଷ୍ମନ୍ତ କୁମାର ଦେହୁରୀଙ୍କ ଉପରେ ଅନ୍ୟ ଜଣେ ସହକର୍ମୀ ଫୁଟୁଥିବା ଗରମ ପାଣି ଢାଳିଦେବାରୁ ସେ ଗୁରୁତର ଆହତ...
ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ୬ଷ୍ଠ ଅର୍ନ୍ତଜାତୀୟ ଚନ୍ଦ୍ରଭାଗା କବିତା ମହୋତ୍ସବ ଉଦ୍ଘାଟିତ
ଓଡ଼ିଶାଲାଇଭ୍ ବ୍ୟୁରୋ
(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ଭୁବନେଶ୍ୱର ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ୬ଷ୍ଠ ଅର୍ନ୍ତଜାତୀୟ ଚନ୍ଦ୍ରଭାଗା କବିତା ମହୋତ୍ସବ କୋର୍ଣାକଠାରେ ଉଦ୍ଘାଟନ ହୋଇଛି। ଏହି ଦୁଇ ଦିନିଆ କବିତାପାଠ ମହୋତ୍ସବକୁ ବିଶାଖାପାଟଣା...
ମୟୂରଭଞ୍ଜ ଜିଲ୍ଲା ଅମର୍ଦ୍ଦା ଏୟାରଷ୍ଟ୍ରିପର ବିକାଶ ପାଇଁ ୪୫ କୋଟି ଟଙ୍କା ମଞ୍ଜୁର
ଓଡ଼ିଶାଲାଇଭ୍ ବ୍ୟୁରୋ
ଅମର୍ଦ୍ଦା ଏୟାରଷ୍ଟ୍ରିପରୁ 'ଉଡ଼ାଣ' ଯୋଜନା ଅନ୍ତର୍ଗତ ବିମାନସେବା
କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ୪୫ କୋଟି ଟଙ୍କା ମଞ୍ଜୁର
ଭୁବନେଶ୍ଵର ଓ କୋଲକାତାକୁ ବିମାନ ଚଳାଚଳ ପାଇଁ...
ୠଷି କପୁରଙ୍କ ଅସ୍ଥି ବିସର୍ଜନ କଲେ ରଣବୀର – ସାଙ୍ଗରେ ଥିଲେ ଆଲିୟା
ଓଡ଼ିଶାଲାଇଭ୍ ବ୍ୟୁରୋ
ସୋମବାର ସ୍ୱର୍ଗତଃ ୠଷି କପୁରଙ୍କ ଅସ୍ଥି ବିସର୍ଜନ ହୋଇଛି। ପୁଅ ରଣବୀର କପୁର ମୁମ୍ବାଇର ବାଣଗଙ୍ଗା ଘାଟରେ ପିତାଙ୍କ ଅସ୍ଥି ବିସର୍ଜନ କରିଛନ୍ତି। ବାଣଗଙ୍ଗା ଘାଟରେ ପୂଜାପାଠ କରି ପଣ୍ଡିତଙ୍କ ଉପସ୍ଥିତିରେ...
ଜମ୍ମୁ-କଶ୍ମୀର ରାଜୌରୀରେ ଆତଙ୍କବାଦୀ ଆକ୍ରମଣ: ୫ ଯବାନ ସହିଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜମ୍ମୁ-କଶ୍ମୀର ରାଜୌରୀ ସେକ୍ଟରର କାଣ୍ଡି ଜଙ୍ଗଲରେ ଶୁକ୍ରବାର ଦିନ ଆତଙ୍କବାଦୀ ଆକ୍ରମଣରେ ୫ ଜଣ ଯବାନ ସହିଦ ହୋଇଛନ୍ତି। ଆତଙ୍କବାଦୀଙ୍କ ଆକ୍ରମଣରେ ଆହତ ହୋଇଥିବା ଜଣେ ଯବାନ ଚିକିତ୍ସାଧୀନ ରହିଛନ୍ତି।
ରାଜୌରୀ ଜିଲ୍ଲା...
ସୁନ୍ଦରଗଡ଼ରେ ଇଭିଏମ୍ ଅଚଳ, ଭୋଟ ନ ଦେଇ ଫେରିଗଲେ ଭୋଟର
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଚାଲିଛି। ତେବେ ଅନେକ ସ୍ଥାନରେ ଇଭିଏମ୍ ଅଚଳ ଯୋଗୁଁ ମତଦାନ ବାଧାପ୍ରାପ୍ତ ହୋଇଛି। ବର୍ତ୍ତମାନ ସୁନ୍ଦରଗଡ଼ରେ ଇଭିଏମ ଅଚଳ ଯୋଗୁଁ ଭୋଟରମାନେ ଭୋଟ...
ଉଭୟ ବାପା ଓ ପୁଅଙ୍କ ସହ ଅନସ୍କ୍ରିନ୍ ରୋମାନ୍ସ କରିଥିବା ନାୟିକା
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ବଲିଉଡରେ ବାପା ନାୟକ ଭୂମିକାରେ ଅଭିନୟ କରି ଚର୍ଚ୍ଚିତ ହୋଇଥିଲେ। ତା’ପରେ ସେହି ଅଭିନେତାଙ୍କ ପୁଅ ମଧ୍ୟ ନାୟକ ଭାବେ ବେଶ୍ ଲୋକପ୍ରିୟତା ସାଉଁଟିଛନ୍ତି। ଆଉ କିଛି ନାୟିକା ବି...
କେଉଁ ୧୦ ଜିଲ୍ଲାରେ ବଦଳିଲା ନାଇଟ କର୍ଫ୍ୟୁ ସମୟ?
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଏଥାପାଇଁ ଗୁରୁବାର କରୋନା କଟକଣାକୁ କଡ଼ାକଡ଼ି କରିଛନ୍ତି ରାଜ୍ୟ ସରକାର। ନୂଆ ଗାଇଡଲାଇନ ଅନୁସାରେ ଛତିଶଗଡ଼ ସୀମାନ୍ତବର୍ତ୍ତୀ ୧୦ ଜିଲ୍ଲାରେ...

















