ହଠାତ୍ ଆସିପାରେ ହୃଦଘାତ : ଜାଣନ୍ତୁ ହୃଦଘାତର ପୂର୍ବ ୭ଟି ଲକ୍ଷଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବଲିଉଡ ପ୍ରସିଦ୍ଧ ଅଭିନେତ୍ରୀ ଶ୍ରୀଦେବୀ ହୃଦଘାତରେ ମୃତ୍ୟୁବରଣ କରିଛନ୍ତି ବୋଲି କୁହାଯାଉଛି। ହୃଦଘାତ ଆସିବା ପୂର୍ବରୁ ନିଜକୁ ସଚେତନ ରଖନ୍ତୁ। କୁହାଯାଏ କି, ଜଣେ ବ୍ୟକ୍ତିକୁ ହୃଦଘାତ କେତେବେଳେ ବି ଆସିପାରେ। କିନ୍ତୁ...

ଟିମ୍‌ ଇଣ୍ଡିଆ ମୁଖ୍ୟ କୋଚ୍‌ ପାଇଁ ତାଲିକାରେ ୬ଜଣ – ୧୬ରେ ହେବ ସାକ୍ଷାତକାର

ଓଡ଼ିଶାଲାଇଭ ବ୍ୟୁରୋ ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଚୟନ ଏବେ ଚୂଡ଼ାନ୍ତ ପର୍ଯ୍ୟାୟର ପହଞ୍ଚିଛି। ଏଥିପାଇଁ ୬ଜଣିଆ ଏକ ତାଲିକା ପ୍ରକାଶ ପାଇଛି। ଆଗାମୀ ଅଗଷ୍ଟ ୧୬ ତାରିଖରେ ୬ଜଣଙ୍କୁ ନେଇ ସାକ୍ଷାତକାର...

ଆଇପିଏସ୍ ସ୍ତରରେ ଅଦଳବଦଳ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇପିଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ସଫିନ ଅହମ୍ମଦ କେ.ଙ୍କୁ କ୍ରାଇମବ୍ରାଞ୍ଚ ଆଇଜି ଭାବେ ନିଯୁକ୍ତ କରାଯାଇଛି। ସେହିଭଳି ସାର୍ଥକ ଷଡ଼ଙ୍ଗୀଙ୍କୁ ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି ଭାବେ...

ପରିବାର ଲୋକଙ୍କୁ ଭେଟିଲେ ଅଭିନନ୍ଦନ କହିଲେ ଖୁବ୍‌ ଶୀଘ୍ର କାମରେ ଯୋଗଦେବି

ଓଡ଼ିଶାଲାଇଭ୍ ବ୍ୟୁରୋ ୬୦ଘଣ୍ଟା ପର୍ଯ୍ୟନ୍ତ ପାକିସ୍ତାନ କବଜାରେ ରହିଥିବା ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ଶୁକ୍ରବାର ରାତି ୯ଟା ପରେ ୱାଘା-ଅଟାରୀ ବର୍ଡର ଦେଇ ଭାରତ ଫେରିଛନ୍ତି। ଯାହାପରେ ତାଙ୍କୁ ଅମୃତସର ନିଆଯାଇଥିଲା।...

ଡାକ୍ତରଙ୍କ ଦାବି ମାନିଲେ ଦିଦି

ଓଡ଼ିଶାଲାଇଭ୍ ବ୍ୟୁରୋ ଡାକ୍ତରଖାନା ସୁରକ୍ଷା ଦାୟିତ୍ୱରେ ରହିବେ ଜଣେ ଲେଖାଏଁ ନୋଡାଲ ଅଫିସର। ଶେଷରେ ଡାକ୍ତରଙ୍କ ଦାବି ଆଗରେ ମୁଣ୍ଡ ନୁଆଇଁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି। ପଶ୍ଚିମବଙ୍ଗର ସବୁ ଡାକ୍ତରଖାନାରେ ଅଭିଯୋଗ ପ୍ରକୋଷ୍ଠ ଖୋଲିବା...

ସରିଲା ନିର୍ବାଚନ, ଏବେ ନଜରରେ କିଏ ଗଢ଼ିବ ସରକାର?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଗଣତନ୍ତ୍ରର ମହାପର୍ବ ୨୦୧୯ ଲୋକସଭା ନିର୍ବାଚନ ଶେଷ ହୋଇଛି। ରବିବାର ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ରହିଥିଲା। ସାରା ଦେଶରେ ୫୪୨ ସଂସଦୀୟ ଆସନ ପାଇଁ ନିର୍ବାଚନ ପୂରା ହୋଇଥିବା...

ବାତ୍ୟା ମୁକାବିଲା ପାଇଁ ଶକ୍ତି ବିଭାଗର ପ୍ରସ୍ତୁତି

ଓଡ଼ିଶାଲାଇଭ୍ ବ୍ୟୁରୋ ସାମ୍ଭାବ୍ୟ ବାତ୍ୟାକୁ ନେଇ ବିଭିନ୍ନ ବିଭାଗ ପକ୍ଷରୁ ଚାଲିଛି ଘନ ଘନ ପ୍ରସ୍ତୁତି ବୈଠକ। ବାତ୍ୟା ପୂର୍ବ ଏବଂ ପରବର୍ତ୍ତୀ ପରିସ୍ଥିତର ମୁକାବିଲା ଲାଗି ପ୍ରସ୍ତୁତ ରହିଛନ୍ତି ରାଜ୍ୟ ସରକାର। ବାତ୍ୟାର...

ପୋଲାଭରମ ପ୍ରକଳ୍ପ: ଚିନ୍ତାରେ ଓଡ଼ିଶା, ନିର୍ମାଣ ଶେଷ କରିବାକୁ ତତ୍ପର ଆନ୍ଧ୍ର ସରକାର

ଏନ୍‌ଜିଟିରେ ପୋଲାଭରମ୍‌ ମାମଲା ରବ୍ଦ ହେବା ପରେ ଓଡ଼ିଶାକୁ ବଡ଼ ଝଟକା ଲାଗିଛି। ଏଥିରୁ ଫାଇଦା ନେବା ପାଇଁ ଆନ୍ଧ୍ରପ୍ରଦେଶ ସରକାର ତତ୍ପର ହୋଇ ଉଠିଛନ୍ତି। ପୂର୍ବରୁ ପ୍ରକଳ୍ପ କାମ ଯେଉଁ ହାରରେ...

କରୋନା ଭାଇରସ ସଂପର୍କରେ ଜାଣନ୍ତୁ ଅ’ରୁ କ୍ଷ’

corona A to Z
ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=fadTtV9l8N4?list=PLI0zWE2pkn8BdYXmTpXdiiOyud0GAGNXL] କରୋନା ଭାଇରସ (COVID – 19), ଏହାର ସଂକ୍ରମଣ, ଚିକିତ୍ସା ଓ ଏହାକୁ ମୁକାବିଲା କରିବାର ବାଟ ସଂପର୍କରେ ଆପଣଙ୍କ ମନକୁ ଆସୁଥିବା ବିଭିନ୍ନ ପ୍ରଶ୍ନର ଉତ୍ତର… (ପ୍ରସ୍ତୁତି: ସ୍ଵାସ୍ଥ୍ୟ...

ଅରୁଣଙ୍କୁ ନୟାଗଡ଼ରେ ବିପୁଳ ସମ୍ବର୍ଦ୍ଧନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୧୦ ବର୍ଷ ପାଇଁ ଶ୍ରେଷ୍ଠ ବିଧାୟକ ସମ୍ମାନ ପାଇଥିବା ଡକ୍ଟର ଅରୁଣ କୁମାର ସାହୁଙ୍କୁ ନୟାଗଡ଼ରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ଅଗଷ୍ଟ ୨୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅରୁଣଙ୍କ ସମେତ...