ଐତିହାସିକ ବାଲିଯାତ୍ରାର ଉଦ୍ଘାଟନ କଲେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା
ଓଡ଼ିଶାଲାଇଭ୍ ବ୍ୟୁରୋ
ଶଶିଭୂଷଣ ବେହେରାଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି ବାଲିଯାତ୍ରା।
ଆରମ୍ଭ ହୋଇଯାଇଛି ଐତିହାସିକ ବାଲିଯାତ୍ରା। ଶୁକ୍ରବାର ଏହି ଐତିହାସିକ ବାଲିଯାତ୍ରାର ଉଦ୍ଘାଟନ କରିଛନ୍ତି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା। ୧୦ଦିନ ଧରି ଚାଲିବାକୁ ଥିବା ଏହି...
ପ୍ଲାଷ୍ଟିକ ପ୍ରଦୂଷଣ ରୋକିବା ପାଇଁ ଅଭିନବ ପ୍ରୟାସ: ଇ-ଆବର୍ଜନାରୁ ରାବଣ ପ୍ରତିମୂର୍ତ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ଲାଷ୍ଟିକ ବ୍ୟବହାରର କୁ-ପ୍ରଭାବ ସମ୍ପର୍କରେ ରାଜଧାନୀବାସୀଙ୍କୁ ସଚେତନ କରିବା ପାଇଁ ଜୟଦେବ ବିହାରରେ ନିର୍ମାଣ କରାଯାଇଛି ଇ-ରାବଣ।
ଇ-ଆବର୍ଜନାର ଭୟାବହତାକୁ ନେଇ ଏବେ ସାରା ବିଶ୍ୱବାସୀ ଚିନ୍ତାରେ ପଡ଼ିଛନ୍ତି। ଇ-ଆବର୍ଜନାରୁ ଦୂରେଇ ରହିବା...
ଆଜି କାର୍ତ୍ତିକ ପୂର୍ଣ୍ଣିମା: ବିଭିନ୍ନ ନଦୀରେ ଚାଲିଛି ବୋଇତ ବନ୍ଦାଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆକା ମା ବୈ, ପାନ ଗୁଆ ଥୋଇ, ପାନ ଗୁଆ ତୋର, ମାସକ ଧର୍ମ ମୋର। ଏମିତି କହି ଡଙ୍ଗା ଭସାଣ କରୁଛନ୍ତି ଲୋକେ। ଏଥିପାଇଁ ବିଭିନ୍ନ ଜଳାଶୟରେ ବଡ଼ି ଭୋରରୁ ଲୋକମାନଙ୍କ...
ବରଗଡ଼ରେ ପୁଣି ଚାଷୀ ଆତ୍ମହତ୍ୟା
ଓଡ଼ିଶାଲାଇଭ ବ୍ୟୁରୋ
ପୁଣି ଏକ ଚାଷୀଙ୍କ ଆତ୍ମହତ୍ୟା। ମୃତ ଚାଷୀ ହେଉଛନ୍ତି ବରଗଡ଼ ଜିଲ୍ଲା ନୂଆପାଲୀ ଗ୍ରାମର ମହେନ୍ଦ୍ର ସାହୁ। ଋଣ ଭାର ଯୋଗୁଁ ବିଷ ପିଇ ଆତ୍ମହତ୍ୟା କରିଛନ୍ତି ବୋଲି ପରିବାର ଲୋକ...
ରାଉରକେଲାରୁ ସିଧାସଳଖ କୋଲକାତାକୁ ଉଡ଼ିବ ବିମାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଉରକେଲାରୁ କୋଲକାତାକୁ ସିଧାସଳଖ ଉଡ଼ିବ ବିମାନ। ଖୁବଶୀଘ୍ର ଏହି ସେବା ଆରମ୍ଭ ହେବାକୁ ଯାଉଛି।
ସପ୍ତାହକୁ ୩ ଦିନ ମଙ୍ଗଳବାର, ଗୁରୁବାର ଏବଂ ଶନିବାର ବିମାନ ଯାତ୍ରାର ଲାଭ ଉଠାଇପାରିବେ ଯାତ୍ରୀ। ଏଣିକି...
ଅନ୍ତର୍ଜାତୀୟ କ୍ରିକେଟରେ ଓଡ଼ିଆ ଖେଳାଳି
ଓଡ଼ିଶାଲାଇଭ୍ ବ୍ୟୁରୋ
ସବୁ ରାଜ୍ୟ ପରି ଓଡ଼ିଶାରୁ ମଧ୍ୟ କିଛି ଖେଳାଳି ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି। ଓଡ଼ିଶାରୁ ଖୁବ କମ୍ କ୍ରିକେଟର ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି। ଯେଉଁମାନେ ବି ଖେଳିଛନ୍ତି ବେଶି ସମୟ କ୍ରିକେଟକୁ...
ବର୍ଷାଦିନ ପାଇଁ ସାବଧାନ!
ଓଡ଼ିଶାଲାଇଭ୍ ବ୍ୟୁରୋ
ବର୍ଷା ଦିନେ ମଶାମାଛି ଓ ଜୀବାଣୁ ସଂକ୍ରମଣରୁ ନିଜକୁ ସୁରକ୍ଷିତ ରଖିବା ପାଇଁ କିଛି ଦିଗ ପ୍ରତି ସାବଧାନ ରହିବା ଆବଶ୍ୟକ ହୋଇଥାଏ।
୧. ହାତ ଧୋଇବାକୁ ଭୁଲନ୍ତୁ ନାହିଁ।
୨. ରାସ୍ତା କଡ଼ରେ...
ମାତ୍ର ଜଣେ ମହିଳାଙ୍କୁ ନେଇ ୫୩୫ କିଲୋମିଟର ଗଡ଼ିଲା ରାଜଧାନୀ ଏକ୍ସପ୍ରେସ
ଓଡ଼ିଶାଲାଇଭ୍ ବ୍ୟୁରୋ
ମାତ୍ର ଜଣେ ମହିଳାଙ୍କୁ ନେଇ ଗଡ଼ିଛି ନୂଆଦିଲ୍ଲୀ-ରାଞ୍ଚି ରାଜଧାନୀ ଏକ୍ସପ୍ରେସ। ତେବେ ସବୁଠୁ ମଜାଦାର କଥା ହେଉଛି ଶହେ କି ଦୁଇ ଶହ ନୁହେଁ, ଦୀର୍ଘ ୫୩୫ କିଲୋମିଟର ଯାତ୍ରା କରି...
ଲଦାଖରେ ଯାନବାହନକୁ ମିଳିଲା ନୂଆ ନାଁ – ଏଣିକି LAରୁ ଆରମ୍ଭ ହେବ ଗାଡ଼ି ନମ୍ବର
ଓଡ଼ିଶାଲାଇଭ୍ ବ୍ୟୁରୋ
ଲଦାଖରେ ଯାନବାହନର ରେଜିଷ୍ଟ୍ରେସନ ପାଇଁ ମିଳିଲା ନୂଆ ମାନ୍ୟତା। କେନ୍ଦ୍ର ସରକାର ଲଦାଖର ଯାନବାହନ ପାଇଁ ଏକ ନୂଆ ପଞ୍ଜିକରଣ ନାଁ LA ଆରମ୍ଭ କରିଛନ୍ତି। ଏଣିକି ଲଦାଖରେ ଯାନବାହନର ନମ୍ବର...
ବାଲେଶ୍ୱର ବାହାନଗା ଏକ୍ସପ୍ରେସ ଟ୍ରାଜେଡି: ୨୩୩ ଟପିଛି ମୃତ୍ୟୁ ସଂଖ୍ୟା, ଉଦ୍ଧାର କାର୍ଯ୍ୟ ଜାରି
ଓଡ଼ିଶାଲାଇଭ ବ୍ୟୁରୋ
ବାଲେଶ୍ୱର ବାହାନଗା ରେଳ ଷ୍ଟେସନ ନିକଟରେ ଶୁକ୍ରବାର ସନ୍ଧ୍ୟାରେ ହୋଇଥିବା ଭୟଙ୍କର ରେଳ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୩୩ ପାର କରିଛି। ଆହାତ ଅବସ୍ଥାରେ ୯୦୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି।...


















