ଇଂଲଣ୍ଡର ମାଞ୍ଚେଷ୍ଟର ସହରରେ ମହା ସମାରୋହରେ ରଥଯାତ୍ରା ପାଳିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଇଂଲଣ୍ଡର ମାଞ୍ଚେଷ୍ଟର ସହରରେ ରଥଯାତ୍ରା ଉତ୍ସବ ମହା ସମାରୋହରେ ପାଳିତ ହୋଇଛି। ଏଥିରେ ୫୦୦ରୁ ଅଧିକ ଓଡ଼ିଆ ଏବଂ ଅଣଓଡ଼ିଆ ଭକ୍ତଙ୍କ ସମାଗମ ହୋଇଥିଲା। ନର୍ଥୱେଷ୍ଟ ଓଡ଼ିଶା ସୋସାଇଟି ପକ୍ଷରୁ ଏହି...
ରଘୁରାମ୍ ରାଜନ ପାଇ ପାରନ୍ତି ଅର୍ଥନୀତିରେ ନୋବେଲ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ରଘୁରାମ ରାଜନ୍ଙ୍କୁ ମିଳିପାରେ ଅର୍ଥନୀତିରେ ନୋବେଲ୍। ଟପ୍ ୬ ଜଣ ସମ୍ଭାବ୍ୟ ପ୍ରାର୍ଥୀଙ୍କ ଭିତରେ ରାଜନ୍ଙ୍କ ନାମ ଅଛି। କୋର୍ପୋରେଟ୍ ଫାଇନାନ୍ସ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଜନଙ୍କୁ ଏହି ସମ୍ମାନଜନକ...
ଅକ୍ଟୋବର ୧୫ରୁ ଗଡ଼ିବ ଭୁବନେଶ୍ୱର-ନୟାଗଡ଼ ଏକ୍ସପ୍ରେସ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଅକ୍ଟୋବର ୧୫ ଅପରାହ୍ଣ ୨ଟାରେ ଭୁବନେଶ୍ୱରରୁ ନୟାଗଡ଼କୁ ଗଡ଼ିବ ଟ୍ରେନ୍। ପୂର୍ବତଟ ରେଳପଥର ସୂଚନା ଅନୁଯାୟୀ ଏହି ଏହି ଟ୍ରେନ୍ଟି ନିୟମିତ ଭାବେ ଭୁବନେଶ୍ୱରରୁ ନୟାଗଡ଼ ଚଳାଚଳ କରିବ।
୧୮୪୨୩ ଟ୍ରେନ୍ ନମ୍ବର...
କରୋନା ଟେନ୍ସନ୍ – ମାନସିକ ସ୍ୱାସ୍ଥ୍ୟର ଯତ୍ନ କିପରି ନେବେ କିଶୋର କିଶୋରୀ?
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନା ଭାଇରସ ପାଇଁ ପିଲାଙ୍କଠାରୁ ବୟସ୍କ ସମସ୍ତଙ୍କ ଜୀବନଶୈଳୀରେ ପରିବର୍ତ୍ତନ ହୋଇଛି। ବିଶେଷ କରି କିଶୋର କିଶୋରୀମାନଙ୍କର ସ୍କୁଲ, କଲେଜ, କୋଚିଂ ବନ୍ଦ ରହିଛି। ସଂକ୍ରମଣକୁ ରୋକିବା ପାଇଁ ସାମାଜିକ...
‘ଭର୍ଚୁଆଲ କ୍ଲାସ’ ପାଠ ପଢ଼ିବାର ସ୍ମାର୍ଟ ବାଟ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=x6Xd4zq_TDk]
ସ୍ମାର୍ଟ ହେଉଛି ସମୟ ଏବଂ ସ୍ମର୍ଟ ହେଉଛନ୍ତି ମଣିଷ। ବର୍ତ୍ତମାନ ସମୟ ସହ ତାଳଦେଇ ସମସ୍ତେ ଚାଲିବାକୁ ପସନ୍ଦ କରୁଛନ୍ତି। ସ୍ମାର୍ଟ ଯୁଗରେ ଶିକ୍ଷାଦାନର ଶୈଳୀ ମଧ୍ୟ ସ୍ମାର୍ଟ ହୋଇଛି।...
ଭାରତର ସମ୍ବିଧାନ ବିପଦରେ: ରାହୁଲ ଗାନ୍ଧି
ଓଡ଼ିଶାଲାଇଭ୍ ବ୍ୟୁରୋ
ରାହୁଲ ଗାନ୍ଧି ବିଜେପି ଉପରେ ହମଲା କରିଛନ୍ତି। ସେ କହିଛନ୍ତି ଯେ ଦେଶର ସମ୍ବିଧାନ ବର୍ତ୍ତମାନ ବିପଦରେ ପଡ଼ିଛି। ଆମ୍ବେଦକରଙ୍କ ପ୍ରଣୀତ ସମ୍ବିଧାନ ଏବେ ନଷ୍ଟ ହେବାକୁ ବସିଛି ଓ ଭାରତର...
ଜାଣନ୍ତୁ ଆଜିର ରାଶିଫଳ – (୧୧ ଅକ୍ଟୋବର ୨୦୨୦, ରବିବାର)
ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା
ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ।
ତିଥି ଓ ପର୍ବ–ଦିବସ: ଆଜି ଆଶ୍ଵିନ ମଳ କୃଷ୍ଣପକ୍ଷ ନବମୀ ସନ୍ଧ୍ୟା ୦୫:୫୩:୪୯ ଗତେ ଦଶମୀ ତିଥି। କର୍କଟଚନ୍ଦ୍ର ଅହୋରାତ୍ର। ପୁଷ୍ୟା ରାତ୍ରି ୦୧:୧୬:୧୫ ଗତେ ଅଶ୍ଳେଷା। ବିଶ୍ୱ କନ୍ୟାସନ୍ତାନ...
ଗଲଓ୍ଵାନ ଘାଟିରୁ ୨ କିଲୋମିଟର ପଛକୁ ହଟିଲା ଚୀନ ସେନା
ଓଡିଶାଲାଇଭ୍ ବ୍ୟୁରୋ
ଲଦାଖର ଗଲଓ୍ଵାନ ଘାଟିରୁ ୨ କିଲୋମିଟର ପଛକୁ ହଟିଛି ଚୀନ ସେନା। କମାଣ୍ଡରସ୍ତରୀୟ ବୈଠକ ପରେ ଚୀନ ସେନା ପଛକୁ ହଟିଛି। ଏନେଇ ବରିଷ୍ଠ ସେନା ଅଧିକାରୀଙ୍କ ସୂତ୍ରରୁ ସୂଚନା ମିଳିଛି।
ଜୁନ...
ଫଟୋରେ ଫଟୋରେ କଟକ ବାଲିଯାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
ଜମୁଛି କଟକ ବାଲିଯାତ୍ରା। ଐତିହାସିକ କିଲା ପଡ଼ିଆ ସମେତ ମହାନଦୀ ପଠାରେ ଗତ ଦୁଇ ଦିନ ହେଲା ଜମୁଛି ବାଲିଯାତ୍ରା ମହୋତ୍ସବ। ବାଲିଯାତ୍ରା ବୁଲିବା ପାଇଁ ବିଭିନ୍ନ ସ୍ଥାନରୁ କଟକକୁ ଲୋକଙ୍କ...
୧୫୫୦ କୋଟିର ପ୍ୟାକେଜ ନେଇ ବଲାଙ୍ଗିର ଆସିବେ ମୋଦି
ଓଡ଼ିଶାଲାଇଭ୍ ବ୍ୟୁରୋ
ଜାନୁଆରୀ ୧୫ରେ ବଲାଙ୍ଗିର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଖୋର୍ଦ୍ଧା ଏବଂ ବାରିପଦାରେ ବିଭିନ୍ନ ପ୍ରକଳ୍ପ ଶିଳାନ୍ୟାସ ଓ ଲୋକାର୍ପଣ କରିବା ପରେ ବଲାଙ୍ଗିରରେ ମଧ୍ୟ ବିଭିନ୍ନ ପ୍ରକଳ୍ପ ଲୋକାର୍ପଣ କରିବେ...


















