୨୦୧୯ରେ ଜମ୍ମୁ କଶ୍ମୀରକୁ ମିଳିଲା ନୂଆ ପରିଚୟ – ସୃଷ୍ଟି ହେଲା ନୂଆ ଇତିହାସ, ଭୂଗୋଳ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୧୯ରେ ମୋଦୀ ସରକାରଙ୍କ ଐତିହାସିକ ନିଷ୍ପତ୍ତିରେ ବଦଳିଗଲା ଜମ୍ମୁ କଶ୍ମୀରର ଇତିହାସ ଭୂଗୋଳ। କେମିତି ଥିଲା ପୂରା ପ୍ଲାନିଙ୍ଗ, ଜାଣନ୍ତୁ ଓଡ଼ିଶାଲାଇଭ୍‌ ଫ୍ଲାସ୍‌ବ୍ୟାକ୍‌ ରିପୋର୍ଟରେ। ୨୦୧୮ରୁ ପ୍ରସ୍ତୁତ ହୋଇଥିଲା ବ୍ଲୁ ପ୍ରିଣ୍ଟ ...

କୋଭିଡ୍ ମୁକାବିଲା – ଅଗଷ୍ଟ ୧ରୁ ୧୫ ଯାଏଁ ସୁନ୍ଦରଗଡ଼ ଓ ରାଜଗାଙ୍ଗପୁର ପୌରାଞ୍ଚଳରେ କଟକଣା

ଓଡ଼ିଶାଲାଇଭ୍ ବ୍ୟୁରୋ କୋଭିଡ୍-୧୯ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ସୁନ୍ଦରଗଡ଼ ଏବଂ ରାଜଗାଙ୍ଗପୁର ପୌରାଞ୍ଚଳରେ କଟକଣା ଜାରି କରିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ। ଏହି କଟକଣା ଅଗଷ୍ଟ ୧ରୁ ୧୫ ତାରିଖ...

କର୍ଣ୍ଣାଟକ ଡ୍ରାମାରେ ଟୁଇଷ୍ଟ – ହୋଇ ପାରିଲାନି ଆସ୍ଥା ଭୋଟ, ବିଧାନସଭା ମୁଲତବି

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ କର୍ଣ୍ଣାଟକ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। କର୍ଣ୍ଣାଟକ ବିଧାନସଭାରେ ଆଜି ଆସ୍ଥା ଭୋଟ କରିବାକୁ ସୁପ୍ରିମକୋର୍ଟ ଏବଂ ରାଜ୍ୟପାଳ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନି। ବାଚସ୍ପତି ଶୁକ୍ରବାର...

କେମିତି ଓସିଏସ୍ ପରୀକ୍ଷାରେ ସଫଳ ହେଲେ ଅନନ୍ୟା ଗରାବଡ଼ୁ?

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=a-YXO2oZjm4&t=199s ଓଡ଼ିଶା ସିଭିଲ ସର୍ଭିସେସ୍ ପରୀକ୍ଷାରେ ସଫଳତା ପାଇଛନ୍ତି ଅନନ୍ୟା ଗରାବଡ଼ୁ। ୨୦୨୨ ମସିହା ଓସିଏସ ପରୀକ୍ଷାରେ ୪୮ ନମ୍ବର ରାଙ୍କ୍ ହାସଲ କରିଛନ୍ତି ଅନନ୍ୟା। ପ୍ରଥମ ଚେଷ୍ଟାରେ ତାଙ୍କୁ ମିଳିଛି ଏହି...

ଆଗକୁ ରାଜ୍ୟରେ ଦିନକୁ ୧ ଲକ୍ଷ କରୋନା ଟେଷ୍ଟ କରିବାକୁ ଲକ୍ଷ୍ୟ – ଆଇଏଲଏସ୍ ନିର୍ଦ୍ଦେଶକ

Nurse wearing respirator mask holding a positive blood test result for the new rapidly spreading Coronavirus, originating in Wuhan, China
ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଗକୁ ରାଜ୍ୟରେ ଦିନକୁ ୧ ଲକ୍ଷ କରୋନା ଟେଷ୍ଟ କରିବାକୁ ହେଉଛି ଯୋଜନା। ଏନେଇ ଜୀବ ବିଜ୍ଞାନ ପ୍ରତିଷ୍ଠାନ (ଆଇଏଲଏସ୍)ର ନିର୍ଦ୍ଦେଶକ ଅଜୟ ପରିଡ଼ା ଦେଇଛନ୍ତି ସୂଚନା। ‘‘ରାଜ୍ୟରେ ପ୍ରତିଦିନ ବଢ଼ୁଥିବା କରୋନା...

ଓଡ଼ିଶାରେ କିଏ ଗଢ଼ିବ ସରକାର? କ’ଣ କହୁଛି ଏକଜିଟ ପୋଲର ଆକଳନ

ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ ସାରାଦେଶରେ ଆଜି ସନ୍ଧ୍ୟାରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ସରିଛି। ଏହାର କିଛି ସମୟ ମଧ୍ୟରେ ଆସିଛି ବିଭିନ୍ନ ସଂସ୍ଥାର ଏକଜିଟ ପୋଲ ଆକଳନ। ଭିନ୍ନ ଭିନ୍ନ ସଂସ୍ଥା ଅଲଗା ଅଲଗା...

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀରେ ଦହିହାଣ୍ଡି ଭାଙ୍ଗିବାର ପରମ୍ପରା

ଓଡ଼ିଶାଲାଇଭ୍ ବ୍ୟୁରୋ ଶ୍ରୀକୃଷ୍ଣଙ୍କ ଜନ୍ମଦିନ ଅର୍ଥାତ ଜନ୍ମାଷ୍ଟମୀରେ କାହିଁକି ରହିଛି ଦହିହାଣ୍ଡି ଭଙ୍ଗା ପରାମ୍ପରା। ହିନ୍ଦୁଧର୍ମରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀର ମହାନ ପରମ୍ପରା ରହିଛି। ଭଗବାନ ଶ୍ରୀକୃଷ୍ଣ ଏହି ଦିନ ଜନ୍ମ ନେଇଥିଲେ। ଭାଦ୍ରବ ମାସ କୃଷ୍ଣପକ୍ଷ...

୬ ହିରୋଇନଙ୍କୁ ନେଇ ଆସୁଛି ଓଡ଼ିଆ ଫିଲ୍ମ ‘ହିରାଲାଲ-ମୋତିଲାଲ’

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗୋଟିଏ ଫିଲ୍ମରେ ଅଭିନୟ କରିଛନ୍ତି ୬ ହିରୋଇନ। ଖୁବଶୀଘ୍ର ପରଦାକୁ ଆସିବ ଏମିତି ଏକ ଓଡ଼ିଆ ଫିଲ୍ମ ହିରାଲାଲ-ମୋତିଲାଲ। ଓଲିଉଡର ଜଣାଶୁଣା ନିର୍ମାତା ସର୍ଚ୍ଚିକାନ୍ତ ଜେନା ଓ ବିନି ପଟ୍ଟନାୟକ ପୁଣି ଏକ...

୫ଟି ଉପାୟ, ଯାହା ବର୍ଷାଦିନେ ଆପଣଙ୍କୁ ରୋଗରୁ ବଞ୍ଚେଇବ

ଓଡ଼ିଶାଲାଇଭ ବ୍ୟୁରୋ ମୌସୁମୀ ଆସିବା କ୍ଷଣି ଅଧିକାଂଶ ଲୋକ ଖୁସିରେ ନାଚି ଉଠନ୍ତି। କାରଣ ଅନେକ ଲୋକଙ୍କୁ ବର୍ଷାରେ ଭିଜିବାକୁ ଭଲ ଲାଗେ। ହେଲେ ବର୍ଷାଦିନେ ଅଧିକ ରୋଗ ହେବାର ଆଶଙ୍କ ମଧ୍ୟ ଥାଏ।...

ପାକିସ୍ତାନକୁ ମାଗଣାରେ ୨ ପଏଣ୍ଟ ଦେବା ଠିକ୍‌ ନୁହେଁ : ସଚିନ୍‌ ତେନ୍ଦୁଲକର

ଓଡ଼ିଶାଲାଇଭ୍‌ ବ୍ୟୁରୋ ପାକିସ୍ତାନ ସହ ଭାରତର ମ୍ୟାଚ ବ୍ୟାନ କରିବାକୁ ନେଇ ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକର ନିଜ ପ୍ରତିକ୍ରିୟା ରଖିଛନ୍ତି। ସଚିନ କହିଛନ୍ତି, ପାକିସ୍ତାନକୁ ମାଗଣାରେ ୨ ପଏଣ୍ଟ ଦେବା ଠିକ୍‌ ନୁହେଁ।...