ଓଡ଼ିଆ ଜାତିପ୍ରାଣର ସ୍ପନ୍ଦନ ଥିଲେ ମଧୁବାବୁ
ନୀଳାମ୍ବର ରଥ[youtube https://www.youtube.com/watch?v=-lafpCKhT1A?list=TLPQMDQwMjIwMjC3nInuGAM0_g]
“କାଳିଆ ଘୋଡ଼ାରେ ଚଢ଼ିବି, ମଧୁ ବାବୁ ସାଙ୍ଗେ ଲଢ଼ିବି” – ଏହି ବାକ୍ୟଟି କାନରେ ପଡ଼ିବା ମାତ୍ରେ ପ୍ରତିଟି ଓଡ଼ିଆଙ୍କ ପ୍ରାଣରେ ଭରିଯାଏ ଉତ୍ସାହ। ମନରେ ଖେଳିଯାଏ ନୂଆ ଉନ୍ମାଦନା।...
କେନ୍ଦ୍ରାପଡ଼ା: ଗୋଟିଏ ଦିନରେ ଭିନ୍ନ ଭିନ୍ନ ସ୍ଥାନରୁ ମା’-ଝିଅଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
ଓଡ଼ିଶାଲାଇଭ୍ ବ୍ୟୁରୋ
(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ଗୋଟିଏ ଦିନରେ ଭିନ୍ନ ଭିନ୍ନ ସ୍ଥାନରୁ ମିଳିଲା ମା’-ଝିଅଙ୍କ ମୃତଦେହ। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ମହୁଲିଆ ପଞ୍ଚାୟତର ମାଣପଡ଼ା ଗାଁରେ ଏଭଳି ଏକ ଅଭାବନୀୟ...
ବିଦାୟ ନେବେ ମା’ ଗଜଲକ୍ଷ୍ମୀ – ଆଇନଶୃଙ୍ଖଳା ସ୍ଥିତି ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ଆଇଜି
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରାପଡ଼ାରେ ବୁଧବାର ଭଷାଣୀ
ଭଷାଣ ଉତ୍ସବରେ ସାମିଲ ହେବେ ୪୬ଟି ମେଢ଼
୨୦ ପ୍ଲାଟୁନ ସଶସ୍ତ୍ର ପୋଲିସ ଫୋର୍ସ ମୁତୟନ
ଦୀର୍ଘ ୭ ଦିନ ଧରି କେନ୍ଦ୍ରାପଡ଼ାର ବିଭିନ୍ନ ପୂଜାମଣ୍ଡପରେ ପୂଜା...
ନବରଙ୍ଗପୁର ସଭାରେ ମୋଦିଙ୍କୁ ନବୀନଙ୍କ ମାରାଥନ ପ୍ରଶ୍ନ
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ନବରଙ୍ଗପୁରରେ ଆଜି ନିର୍ବାଚନୀ ପ୍ରଚାର କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ରାଇଘରରେ ଆୟୋଜିତ ହୋଇଥିବା ଜନସଭାକୁ ସମ୍ବୋଧିତ କରିଛନ୍ତି ବିଜେଡି ସଭାପତି।
ଜନସଭାକୁ ସମ୍ବୋଧିତ କରିବା ବେଳେ ବିଜେପିକୁ ଟାର୍ଗେଟ...
ଆରମ୍ଭ ହେଲା ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା, ସାମିଲ ହୋଇଛନ୍ତି ୨୫ ରାଜ୍ୟର ବୁଣାକାର
ଓଡ଼ିଶାଲାଇଭ୍ ବ୍ୟୁରୋ
ରଙ୍ଗାରଙ୍ଗ ପରିବେଷରେ ଉଦଘାଟିତ ହେଲା ତୋଷାଳି ମେଳା
ଉଦଘାଟନୀ ଉତ୍ସବରେ ଓଡ଼ିଶୀ ନାଚିଲେ ୧୦୮ ନୃତ୍ୟ ଶିଳ୍ପୀ
ଡସେମ୍ବର ୨୭ ତାରିଖ ଯାଏଁ ଚାଲିବ ମେଳା
କୃତୀ ହସ୍ତଶିଳ୍ପୀମାନଙ୍କୁ ମିଳିଲା...
ତନ୍ଦ୍ରା ରାୟ – ସେଦିନ ଓ ଆଜି
ଶୁଭଶ୍ରୀ ନାୟକ[youtube https://www.youtube.com/watch?v=1j-LW4xr6zo]
୭୦/୮୦ ଦଶକରେ ଯେଉଁ କେତେ ଜଣ ହିରୋଇନ ରୁପେଲି ପରଦାରେ ଛାଇ ହୋଇ ରହିଥିଲେ ସେମାନଙ୍କ ମଧ୍ୟରୁ ଜଣେ ଥିଲେ ତନ୍ଦ୍ରା ରାୟ। ହିରୋଇନ-ବଡ଼ଭାଉଜ- ମା’, ଏମିତି ବିଭନ୍ନ ଚରିତ୍ରରେ...
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ଚରଣ ମାଝୀ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
https://www.youtube.com/watch?v=RhCAmqWojOw
ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମୋହନ ଚରଣ ମାଝୀ। ସେ ଓଡ଼ିଶାର ୧୫ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଭୁବନେଶ୍ୱର ଜନତା ମଇଦାନଠାରେ ଆୟୋଜିତ ବିଶେଷ କାର୍ଯ୍ୟକ୍ରମରେ...
ଉତ୍ତର-ପୂର୍ବ ୩ଟି ରାଜ୍ୟରେ ବାଜିଲା ନିର୍ବାଚନ ବିଗୁଲ
ଓଡ଼ିଶାଲାଇଭ୍ ବ୍ୟୁରୋ
୩ଟି ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ
ନାମାଙ୍କନର ଶେଷ ତାରିଖ ୭ ଫେବୃଆରୀ
ତ୍ରିପୁରାରେ ୧୮ ଫେବୃଆରୀ, ମେଘାଳୟ ଓ ତ୍ରିପୁରାରେ ଫେବୃଆରୀ ୨୭ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ
ବାଜିଲା...
ଏଣିକି ରାଜଧାନୀରେ ଭଡ଼ାରେ ମିଳିବ ବାଇକ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟ ସରକାରଙ୍କ ମୋ' ବସ୍, ମୋ' ସାଇକେଲ ସେବା ପରେ ଏବେ ଆରମ୍ଭ ହୋଇଛି ମୋ' ବାଇକ୍ ସେବା। ଏଣିକି ଯଦି କେହି ରାଜଧାନୀ ଭିତରେ ବାଇକ୍ରେ କେଉଁଠିକୁ ଯିବାକୁ ଚାହୁଁଛନ୍ତି...
ରାଜଧାନୀରେ ଉଦ୍ଘାଟିତ ହେଲା ‘କୋଲ୍କତା ଫେସନ୍ ବଜାର’ର ନୂଆ ଶୋ’ ରୁମ୍
ଓଡ଼ିଶାଲାଇଫ୍ ବ୍ୟୁରୋ
ଗଣେଷ ପୂଜା ଅବସରରେ ଭୁବନେଶ୍ୱରରେ ‘କୋଲ୍କତା ଫେସନ୍ ବଜାର’ର ଆଉ ଏକ ଶୋ’ ରୁମ୍ ଉଦ୍ଘାଟନ କରାଗଲା। ଗ୍ରାହକଙ୍କ ପାଇଁ ରଖାଯାଇଛି ବମ୍ପର ଅଫର।
ଗଣେଶ ପୂଜା ଅବସରରେ ଗତକାଲି ରାଜଧାନୀର କଳ୍ପନା...


















