ପୁରୀ ହିଂସା – ଶାସକ ଦଳ ପାଇଁ ସତର୍କ ଘଣ୍ଟି
ଓଡ଼ିଶାଲାଇଭ୍ ବ୍ୟୁରୋ
ଧାଡ଼ି ଦର୍ଶନକୁ ନେଇ ଶ୍ରୀମନ୍ଦିରରେ ଯେଉଁ ଲଙ୍କାକାଣ୍ଡ ହୋଇଥିଲା, ତାହା ଶାସକ ବିଜୁ ଜନତା ଦଳ ପାଇଁ ଏକ ସତର୍କ ଘଣ୍ଟି ହୋଇପାରେ।
ବୁଧବାର ଦିନ ଧାଡ଼ି ଦର୍ଶନକୁ ନେଇ ଶ୍ରୀମନ୍ଦିର ସିଂହଦ୍ଵାର...
ରଥଯାତ୍ରାରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ବଡ଼ଦାଣ୍ଡରେ ପୋଲିସର ମକ୍ ଡ୍ରିଲ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ଵପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଆଉ ୧୦ ଦିନ ରହୁଥିବାବେଳେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପୋଲିସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ରଥଯାତ୍ରା ସମୟରେ ଲୋକଙ୍କ ଭିଡ଼ ନିୟନ୍ତ୍ରଣ ଓ...
ବାଲୁକା କଳାରେ ହକି ବିଶ୍ଵକପକୁ ସ୍ଵାଗତ: ବିଶ୍ଵର ସବୁଠୁ ବଡ଼ ହକିଷ୍ଟିକ ତିଆରିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ
ଓଡ଼ିଶାଲାଇଭ୍ ବ୍ୟୁରୋ
ହକି ବିଶ୍ଵକପକୁ ସ୍ଵାଗତ କରିବା ଉଦ୍ଦେଶ୍ୟରେ ବିଶ୍ଵର ସବୁଠାରୁ ବଡ଼ ହକିଷ୍ଟିକ୍ ତିଆରି କରିଛନ୍ତି ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ବୁଧବାର ଦିନ ବାରବାଟୀ ଷ୍ଟାଡିୟମରେ...
ପହଞ୍ଚିଲେ ଜିନପିଙ୍ଗ୍, ଚେନ୍ନାଇରେ ହେଲା ଭବ୍ୟ ସ୍ୱାଗତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚେନ୍ନାଇରେ ପହଞ୍ଚିଲେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍। ଚେନ୍ନାଇରୁ ସେ ସିଧା ମାମଲ୍ଲାପୁରମ ଯିବେ। ଜିନପିଙ୍ଗ୍ଙ୍କୁ ସ୍ୱାଗତ କରିବା ପାଇଁ ବ୍ୟାପକ ଆୟୋଜନ କରାଯାଇଛି। ଜିନିପିଙ୍ଗ୍ ଚେନ୍ନାଇରେ ପହଞ୍ଚିବା ପୂର୍ବରୁ ପ୍ରଧାନମନ୍ତ୍ରୀ...
ପୂର୍ବତନ ସାଂସଦ ମୋରିସ କୁଜୁରଙ୍କ ପରଲୋକ
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁନ୍ଦରଗଡ଼ର ପୂର୍ବତନ ସାଂସଦ ତଥା କଂଗ୍ରେସ ଦଳର ବରିଷ୍ଠ ନେତା ମୋରିସ କୁଜୁରଙ୍କ ପରଲୋକ ଘଟିଛି। ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫...
ଓଡ଼ିଶାରେ କାଲିଠୁ ବଢ଼ିବ ତାତି: ହିଟ୍ ଓ୍ଵେଭ୍ ପାଇଁ ବିଭିନ୍ନ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଆସନ୍ତାକାଲିଠାରୁ ବଢ଼ିବ ତାତି। ହିଟ୍ ଓ୍ଵେଭ୍ ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ସମ୍ବଲପୁର...
କରୋନା ମୁକାବିଲା ପାଇଁ ଦେଶରେ ୫୮୬ଟି କୋଭିଡ୍ ହସ୍ପିଟାଲ
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ମୁକାବିଲା ପାଇଁ ସାରା ଦେଶରେ ବ୍ୟାପକ ପ୍ରସ୍ତୁତି
୫୮୬ କୋଭିଡ୍ ହସ୍ପିଟାଲ
୧ ଲକ୍ଷରୁ ଅଧିକ ଆଇସୋଲେସନ ବେଡ୍
୧୧ ହଜାର ୫୦୦ ଆଇସିୟୁ ବେଡ୍
କରୋନା ଲଢ଼େଇ ଲଢୁଛି...
ରାୟଗଡ଼ା ଜିଷ୍ଟ୍ କଲେଜରେ ରକ୍ତଦାନ ଶିବିର, ୫୮ ୟୁନିଟ୍ ସଂଗ୍ରହ
ଓଡ଼ିଶାଲାଇଭ୍ ବ୍ୟୁରୋ
(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡା ଜିଲ୍ଲା ଖୋଲିଗୁଡା ନିକଟରେ ଥିବା ଗାନ୍ଧୀ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନସ୍ ଆଣ୍ଡ୍ ଟେକ୍ନୋଲୋଜି (ଜିଷ୍ଟ୍) କଲେଜ ପରିସରରେ ଆଜି ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ...
ଶୁକ୍ରବାରର କରୋନା ରିପୋର୍ଟ – ଜାଣନ୍ତୁ, କେତେ ସଂକ୍ରମିତ, କେତେ ମୃତ ଓ କେତେ ସୁସ୍ଥ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିର କରୋନା ରିପୋର୍ଟ
ଆଜି ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରୁ ମୋଟ୍ ୩୨୬୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୯୬୧ ଚିହ୍ନଟ ହୋଇଥିଲା ବେଳେ ୧୩୦୬ ଲୋକାଲ...
ଘୋଷଯାତ୍ରା ପାଇଁ ଆଜି ବସିବ ଶେଷ ସମନ୍ୱୟ ବୈଠକ: ଯୋଗ ଦେବେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଘୋଷଯାତ୍ରା ପ୍ରସ୍ତୁତି ପାଇଁ ବସିବ ଶେଷ ସମନ୍ୱୟ ବୈଠକ। ଏଥିରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ।
ଜୁଲାଇ ୪ରେ ଘୋଷଯାତ୍ରା। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ବସିବ ଶେଷ ସମନ୍ୱୟ ବୈଠକ।...


















