ବିଜେପିରେ ଯୋଗ ଦେଲେ ରବି ପାଣି

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ପାଲଲହଡ଼ାର ପୂର୍ବତନ ବିଧାୟକ ରବି ନାରାୟଣ ପାଣି ଆଜି ବିଜେପିରେ ଯୋଗ ଦେଇଛନ୍ତି। ଶହ ଶହ ସମର୍ଥକଙ୍କୁ ନେଇ ରବି ଆଜି ପଦ୍ମ ଧରିଛନ୍ତି। ଗତ ରବିବାର ଦିନ ରବି...

ମହାରାଷ୍ଟ୍ରର କୁଲକର୍ଣ୍ଣୀ ପରିବାର – ଦେଶର ସବୁଠୁ ଡେଙ୍ଗା ପରିବାର ଭାବେ କରିବେ ବିଶ୍ୱ ରେକର୍ଡ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହାରାଷ୍ଟ୍ରରେ ରହୁଛନ୍ତି ଭାରତର ସବୁଠୁ ଡେଙ୍ଗା ପରିବାର। ଉଚ୍ଚତା ଦେଖି ସମସ୍ତେ ହେଉଛନ୍ତି ଆଶ୍ଚର୍ଯ୍ୟ। ଅନେକ ସମୟରେ ଆପଣ ଡେଙ୍ଗା ଲୋକଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଥିବେ। କିନ୍ତୁ କେବେ ଡେଙ୍ଗା ପରିବାର ଦେଖିଛନ୍ତି...

ବର୍ଷା-ଅନୁଭବଙ୍କୁ ହାଇକୋର୍ଟଙ୍କ ତାଗିଦ: ସୋସିଆଲ ମିଡିଆରେ କେହିକାହାକୁ ମନ୍ତବ୍ୟ ଦେଇପାରିବେ ନାହିଁ

ଓଡ଼ିଶାଲାଇଭ୍ ବ୍ୟୁରୋ ସୋସିଆଲ ମିଡିଆରେ କେହି କାହା ବିରୋଧରେ ମନ୍ତବ୍ୟ ଦେଇପାରିବେ ନାହିଁ। କେହି କାହାକୁ ଆକ୍ଷେପ କରି ସୋସିଆଲ ମିଡିଆରେ କୌଣସି ପୋଷ୍ଟ କରିପାରିବେ ନାହିଁ। ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବଂ ସାଂସଦ...

ବନ୍ଦ ହେବ ଦାରୁଠେଙ୍ଗ ଡମ୍ପିଂୟାର୍ଡ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦାରୁଠେଙ୍ଗ ଡମ୍ପିଂୟାର୍ଡରେ ଆଉ ପଡ଼ିବନି ଆବର୍ଜନା। ଏଠାରେ ଥିବା ଡମ୍ପିଂୟାର୍ଡକୁ ସମ୍ପୂର୍ଣ୍ଣ ଭାବେ ଉଠାଇ ଦିଆଯିବ। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ଵର ମହାନଗର ନିଗମ କମିସନର ପ୍ରେମନାରାୟାଣ ଚୌଧୁରୀ। ଏହାସହ ଭୁବନେଶ୍ଵରରେ...

ପୋଲିସ ଡିଜିଙ୍କୁ ବୈଜୟନ୍ତ ଲେଖିଲେ ଚିଠି – ଡଜିସିଏଙ୍କ କ୍ଲିନଚିଟ୍ ପରେ କାହିଁକି ସିଲ୍ ହେଲା ହେଲିକପ୍ଟର?

ଓଡ଼ିଶାଲାଇଭ୍‌ ବ୍ୟୁରୋ ହେଲିକପ୍ଟର ସିଲ୍ ମାମଲାରେ ପୋଲିସ ଡିଜିଙ୍କ ହସ୍ତକ୍ଷେପ ଲୋଡ଼ିଲେ ବୈଜୟନ୍ତ ପଣ୍ଡା। ପୂର୍ବତନ ସାଂସଦ ବୈଜୟନ୍ତପଣ୍ଡା ଶୁକ୍ରବାର ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ଚିଠି ଲେଖିଛନ୍ତି। ଡିଜିସିଏ କ୍ଲିନଚିଟ୍...

ରାଜଧାନୀରେ ପୁଣି ଗର୍ଜିଲା ବନ୍ଧୁକ – ରେଷ୍ଟୁରାଣ୍ଟରେ ଗୁଳିମାଡ଼, ଯୁବକ ଗୁରୁତର

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜଧାନୀ ଭୁବନେଶ୍ଵରରେ ପୁଣି ଗୁଳିମାଡ଼। ଚନ୍ଦକା ଥାନା ଅଞ୍ଚଳରେ ଏକ ରେଷ୍ଟୁରାଣ୍ଟରେ ଗୁଳିମାଡ଼ ହୋଇଛି। ରେଷ୍ଟୁରାଣ୍ଟରେ ମଦ ପିଇବାକୁ ନେଇ ପାଟିତୁଣ୍ଡ ହେବାରୁ ଗୁଳିମାଡ଼ କରିଛନ୍ତି ଦୁର୍ବୃତ୍ତ। ଏଥିରେ ଜଣେ ଯୁବକ...

ନଭେମ୍ବର ୨୮ରୁ ଭୁବନେଶ୍ୱରରୁ କୋଚି ଓ ଗୁଆହାଟିକୁ ଉଡ଼ିବ ବିମାନ

ଓଡ଼ିଶାଲାଇଭ୍ ବ୍ୟୁରୋ ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର। ବିମାନ ଉଡ଼ାଣ କମ୍ପାନୀ ଇଣ୍ଡିଗୋ ପକ୍ଷରୁ ଆସନ୍ତା ନଭେମ୍ବର ୨୮ରୁ ଭୁବନେଶ୍ୱରରୁ କୋଚି ଓ ଗୁଆହାଟିକୁ ବିମାନ ସେବା ଯୋଗାଇ ଦିଆଯିବ। ଓଡ଼ିଶାରୁ ଯେଉଁମାନେ କୋଚି...

ଅଗଷ୍ଟ ୨ରୁ ରାଜ୍ୟରେ ବଢ଼ିବ ବର୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ଅଗଷ୍ଟ ୨ରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବାର ସମ୍ଭାବନା ରହିଛି। ଆସନ୍ତା ୪ ତାରିଖରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଅଗଷ୍ଟ ୩ରୁ ୪ ତାରିଖ ଯାଏଁ ଅରେଞ୍ଜ ଆଲର୍ଟ...

ପ୍ରଧାନମନ୍ତ୍ରୀଙ୍କ ବୁଲା ନିଶା: ୪ବର୍ଷରେ ୫୨ଟି ଦେଶ ବୁଲିଲେଣି ନରେନ୍ଦ୍ର ମୋଦି

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ୪ବର୍ଷର କାର୍ଯ୍ୟକାଳ ମଧ୍ୟରେ ୫୨ଟି ଦେଶ ଗସ୍ତ କରିଛନ୍ତି। ଏହିସବୁ ଗସ୍ତରେ ସରକାରଙ୍କ ରାଜକୋଷରୁ ଖର୍ଚ୍ଚ ହୋଇଛି ୩୫୫କୋଟି ୩୦ଲକ୍ଷ ୪୮ହଜାର ୪୬୫ ଟଙ୍କା। ପ୍ରଧାନମନ୍ତ୍ରୀ ମୋଦି...

ଏଣିକି ଅନଲାଇନ୍‌ରେ ମିଳିବ ୧୮ ପ୍ରକାର ଆରଟିଓ ସେବା

ଓଡ଼ିଶାଲାଇଭ୍ ବ୍ୟୁରୋ ଏଣିକି ଲୋକମାନେ ଘରେ ବସି ଅନଲାଇନ୍ ରେ ପାଇପାରିବେ ଆରଟିଓ ସେବା। ଆରଟିଓ କାର୍ଯ୍ୟାଳୟ ସମ୍ମୁଖରେ ଲମ୍ବା ଧାଡ଼ିରେ ଘଣ୍ଟାଘଣ୍ଟା ଛିଡ଼ା ହେବାକୁ ପଡ଼ିବ ନାହିଁ। ନିଜର ଆଧାର କାର୍ଡ ଜରିଆରେ...