କାଲି କଲେ ପ୍ରପୋଜ, ଆଜି ଚକୋଲେଟ ଦେଇ ସଂପର୍କରେ ଆଣନ୍ତୁ ସୁଆଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ଫେବ୍ରୁଆରି ୧୪ରେ ଭାଲେଣ୍ଟାଇନ୍ସ ଡେ'। ଅନ୍ୟମାନଙ୍କ ପାଇଁ ହୁଏତ ଏହି ଦିନ ଟି ସାଧାରଣ। ହେଲେ ପ୍ରେମୀଯୁଗଳଙ୍କ ପାଇଁ ଏହା ଖାସ୍ ଦିନ।
ଏହି ଖାସ ଦିନ ପୂର୍ବରୁ ହିଁ ପ୍ରେମୀଯୁଗଳ ପାଳନ...
ସ୍ପଷ୍ଟ କଲେ ଗଣଶିକ୍ଷା ମନ୍ତ୍ରୀ: ଜାନୁଆରି ୩ରୁ ଖୋଲିବ ପ୍ରଥମରୁ ପଞ୍ଚମ ଶ୍ରେଣୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତା ବର୍ଷ ଜାନୁଆରି ମାସ ୩ ତାରିଖଠାରୁ ପ୍ରଥମରୁ ପଞ୍ଚମଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲାଯିବ। ସକାଳ ୯ଟାରୁ ୧୨ଟା ପର୍ଯ୍ୟନ୍ତ ସ୍କୁଲ ଖୋଲା ରହିବ ବୋଲି ଶୁକ୍ରବାର ସ୍ପଷ୍ଟ କରିଛନ୍ତି...
ଫିଫା ବିଶ୍ୱକପ୍ କ୍ୱାର୍ଟର ଫାଇନାଲ ଲାଇନଅପ୍ ଚୂଡ଼ାନ୍ତ: ଜାଣନ୍ତୁ କିଏ କାହାକୁ ଭେଟିବ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚଳିତ ଫିଫା ବିଶ୍ୱକପ୍ କ୍ୱାର୍ଟର ଫାଇନାଲ ଲାଇନଅପ୍ ଚୂଡ଼ାନ୍ତ ହୋଇଛି। କ୍ୱାର୍ଟର ଫାଇନାଲରେ ମୁହାଁମୁହିଁ ହେବେ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ୮ଟି ଦଳ। ସେହି ୮ଟି ଦଳ ହେଉଛନ୍ତି ଉରୁଗୁଏ, ଫ୍ରାନ୍ସ, ବ୍ରାଜିଲ,...
ମହାନଦୀ ବିବାଦ: କେନ୍ଦ୍ରର ସତ୍ୟପାଠ ବନାମ ରାଜ୍ୟ ସତ୍ୟପାଠ
ଓଡ଼ିଶାଲାଇଭ୍ ବ୍ୟୁରୋ
ମହାନଦୀ ବିବାଦ ଏବେ ଭିନ୍ନ ମୋଡ଼ ନେଇଛି। କେନ୍ଦ୍ର ସରକାରଙ୍କ ସତ୍ୟପାଠକୁ କାଉଣ୍ଟର କରି ରାଜ୍ୟ ସରକାର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। କେନ୍ଦ୍ର ବିଭ୍ରାନ୍ତିକର ତଥ୍ୟ ଦେଇଥିବା ବିଜେଡି ଅଭିଯୋଗ...
ସୁନାବେଶ: ରାଜରାଜେଶ୍ୱର ବେଶରେ ଦର୍ଶନ ଦେଉଛନ୍ତି ଦାରୁବ୍ରହ୍ମ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜନ୍ମବେଦୀରେ ଲୀଳାଖେଳା ସାରି ଏବେ ଶ୍ରୀମନ୍ଦିର ସମ୍ମୁଖରେ ଦାରୁବ୍ରହ୍ମ। ଆରମ୍ଭ ହୋଇଛି ମହାପ୍ରଭୁଙ୍କର ସୁନାବେଶ ଦର୍ଶନ। ଆଜି ରଥ ଉପରେ ମହଣ ମହଣ ସୁନାରେ ସଜେଇ ହୋଇ ରାଜରାଜେଶ୍ୱର ବେଶରେ ଦର୍ଶନ...
‘ମୁଁ ସଫେଇବାଲା’ ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଅବସରରେ ନବୀନ ପଟ୍ଟନାୟକ ବୁଧବାର ‘ମୁଁ ସଫେଇବାଲା’ ଅଭିଯାନର ଶୁଭାରମ୍ଭ କରିଛନ୍ତି।
ଭୁବନେଶ୍ୱର ସତ୍ୟନଗରସ୍ଥିତ ‘ମିଶନରି ଅଫ ଚ୍ୟାରିଟି’ ଭବନରୁ ମୁଁ ସଫେଇବାଲା ଅଭିଯାନର ଆରମ୍ଭ...
୬୫ ବର୍ଷ ବୟସରେ ବି କମିନି ରେଖାଙ୍କ ଚମକ
ଓଡ଼ିଶାଲାଇଭ୍ ବ୍ୟୁରୋ
ହିନ୍ଦୀ ଫିଲ୍ମ ଜଗତର ଜଣେ ଜଣାଶୁଣା ଅଭିନେତ୍ରୀ ହେଲେ ରେଖା। ରେଖାଙ୍କୁ ହିନ୍ଦୀର ସଫଳ ଅଭିନେତ୍ରୀମାନଙ୍କ ମଧ୍ୟରେ ଗଣାଯାଏ। ୧୯୫୪, ଆଜିର ଦିନରେ ତାମିଲନାଡୁରେ ଜନ୍ମ ହୋଇଥିବା ରେଖା ଆଜି ୬୫...
ମାର୍ଚ୍ଚ ସୁଦ୍ଧା ଭାରତ ଆସିବ ଆଉ ୧୧ ରାଫେଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତା ମାର୍ଚ୍ଚ ସୁଦ୍ଧା ଆଉ ୧୧ଟି ରାଫେଲ ଯୁଦ୍ଧ ବିମାନ ଭାରତ ଆସିବ। ସେହିପରି ୨୦୨୨ ଏପ୍ରିଲ ସୁଦ୍ଧା ଦେଶକୁ ଆଉ ୧୭ଟି ରାଫେଲ ଆସିବ। ଏନେଇ ସୋମବାର ପ୍ରତିରକ୍ଷା ମନ୍ତ୍ରୀ...
ଇଞ୍ଜିନିଅରଙ୍କୁ କାନଧରି ଉଠ୍ବସ୍ କରିବା ଘଟଣା : ଜିଲ୍ଲାପାଳ କହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଓଡ଼ିଶାଲାଇଭ୍ ବ୍ୟୁରୋ
‘‘ବିଧାୟକଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ମିଳିଛି। ଉପଜିଲ୍ଲାପାଳ ରିପୋର୍ଟ ଦେଇଛନ୍ତି। ଏହି ରିପୋର୍ଟରେ ସତ୍ୟତା ଅଛି। ସରକାରଙ୍କୁ ଆମେ ରିପୋର୍ଟ ପ୍ରଦାନ କରିବୁ। ଉପସ୍ଥିତ ଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ’’,...
ଆଜି ବାରବାଟୀରେ ଅଭ୍ୟାସ କଲା ଟିମ୍ ଇଣ୍ଡିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତାକାଲି କଟକ ବାରବାଟୀ ଷ୍ଟାଡିୟମରେ ବହୁ ପ୍ରତୀକ୍ଷିତ ଭାରତ-ଇଂଲଣ୍ଡ ଦିନିକିଆ। ଏଥିପାଇଁ ଶନିବାର ସନ୍ଧ୍ୟାରେ ଅଭ୍ୟାସ କରିଛି ଟିମ୍ ଇଣ୍ଡିଆ। ଷ୍ଟାଡିୟମରେ ଖେଳାଳିଙ୍କ ଝଲକ ଟିକେ ପାଇବା ପାଇଁ ପ୍ରଶଂସକଙ୍କ ମଧ୍ୟରେ...


















