ଅସୁସ୍ଥ ଅମିତାଭ, ହସ୍ପିଟାଲରେ ଭର୍ତ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ବଲିଉଡର ବିଗ୍‌ ବି ଅମିତାଭ ବଚ୍ଚନ ଗତ ୩ ଦିନ ହେବ ହସ୍ପିଟାଲରେ ଆଡମିଟ୍‌ ହୋଇଛନ୍ତି। ମୁମ୍ବାଇର ନାନାବତୀ ହସ୍ପିଟାଲରେ ଅମିତାଭଙ୍କୁ ଭର୍ତ୍ତି କରାଯାଇଛି। ଅମିତାଭଙ୍କ ଲିଭର୍‌ରେ ଯନ୍ତ୍ରଣା ହେବାରୁ ସେ...

ମାଛ ପେଟରେ ଲେଖା ହୋଇଛି ‘ଆହ୍ଲା’, ଜାଣନ୍ତୁ କିଣିବା ପାଇଁ ଲାଗିଛି କେତେ ଟଙ୍କା ନିଲାମ?

ଓଡ଼ିଶାଲାଇଭ ବ୍ୟୁରୋ ମାଛ ପେଟରେ ଲେଖା ଅଛି ଅହ୍ଲା। ଏବେ ତାକୁ କିଣିବା ପାଇଁ ଲାଗିଛି ଗହଳି। ଲାଗୁଛି ମୋଟା ଅଙ୍କର ନିଲାମ। ଏପରି ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ସାମଲି ଜିଲ୍ଲାରେ।...

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ଅକ୍ଟୋବର ୨୪ରୁ ରାଜ୍ୟରେ ବଢ଼ିବ ବର୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ବଙ୍ଗୋପସାଗରରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ଏବେ ଲଘୁଚାପରେ ପରିଣତ ହୋଇଛି। ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଅକ୍ଟୋବର ୨୩ ତାରିଖ ବେଳକୁ ଏହା ଅଧିକ ଘନୀଭୂତ ହୋଇ...

ଜୁଲାଇ ୧୩ରୁ ଅନ୍‌ଲାଇନ୍‌ରେ ପାଠ ପଢ଼ିବେ କଲେଜ ପିଲା

ଓଡ଼ିଶାଲାଇଭ ବ୍ୟୁରୋ କରୋନା ଲକ୍‌ଡାଉନ୍‌ ପାଇଁ ସ୍କୁଲ, କଲେଜ ଏବଂ ବିଶ୍ୱବିଦ୍ୟାଳୟ ବନ୍ଦ ରହିଛି। ଅଗଷ୍ଟ ୩୧ ଯାଏ ସ୍କୁଲ, କଲେଜ ବନ୍ଦ ରହିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ହେଲେ ଏବର୍ଷ...

ଆଦର୍ଶ କଲୋନିରେ ପରିଣତ ହେବ ରାଜ୍ୟର ସବୁ ବସ୍ତି, ବାଲେଶ୍ଵରରୁ ବସ୍ତି ଉନ୍ନତିକରଣ ଯୋଜନାର ଶୁଭାରମ୍ଭ

ଓଡ଼ିଶାଲାଇଭ୍ ବ୍ୟୁରୋ ବାଲେଶ୍ଵରରୁ ବସ୍ତି ଉନ୍ନତିକରଣ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାଲେଶ୍ଵରରୁ ବସ୍ତି ଉନ୍ନତିକରଣ ଯୋଜନାର ଶୁଭାରମ୍ଭ ଏକ ଲକ୍ଷରୁ ଅଧିକ ଭୂମି ଅଧିକାର ପ୍ରମାଣପତ୍ର ଆବଣ୍ଟନର ଶୁଭାରମ୍ଭ ...

ଖବର ବିଶ୍ଲେଷଣ – କର୍ଣ୍ଣାଟକରେ ଲିଙ୍ଗାୟତଙ୍କ ଦବଦବା

ଓଡ଼ିଶାଲାଇଭ୍ ବ୍ୟୁରୋ କର୍ଣ୍ଣାଟକ ରାଜନୀତିରେ ଯେଉଁ ଅସ୍ଥିରତା ଲାଗି ରହିଥିଲା ତାହା ଶେଷ ହୋଇଛି। ଯାହା ଆଶା କରାଯାଉଥିଲା ତାହାହିଁ ଘଟିଛି। ପୁଣିଥରେ ଜଣେ ଲିଙ୍ଗାୟତ ସମ୍ପ୍ରଦାୟର ବିଧାୟକଙ୍କୁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ କରିଛି ବିଜେପି।...

ଭରତପୁର ଥାନା ଘଟଣାକୁ ନେଇ ଉଦବେଗ ପ୍ରକାଶ କଲେ ଓଡ଼ିଶା ହାଇକୋର୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଭରତପୁର ଥାନା ଘଟଣାକୁ ନେଇ ସୋମବାର ଓଡ଼ିଶା ହାଇକୋର୍ଟ ଶୁଣାଣି କରିଛନ୍ତି। ନିଜ ଆଡୁ ମାମଲା ରୁଜୁ କରି ଶୁଣାଣି କରିଛନ୍ତି ହାଇକୋର୍ଟ। ଏଠାରେ ମାମଲାର ତଦନ୍ତରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ...

ଟ୍ୱିଙ୍କିଲଙ୍କୁ ପିଆଜ କାନଫୁଲ ଉପହାର ଦେଲେ ଅକ୍ଷୟ କୁମାର

ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ ନିଜର ଦମଦାର ଅଭିନୟ ପାଇଁ ଦର୍ଶକଙ୍କ ପାଖରେ ପରିଚିତ ହୋଇପାରିଥିବା ଖିଲାଡି ଷ୍ଟାର ଅକ୍ଷୟ କୁମାର ନିଜର ଭିନ୍ନ ଧରଣର କାମ ପାଇଁ ମଧ୍ୟ ସବୁବେଳେ ଚର୍ଚ୍ଚାରେ। ତେବେ ବର୍ତ୍ତମାନ...

ଦିଲ୍ଲୀରେ ବିଜେପିର ପ୍ରତିଶ୍ରୁତି – ପ୍ରତି ଘରକୁ ପିଇବା ପାଣି, ୨ ଟଙ୍କାରେ କିଲେ ଅଟା

ଓଡ଼ିଶାଲାଇଭ୍ ବ୍ୟୁରୋ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ନିଜର ଇସ୍ତହାର ଘୋଷଣା କରିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦ ହାତେଇବା ପାଇଁ ଲକ୍ଷ୍ୟ ରଖିଥିବା ବିଜେପି ଶୁକ୍ରବାର ନିଜର ନିର୍ବାଚନୀ ଇସ୍ତହାର ପ୍ରକାଶ କରିଛି। ଦଳର...

RBI ଅଧୀନରେ ଚାକିରି ସୁଯୋଗ, ମାର୍ଚ୍ଚ ୧୫ ପୂର୍ବରୁ କରନ୍ତୁ ଆବେଦନ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ରିଜର୍ଭ ବ୍ୟଙ୍କ ଅଧୀନରେ ଅଫିସ ଆଟେଣ୍ଡାଣ୍ଟ୍ ପଦଦୀ ନିମନ୍ତେ ଚାକିରି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ଅନଲାଇନ ଆପ୍ଲିକେସନ ଜରିଆରେ ଆବେଦନ କରିପାରିବେ। ଆବେଦନ ଆରମ୍ଭ – ୨୪.୦୨.୨୦୨୧ ...