ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ରିଜର୍ଭ ବ୍ୟଙ୍କ ଅଧୀନରେ ଅଫିସ ଆଟେଣ୍ଡାଣ୍ଟ୍ ପଦଦୀ ନିମନ୍ତେ ଚାକିରି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ଅନଲାଇନ ଆପ୍ଲିକେସନ ଜରିଆରେ ଆବେଦନ କରିପାରିବେ।

  • ଆବେଦନ ଆରମ୍ଭ – ୨୪.୦୨.୨୦୨୧
  • ଆବେଦନ ଶେଷ – ୧୫.୦୩.୨୦୨୧

ଆବେଦନ ପାଇଁ ବୟସ ସୀମା

  • ସର୍ବନିମ୍ନ – ୧୮ ବର୍ଷ
  • ସର୍ବାଧିକ – ୨୫ ବର୍ଷ

ଖାଲି ପଡ଼ିଥିବା ପଦବୀ ନାମ ଏବଂ ସଂଖ୍ୟା

  • ଅଫିସ ଆଟେଣ୍ଡାଣ୍ଟ୍ – ୮୪୧ଟି
  • ଏଥି ମଧ୍ୟରୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଭୁବନେଶ୍ଵର ଶାଖାରେ ୨୪ଟି ପଦବୀ ଖାଲି ପଡ଼ିଛି। ତେଣୁ ଆଶାୟୀ ପ୍ରାର୍ଥୀମାନେ ଆବେଦନ କରିପାରିବେ।

ଆବେଦନ ଫି – ୪୫୦ ଟଙ୍କା

ଯୋଗ୍ୟତା – ଆବେଦନ କରୁଥିବା ପ୍ରାର୍ଥୀଜଣକ ମାଟ୍ରିକ ପାସ୍ କରିଥିବା ଆବଶ୍ୟକ।

ପରୀକ୍ଷା ତାରିଖ – ଏପ୍ରିଲ ମାସର ୯ ଏବଂ ୧୦ ତାରିଖରେ ପରୀକ୍ଷା ହୋଇପାରେ।

ଏଥିନିମନ୍ତେ ଭାରତୀୟ ରିଜର୍ଭ ବ୍ୟାଙ୍କର ଓ୍ଵେବସାଇଟ୍ https://www.rbi.org.in/ରେ ପ୍ରାର୍ଥୀମାନେ ଅଧିକ ସୂଚନା ପାଇପାରିବେ।

ଆବେଦନ କରିବାକୁ ଚାହୁଁଥିଲେ ଏହି ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ।

Comment