ଯାଜପୁରରେ ପୁଣି ଜଣେ ପଜିଟିଭ୍, ଜିଲ୍ଲାରେ ୫୪ ଛୁଇଁଲା ଆକ୍ରାନ୍ତ ସଂଖ୍ୟା

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଯାଜପର ଜିଲ୍ଲାରେ ଚିହ୍ନଟ ହେଲେ ପୁଣି ଜଣେ କରୋନା ପଜିଟିଭ୍। ଏଥିସହ ରାଜ୍ୟରେ ପଜିଟିଭ୍ ସଂଖ୍ୟା ୧୭୯କୁ ବୃଦ୍ଧି ପାଇଛି। ଯାଜପୁର ଜିଲ୍ଲାରେ ଏହି ନୂଆ ଆକ୍ରାନ୍ତ ଚିହ୍ନଟ ହେବାପରେ ଏବେ...

ଆଜି ବି ଗୃହ ଅଚଳ – ୩ଟା ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଧାନସଭା ଆରମ୍ଭରୁ ହିଁ କୌଣସି ଦିନ ସୂଚାରୁରୂପେ ଗୃହ ଚାଲି ପାରୁନାହିଁ। ତୃତୀୟ ଦିନରେ ବି ଗୃହରେ ସମାନ ପରିସ୍ଥିତି ଦେଖାଯାଇଛି। ଗୁରୁବାର ପ୍ରଶ୍ନକାଳ ଆରମ୍ଭରୁ ହିଁ ବିରୋଧୀଙ୍କ ହଙ୍ଗାମା ଯୋଗୁଁ...

ଦେଶରେ ସାଂଘାତିକ ସ୍ଥିତିରେ କରୋନା – ଦିନକରେ ୭୫ ହଜାରରୁ ଉର୍ଦ୍ଧ୍ଵ ଆକ୍ରାନ୍ତ, ୧୦୨୩ ମୃତ

ଓଡ଼ିଶାଲାଇଭ୍ ବ୍ୟୁରୋ ଦିନକରେ ୭୫,୭୬୦ ଆକ୍ରାନ୍ତ, ୧୦୨୩ ମୃତ ମୋଟ ପଜିଟିଭ୍ ସଂଖ୍ୟା ୩୩,୧୦,୨୩୫କୁ ବୃଦ୍ଧି ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୬୦,୪୭୨କୁ ବୃଦ୍ଧି ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାର ନାଁ ନେଉନାହିଁ। ଗତ...

୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ: ନଭେମ୍ବରରେ ନିର୍ବାଚନ, ଡିସେମ୍ବରରେ ଫଳାଫଳ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନ ଓ ମିଜୋରାମରେ ଭୋଟ ନଭେମ୍ବରରେ ନିର୍ବାଚନ, ଡିସେମ୍ବର ୩ରେ ଆସିବ ଫଳାଫଳ ମାଓବାଦୀ ପ୍ରବଣ ଛତିଶଗଡ଼ରେ ଦୁଇଟି ପର୍ଯ୍ୟାୟରେ ପଡ଼ିବ ଭୋଟ ଏନଡିଏ-ଇଣ୍ଡିଆ ମଧ୍ୟରେ ହେବ କଡ଼ା ଟକ୍କର ମଧ୍ୟପ୍ରଦେଶ,...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ – (୧୧ ଫେବ୍ରୁଆରି ୨୦୨୧, ଗୁରୁବାର)

rashi fala
ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ। ତିଥି ଓ ପର୍ବ-ଦିବସ: ଆଜି ମାଘ କୃଷ୍ଣ ଅମାବାସ୍ୟା ରାତ୍ରି ୧୨:୩୫:୩୬ ଗତେ ପ୍ରତିପଦ ତିଥି। ମକରଚନ୍ଦ୍ର ରାତ୍ରି ୦୨:୧୧ ଗତେ କୁମ୍ଭଚନ୍ଦ୍ର। ଶ୍ରବଣା ଦିବା ୦୨:୦୫:୩୨ ଗତେ ଧନିଷ୍ଠା ନକ୍ଷତ୍ର।...

ଓଡ଼ିଶାର ସବୁ ପଞ୍ଚାୟତରେ ହେବ ହକି ବିଶ୍ଵକପ୍ ଉଦଘାଟନୀ ଉତ୍ସବର ସିଧାପ୍ରସାରଣ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ୨୦୨୩ ପୁରୁଷ ହକି ବିଶ୍ଵକପର ଆୟୋଜନ କରିବାକୁ ଯାଉଛି। ବିଶ୍ଵକପର ଏହି ସମାରୋହରେ ଗ୍ରାମାଞ୍ଚଳବାସୀଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ପ୍ରତି ଗ୍ରାମପଞ୍ଚାୟତରେ ଲୋକମାନଙ୍କ ମଧ୍ୟରେ କ୍ରୀଡ଼ାର...

ପ୍ରବେଶ ନିଷେଧ – ମହାରାଷ୍ଟ୍ର , ଦିଲ୍ଲୀ,ଗୁଜୁରାଟ ଓ ତାମିଲନାଡୁ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶ୍ୱ ମହାମାରୀ କରୋନା ତାର ପ୍ରକୋପ ଏବେ ଭାରତରେ ଦେଖାଇବା ଆରମ୍ଭ କରିଛି। ମେ ମାସର ପ୍ରଥମ ତିନି ଦିନ ମଧ୍ୟରେ ଏହା ପୂର୍ବର ସବୁ ରେକର୍ଡ଼ ଭାଙ୍ଗିଛି। ସବୁଠାରୁ ବଡ଼...

ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଜେଲ୍ ଭିତରେ ସନ୍ଦେହଜନକ ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ବହୁଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଜେଲ୍ ଭିତରେ ସନ୍ଦେହ ଜନକ ମୃତ୍ୟୁ। ହତ୍ୟା ମାମଲରେ କଣ୍ଟାବାଞ୍ଜି ଜେଲରେ ସଜା କାଟୁଥିଲେ ଗୋବିନ୍ଦ ସାହୁ। ଜେଲ୍...

ଦିଲ୍ଲୀରେ ସୁସ୍ଥ ହେଲେ କରୋନା ରୋଗୀ – ବଖାଣିଲେ ୧୪ ଦିନର ଅନୁଭୂତି

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ସୁସ୍ଥ ହୋଇ ଘରକୁ ଫେରିଲେ କରୋନା ରୋଗୀ। ଦିଲ୍ଲୀରେ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ଜଣେ ବ୍ୟକ୍ତି ୧୪ ଦିନ ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କିଛି ଦିନ ତଳେ...

ଅଗ୍ରଣୀ ଡିଜିଟାଲ ମିଡିଆ ପ୍ଲାଟଫର୍ମ ଓଡ଼ିଶାଲାଇଭରେ ଜେନେରାଲ୍ ମ୍ୟାନେଜର ପଦବୀ ପାଇଁ ନିଯୁକ୍ତି ସୁଯୋଗ, ଆବେଦନର ଶେଷ ତାରିଖ ଅଗଷ୍ଟ ୩୧

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ଅଗ୍ରଣୀ ଡିଜିଟାଲ ମିଡିଆ ପ୍ଲାଟଫର୍ମ ଓଡ଼ିଶାଲାଇଭ୍ ପକ୍ଷରୁ ଜେନେରାଲ୍ ମ୍ୟାନେଜର (କଣ୍ଟେଣ୍ଟ ଆଣ୍ଡ ଅପରେସନ୍ସ) ପଦବୀ ଲାଗି ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଏଥିପାଇଁ ସଂସ୍ଥା ପକ୍ଷରୁ ଆବେଦନ ଆହ୍ୱାନ...