କ୍ୟାବିନେଟ ମନ୍ତ୍ରୀ:
ଶଶିଭୂଷଣ ବେହେରା – ଅର୍ଥ ଓ ଅବକାରୀ
ମହେଶ୍ୱର ମହାନ୍ତି – ରାଜସ୍ୱ
ପ୍ରଫୁଲ୍ଲ ସାମଲ – ମହିଳା ଓ ଶିଶୁ ବିକାଶ, ସାମାଜିକ ସୁରକ୍ଷା
ବିକ୍ରମ କେଶରୀ ଆରୁଖ – ଗ୍ରାମ ଉନ୍ନୟନ, ସଂସଦୀୟ ବ୍ୟାପାର, ସୂଚନା ଓ ଲୋକସଂପର୍କ
ରମେଶ ମାଝି – ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ
ନିରଞ୍ଜନ ପୂଜାରୀ – ଶିଳ୍ପ ଓ ନଗର ଉନ୍ନୟନ
ସୂର୍ଯ୍ୟ ନାରାୟଣ ପାତ୍ର – ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ
ଊଷା ଦେବୀ – ଯୋଜନା ସମନ୍ୱୟ, ବୈଷୟିକ ଶିକ୍ଷା
ବିଜୟଶ୍ରୀ ରାଉତରାୟ – ଜଙ୍ଗଲ ଓ ପରିବେଶ
ପ୍ରଫୁଲ ମଲ୍ଲିକ – ଶକ୍ତି, ଇସ୍ପାତ ଓ ଖଣି
ଦାମୋଦର ରାଉତ – କୃଷି ଓ ସାଧାରଣ ଉଦ୍ୟୋଗ
ବଦ୍ରି ନାରାୟଣ ପାତ୍ର – ସ୍କୁଲ ଓ ଗଣଶିକ୍ଷା
ପ୍ରଦୀପ ମହାରଥୀ – ପଞ୍ଚାୟତିରାଜ, ପାନୀୟ ଜଳ ଯୋଗାଣ
ପ୍ରତାପ ଜେନା – ସ୍ଵାସ୍ଥ୍ୟ, ଆଇନ ମନ୍ତ୍ରୀ

ରାଷ୍ଟ୍ରମନ୍ତ୍ରୀ:
ଅନନ୍ତ ଦାସ – ଉଚ୍ଚଶିକ୍ଷା ବିଭାଗ
ସୁଶାନ୍ତ ସିଂହ – ଶ୍ରମ ଓ ଇଏସଆଇ ମନ୍ତ୍ରୀ
ନୃସିଂହ ସାହୁ – ବାଣିଜ୍ୟ ଓ ପରିବହନ
ଚନ୍ଦ୍ର ସାରଥୀ ବେହେରା – କ୍ରୀଡ଼ା ଓ ଯୁବବ୍ୟାପାର, ଆଇଟି
ସ୍ନେହାଙ୍ଗିନୀ ଛୁରିଆ – ହସ୍ତତନ୍ତ ଓ ବୟନଶିଳ୍ପ
ଅଶୋକ ପଣ୍ଡା – ସଂସ୍କୃତି ଓ ପର୍ଯ୍ୟଟନ

Comment