ଓଡ଼ିଶାଲାଇଭ୍‌ ବ୍ୟୁରୋ

୧. ସୋମନାଥ ମନ୍ଦିରରେ ଥିବା ରେଜିଷ୍ଟରରେ ଅଣ-ହିନ୍ଦୁ ବୋଲି ରାହୁଲ ଗାନ୍ଧି ଲେଖିଥିବା ଖବରକୁ ଖଣ୍ଡନ କଲା କଂଗ୍ରେସ, କହିଲା ଏହା ବିଜେପିର ଷଡ଼ଯନ୍ତ୍ର।
୨. ଜି ଏସ ଟି ମନ୍ତବ୍ୟ ଅଧିକ ଘନୀଭୂତ।ରାହୁଲଙ୍କ ‘ଗବର ସିଂ ଟ୍ୟାକ୍ସ’ ଟିପ୍ପଣୀକୁ ନେଇ  ପ୍ରଧାନମନ୍ତ୍ରୀ କହିଲେ ମୋର ଗଧ ମନେ ପଡ଼ି ଯାଉଛି।
୩. ଉତ୍ତରପ୍ରଦେଶରେ ବାପା-ପୁଅ ଏକାଠି। ମୁଲାୟମ ସିଂହ ଯାଦବଙ୍କ ଭାଇ ଶିବପାଲ ଯାଦବ ଶିଶୁପାଳ।
୪. କାଶ୍ମୀରରେ ‘ବୂମ୍ ବୂମ୍ ଅଫ୍ରିଡ଼ୀ’ ସ୍ଲୋଗାନରେ ମହେନ୍ଦ୍ର ସିଂହ ଧୋନି ବେହାଲ।
୫. ଉତ୍ତରପ୍ରଦେଶର ଜଲାଉଁ ଜିଲ୍ଲାରେ ଫସଲ ନଷ୍ଟ କରିବା କାରଣରୁ ୮ଟି ଗଧ ଗିରଫ ଓ ପରେ ପୋଲିସ ଦ୍ୱାରା ମୁକୁଳିଲେ।
୬. ମୁଲାୟମ ସିଂ ଯାଦବଙ୍କ ବୋହୂ ଅପର୍ଣ୍ଣା ଯାଦବ ପଦ୍ମାବତୀ ଚଳଚ୍ଚିତ୍ରର ଘୁମର ଗୀତରେ ନାଚିବା ପରେ ସମାଲୋଚନାର ଶିକାର।
୭. ୧୦ ନମ୍ବର ଜର୍ସି କେବଳ ସଚିନଙ୍କ ପାଇଁ ଥିଲା। ଏହି ନମ୍ବରକୁ ଆଉ କେହି ବ୍ୟବହାର କରି ପାରିବେ ନାହିଁ କହିଲା କ୍ରିକେଟ କଣ୍ଟ୍ରୋଲ ବୋର୍ଡ଼।
୮. ଆମ ଆଦମୀ ପାର୍ଟିର ୫ ବର୍ଷ ପାଳନ ଅବସରରେ ପୋଷ୍ଟର୍ ଯୁଦ୍ଧରେ ଅରବିନ୍ଦ କେଜ୍ରିୱାଲଙ୍କୁ ପଛରେ ପକାଇଲେ କୁମାର ବିଶ୍ୱାସ।
୯. ଦିବ୍ୟଙ୍କା ହେଲେ ସୋସିଆଲ ମିଡିଆର ସୁପର ଷ୍ଟାର। ଫଲୋଅରଙ୍କ ସଂଖ୍ୟା ଟପିଲା ୬୦ ଲକ୍ଷ।
୧୦. ଭାରତରେ ଅଛନ୍ତି ୩୬ ହଜାର ରୋହିଙ୍ଗିଆ ମୁସଲମାନ, ଆତଙ୍କବାଦୀ ସମ୍ପର୍କକୁ ଏଡ଼େଇ ହେବନାହିଁ କହିଲା ସୀମା ସୁରକ୍ଷା ବଳ।

Comment