ଓଡ଼ିଶାଲାଇଭ୍‍ ବ୍ୟୁରୋ

ଆସନ୍ତା ଫେବୃଆରୀ ୨୩ରୁ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ବାର୍ଷିକ ହାଇସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା ଚଳିତ ବର୍ଷ ଦେବେ ୫,୯୦,୩୩୦ ଛାତ୍ରଛାତ୍ରୀ। ୨୮୧୮ କେନ୍ଦ୍ରରେ ଏହି ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବେ। ଏଥିପାଇଁ ଖୋଲାଯିବ ୩୦୨ ନୋଡାଲ୍ ସେଣ୍ଟର। ୨୦୧୬ ଶିକ୍ଷା ବର୍ଷରେ ରାଜ୍ୟରେ ୬,୦୮୦୦୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।

LEAVE A REPLY

Please enter your comment!
Please enter your name here