ଓଡ଼ିଶାଲାଇଭ୍‌ ବ୍ୟୁରୋ

ରବିବାର ଦିନ ବିଶ୍ୱକପ୍‌ ଶେଷ ହୋଇଛି। ୧୯ ଦିନ ଧରି ଚାଲିଥିବା ଏହି ଖେଳ ଅନେକ ସ୍ମୃତି ବହନ କରୁଛି। ହକି ମହାକୁମ୍ଭର ଶେଷଦିନକୁ ନେଇ ଏକ ସ୍ୱତନ୍ତ୍ର ଫଟୋ ଗ୍ୟାଲେରି।

୧- ବର୍ଷା ସତ୍ତ୍ୱେ ହକି ପୁରୁଷ ବିଶ୍ୱକପ୍ ଫାଇନାଲ ମ୍ୟାଚ୍ ଲାଗି ଦର୍ଶକଙ୍କ କ୍ରେଜ୍
୨- କଳିଙ୍ଗ ଷ୍ଟାଡିୟମରେ ସେଲ୍ଫି ମୁଡ୍ରେ ମାଷ୍ଟର ବ୍ଲାଷ୍ଟର ସଚିନ୍
୩- ମ୍ୟାଚ୍ ଆରମ୍ଭ ପୂର୍ବରୁ ଜାତୀୟ ସଙ୍ଗୀତକୁ ସମ୍ମାନ
୪- ବିଜୟ ଲକ୍ଷରେ ବେଲଜିୟମ୍ ଓ ନେଦରଲାଣ୍ଡସ ଟିମ୍
୫- ଖୁସିରେ ବିଭୋର ବେଲଜିୟମ୍ ଟିମ୍
 ୬- ଚିୟର ଗାର୍ଲ ଡାନ୍ସରେ ଝୁମିଲେ ଦର୍ଶକ
 ୭- ହକି ଉଦଯାପନୀରେ ଉପସ୍ଥିତି ଅତିଥି
୮- ବିଜୟ ପରେ ଉଲ୍ଲସିତ ବେଲଜିୟମ୍ ଦଳ
୯- ପୁଣି ରନର୍ସଅପରେ ସନ୍ତୁଷ୍ଟ ନେଦରଲାଣ୍ଡସ
୧୦- ମୁଖ୍ୟମନ୍ତ୍ରୀଙ୍କ ସହ ଟ୍ରଫି ଗ୍ରହଣ କରୁଛନ୍ତି ବେଲଜିୟମ୍ ଅଧିନାୟକ

Comment