ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ସିରିଜ୍‌ ଆରମ୍ଭ ହୋଇଛି। ଟସ୍‌ ଜିତି ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ନାପିଅରର ଖେଳାଯାଉଥିବା ଏହି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ମାତ୍ର ୩୮ ଓଭରରେ ୧୫୭ରନ୍‌ କରି ଅଲ ଆଉଟ୍‌ ହୋଇଛି।

ଭାରତ ୧୫୮ରନ୍‌ ବିଜୟ ଲକ୍ଷ ନେଇ ପଡ଼ିଆକୁ ଓହ୍ଲାଇଛି। ସାମି ୬ଓଭର ବୋଲିଂ କରି ୧୯ରନ୍ ଦେଇ ୩ଟି ୱିକେଟ ନେଇଥିଲେ। ସେପଟେ କୁଲଦୀପ ୧୦ ଓଭରରେ ମାତ୍ର ୩୯ରନ୍‌ ଦେଇ ୪ଟି ୱିକେଟ ନେଇଥିଲେ।  ଚହଲ ଏବଂ ଯାଦବ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

Comment