ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଉ କିଛି ସମୟ ପରେ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ। ପ୍ରାୟ ୫୬ହଜାର ୯୨୧କୋଟିର ବଜେଟ ଉପସ୍ଥାପନ ହେବ।

ଅର୍ଥମନ୍ତ୍ରୀ ଶଶି ଭୂଷଣ ବେହେରା ବଜେଟ ଉପସ୍ଥାପନ କରିବେ। ୪ମାସ ଲାଗି ଆସିବ ଏହି କାମଚଳା ବଜେଟ।

ନିକଟରେ କେନ୍ଦ୍ରସରକାର ବଜେଟରେ ମଧ୍ୟବିତ୍ତ ପରିବାର ଓ ଚାଷୀଙ୍କୁ ଖୁସି କରିଥିବା ବେଳେ ରାଜ୍ୟ ବଜେଟରେ କଣ ରହୁଛି ତାହା ଉପରେ ନଜର ରହିଛି। ଏହା ସହିତ ନିର୍ବାଚନକୁ ଆଉ ଅଳ୍ପଦିନ ବାକି ଥିବାରୁ ଏଥରର ବଜେଟ ଅନେକ ଗୁରୁତ୍ୱ ରଖୁଛି।

Comment