ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ଘଟଣାରେ ଆଉ ୨ ଜଣଙ୍କୁ ଗିରଫ କରିଛି ପୋଲିସ। ସେମାନେ ହେଲେ ନୂଆପଡ଼ା ଜିଲ୍ଲାର ସର୍ବଜ୍ଞ ସୁପକାର ଏବଂ ଜ୍ଞାନଦତ୍ତ। ଏହି ଦୁଇ ଜଣ ଓଡ଼ିଆ ପ୍ରଶ୍ନପତ୍ର ହ୍ୱାଟସ୍‌ଆପ୍‌ରେ ଭାଇରାଲ କରିଥିବା ଅଭିଯୋଗ ହୋଇଥିଲା।

ସର୍ବଜ୍ଞ ସୁପକାର ନୂଆପଡ଼ା ଜିଲ୍ଲା କୋଡ଼ପଦର ହାଇସ୍କୁଲରେ ଶିକ୍ଷକ ଅଛନ୍ତି।

ଶନିବାର ଦିନ ନୂଆପଡ଼ା ପୋଲିସ ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ଘଟଣାରେ ୫ ଜଣଙ୍କୁ ଗିରଫ କରିଥିଲା।

Comment