ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ୩୬ଟି ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି।

 ବିଧାନସଭା ପ୍ରାର୍ଥୀ

ରେମୁଣା: ସୁଧାଂଶୁ ଶେଖର ପରିଡ଼ା
ବିଞ୍ଝାରପୁର: ପ୍ରମିଳା ମଲ୍ଲିକ
ମହାକାଳପଡ଼ା: ଅତନୁ ସବ୍ୟସାଚୀ ନାୟକ

ଚାନ୍ଦବାଲି: ବ୍ୟୋମକେଶ ରାୟ
ସିମୁଳିଆ: ଜ୍ୟୋତିପ୍ରକାଶ ପାଣିଗ୍ରାହୀ
ଧର୍ମଶାଳା: ପ୍ରଣବ ବଳବନ୍ତରାୟ
ସୁକିନ୍ଦା: ପ୍ରୀତିରଂଜନ ଘଡେ଼ଇ
ପାଟକୁରା: ବେଦପ୍ରକାଶ ଅଗ୍ରୱାଲା
ଆଳି: ପ୍ରତାପ ଦେବ
ମାହାଙ୍ଗା: ପ୍ରତାପ ଜେନା
ସାଲେପୁର: ପ୍ରଶାନ୍ତ ବେହେରା

ବାସୁଦେବପୁର: ବିଷ୍ଣୁବ୍ରତ ରାଉତରାୟ
ଘସିପୁରା: ବଦ୍ରି ନାରାୟଣ ପାତ୍ର
ପାଟଣା: ଜଗନ୍ନାଥ ନାଏକ
କେନ୍ଦୁଝର: ମାଧବ ସର୍ଦ୍ଧାର
ଭୋଗରାଇ: ଅନନ୍ତ ଦାସ
ରେମୁଣା: ସୁଧାଂଶୁ ଶେଖର ପରିଡ଼ା

ମହାକାଳପଡ଼ା : ଅତନୁ ସବ୍ୟସାଚୀ ନାୟକ
ନୟାଗଡ଼: ଅରୁଣ ସାହୁ
ରଣପୁର: ସତ୍ୟ ନାରାୟଣ ପ୍ରଧାନ
ଭୁବନେଶ୍ୱର ଏକାମ୍ର: ଅଶୋକ ଚନ୍ଦ୍ର ପଣ୍ଡା
ବଡ଼ମ୍ବା: ଦେବୀପ୍ରସାଦ ମିଶ୍ର
ବାଙ୍କୀ: ଦେବୀରଂଜନ ତ୍ରିପାଠୀ
ଢେଙ୍କାନାଳ: ସୁଧିର ସାମଲ
ହିନ୍ଦୋଳ: ସୀମାରାଣୀ ନାୟକ
କାମାକ୍ଷାନଗର: ପ୍ରଫୁଲ୍ଲ ମଲ୍ଲିକ
ତାଳଚେର: ବ୍ରଜ କିଶୋର ପ୍ରଧାନ

ଛେଣ୍ଡିପଦା: ସୁଶାନ୍ତ ବେହେରା
ଅନୁଗୁଳ: ରଜନୀକାନ୍ତ ସିଂହ
କୁଚିଣ୍ଡା: କିଶୋର ଚନ୍ଦ୍ର ନାୟକ

ବ୍ରହ୍ମଗିରି: ସଂଜୟ ଦାସବର୍ମା
ସତ୍ୟବାଦୀ: ଉମାକାନ୍ତ ସାମନ୍ତରାୟ
ଆଠଗଡ଼: ରଣେନ୍ଦ୍ର ପ୍ରତାପ ସ୍ୱାଇଁ
ଚୌଦ୍ୱାର-କଟକ: ସୌଭିକ ବିଶ୍ୱାଳ

ଭଣ୍ଡାରି ପୋଖରି: ପ୍ରଫୁଲ୍ଲ ସାମଲ

କରଞ୍ଜିଆ: ବାସନ୍ତି ହେମ୍ରମ

Comment