ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେଡି ସୁପ୍ରିମୋ ବାକି ବିଧାନସଭଆ ଆସନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ଜାଣନ୍ତୁ କିଏ କେଉଁଠୁ ଟିକେଟ ପାଇଛନ୍ତି।

୧-ଜଳେଶ୍ୱର – ଅଶ୍ୱନି ପାତ୍ର

୨-ଯସିପୁର – ଗୋଲକ ବିହାରୀ ନାୟକ

୩-ପୁରୀ-ମହେଶ୍ୱର ମହାନ୍ତି

୪-ଜଟଣୀ- ବିଭୂତି ବଲବନ୍ତରାୟ

୫-କଟକ-ସଦର – ଚନ୍ଦ୍ରସାରଥୀ ବେହେରା

୬-ବାଙ୍ଗିରପୋଷୀ – ସୁଦାମ ମାରାଣ୍ଡି

୭-ଉଦଳା – ଶ୍ରୀନାଥ ସୋରେନ

୮-ବାଲେଶ୍ୱର – ଜୀବନ ପ୍ରଦୀପ ଦାସ

୯-ପାରାଦୀପ – ସମ୍ବିତ ରାଉତରାୟ

୧୦-ବାରବାଟୀ – ଦେବାଶିଷ ସାମନ୍ତରାୟ

୧୧-ବଡ଼ଚଣା – ଅମର ଶତପଥୀ

୧୨-ଭଦ୍ରକ – ସଞ୍ଜିବ ମଲ୍ଲୀକ

୧୩-ସୋର – ପର୍ଶୁରାମ ଧଡ଼ା

୧୪-ତିର୍ତ୍ତୋଲ – ବିଷ୍ଣୁ ଦାସ

୧୫-ରାଜନଗର – ଧ୍ରୁବ ସାହୁ

୧୬-ବଡ଼ସାହି – ବୃନ୍ଦାବନ ଦାସ

୧୭-ରେଙ୍ଗାଳି – ରୀନା ତନ୍ତି

୧୮-ସାରସକଣା – ଅମର ସିଂହ ଟୁଡ଼ୁ

Comment