ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ପ୍ରତୀକ୍ଷାର ଅନ୍ତ ଘଟିଛିା ଦାମଙ୍କ ଗଡ଼ ପାରାଦୀପରୁ ବିଜେଡି ଟିକେଟ ନେଇଛନ୍ତି ସମ୍ବିତ ରାଉତରାୟା ସମ୍ବିତ ହେଉଛନ୍ତି ବରିଷ୍ଠ ନେତା ଦାମଙ୍କ ପୁଆ ୨୦୦୯ରେ ପାରାଦୀପ ନୂଆ ନିର୍ବାଚନ ମଣ୍ଡଳୀ ଭାବେ ଗଠନ ହେବା ପରେ ଦାମ ନିର୍ବାଚନ ଜିତି ଆସୁଥିଲୋ ୨୦୧୪ରେ ବି ଦାମ ବିଜେଡି ଟିକେଟରେ ନିର୍ବାଚନ ଜିତିଥିଲୋ

ବିଜେଡି ନେତାଙ୍କୁ ସମାଲୋଚନା କରି ଦାମ ବିଜେଡିରୁ ବହିଷ୍କୃତ ହୋଇଥିଲୋ ଦାମ ଏବେ ବିଜେପିରେ ଯୋଗ ଦେଇଛନ୍ତିା ବାଲିକୁଦା-ଏରସମାରୁ ଦାମ ବିଜେପି ଟିକେଟରେ ନିର୍ବାଚନ ଲଢ଼ିବୋ

ସମ୍ବିତ ପ୍ରଥମ ଥର ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତିା ୨୦୦୦୯ ଏବଂ ୨୦୧୪ରେ ସମ୍ବିତ ବିଜେଡି ଟିକେଟ ପାଇଁ ଲବି କରିଥିଲୋ କିନ୍ତୁ ବାପାଙ୍କ ପାଇଁ ସେ ଟିକେଟ ନେଇ ନଥିବା କହିଥିଲୋ

ସମ୍ବିତ ଏବେ ବିଜେଡିର ସାଧାରଣ ସମ୍ପାଦକ ଅଛନ୍ତିା ସମ୍ବିତଙ୍କ ବିପକ୍ଷରେ ବିଜେପି ଓ କଂଗ୍ରେସର କିଏ ପ୍ରାର୍ଥୀ ହେବେ ସେନେଇ ଚୂଡ଼ାନ୍ତ ହୋଇନିା

Comment