ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ବିଜେଡି ମଙ୍ଗଳବାର ୨୦୧୯ ନିର୍ବାଚନ ଲାଗି ଇସ୍ତାହାର ଘୋଷଣା କରିଛି। ଯେଉଁଥିରେ ଅନେକ କିଛି ଉଲ୍ଲେଖ ରହିଛି। ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଇସ୍ତାହାର ଘୋଷଣା କରାଯାଇଛି। ଏଥର ବିଜେଡିର ଇସ୍ତାହାରର ଥିମ୍‌ ରହିଛି ‘ନବୀନ ଓଡ଼ିଶା ଶସକ୍ତ ଓଡ଼ିଶା’।  ଆସନ୍ତୁ ନଜର ପକାଇବା ବିଜେଡିର ଇସ୍ତାହାରରେ କ’ଣ ସବୁ ସ୍ଥାନ ପାଇଛି?

୧-‘କ୍ଷମତାକୁ ଆସିଲେ ମହିଳାଙ୍କୁ ଅଧିକ ଗୁରୁତ୍ୱ ଦିଆଯିବ’

୨-‘ଏସଏଚଜି ଗ୍ରୁପଙ୍କୁ ଅଧିକ ଗୁରୁତ୍ୱ’

୩-‘କ୍ଷମତାକୁ ଆସିଲେ କାଳିଆ ଯୋଜନା ଜାରି ରଖିବୁ’

୪-‘କାଳିଆ କମିଶନ ଗଠନ କରାଯିବ’

୫-‘କାଳିଆ ବୃତ୍ତି ଜାରି ରହିବ’

୬-‘ଜଳସେଚନ ପାଇଁ ଅଧିକ ୫୦ହଜାର କୋଟି ଖର୍ଚ୍ଚ ହେବ’

୭-‘ଚାଷୀ, ମହିଳା, ଯୁବକ, ଛାତ୍ରଙ୍କ ଶସକ୍ତିକରଣ ଉପରେ ଗୁରୁତ୍ୱ’

୮- ‘କ୍ଷମତାକୁ ଆସିଲେ ପ୍ରଥମ ଦିନରେ ୨୫ଲକ୍ଷ ଚାଷୀଙ୍କୁ କାଳିଆ ସହାୟତା ଦିଆଯିବ’

୯-‘ଶସ୍ୟଋଣ ୫୦ହଜାରରୁ ୧ଲକ୍ଷକୁ ବୃଦ୍ଧି କରାଯିବ’

୧୦ – ‘ଧାନ ସଂଗ୍ରହ ପାଇଁ ଅଧିକ ବ୍ୟବସ୍ଥା କରାଯିବ’

LEAVE A REPLY

Please enter your comment!
Please enter your name here