ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ଆଜି ୪ଲୋକସଭା ଓ ୨୮ ବିଧାନସଭା ଆସନ ଲାଗି ମତଦାନ ଚାଲିଛି। ଅନ୍ୟପଟେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ମାରାଥନ ପ୍ରଚାର ଆରମ୍ଭ କରିଛନ୍ତି।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କନ୍ଧମାଳ, ସୋନପୁର, ବୌଦ୍ଧ ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ ସମୟରେ ନବୀନ ଆୟୋଜିତ ହେବାକୁ ଥିବା ବିଭିନ୍ନ ରୋଡ ସୋରରେ ଯୋଗ ଦେବେ।

ନବୀନ ବୀରମହାରାଜପୁର, ବିନିକା, ବୌଦ୍ଧ,ଜି ଉଦୟଗିରି,ଫୁଲବାଣୀରେ ଆୟୋଜନ ହେବାକୁ ଥିବା ଜନସଭାକୁ ସମ୍ବୋଧିକ କରିବେ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତଲାଗି ବିଜେଡି କର୍ମୀ,ଶୁଭେଛୁ ଓ ପ୍ରାର୍ଥୀ ଉତ୍ସାହିତ ଅଛନ୍ତି।

Comment