ଓଡ଼ିଶାଲାଇଭ ବ୍ୟୁରୋ

ଚେକ୍ ରିପବ୍ଲିକ୍ ଗ୍ରାଣ୍ଡ ପ୍ରିକ୍ସ ଲିବେରେସନ୍ ସୁଟିଂ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଓଡ଼ିଆ ସୁଟର ଶ୍ରୀୟଙ୍କା ଷଡ଼ଙ୍ଗୀ। ମିକ୍ସଡ ଇଭେଣ୍ଟରେ ଶ୍ରୀୟଙ୍କା ଗଗନ ନାରଙ୍ଗଙ୍କ ସହ ଖେଳୁଥିଲ। ୧୦ ମିଟର ଏୟାର ରାଇଫଲରେ ଶ୍ରୀୟଙ୍କା ଏହି ପଦକ ଜିତିଛନ୍ତି। ବୁଧବାର ସେ ୫୦ ମିଟର ଏୟାର ରାଇଫଲରେ ରୋପ୍ୟ ପଦକ ଜିତିଥିଲ।

ଶ୍ରୀୟଙ୍କାଙ୍କ ଏହି ସଫଳତା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ ଜରିଆରେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ତାଙ୍କ ସଫଳତା ଦେଶକୁ ଗର୍ବିତ କରାଇଛି ଟୁଇଟ୍‌ରେ ଲେଖିଛନ୍ତି ଧର୍ମେନ୍ଦ୍ରା

LEAVE A REPLY

Please enter your comment!
Please enter your name here