ଓଡ଼ିଶାଲାଇଭ୍‌ ବ୍ୟୁରୋ

ଟିମ୍‌ ଇଣ୍ଡିଆକୁ ବଡ଼ ସଫଳତା ମିଳିଛି। ନ୍ୟୁଜିଲାଣ୍ଡର ଅଧିନାୟକ ତଥା ଘାତକ ବ୍ୟାଟ୍ସମ୍ୟାନ୍‌ କେନ୍‌ ଓ୍ଵିଲିୟମସନ ଅଉଟ୍‌ ହୋଇ ପାଭିଲିୟନ୍‌ ଫେରିଛନ୍ତି। ଭାରତକୁ ଏହି ସଫଳତା ଦେଇଛନ୍ତି ଜୁଜୁବେନ୍ଦ୍ର ଚହଲ।

ଚହଲଙ୍କ ବଲ୍‌କୁ ଖେଳିବାକୁ ଯାଇ ଓ୍ଵିଲିୟମସନ ଜାହେଜାଙ୍କ ହାତକୁ କ୍ୟାଚ୍‌ ଟେକିଥିଲେ। ଫଳରେ ୬୭ ରନ୍‌ରେ ଆଉଟ୍‌ ହୋଇ ପାଭିଲିୟନ୍‌ ଫେରିଛନ୍ତି ଅଧିନାୟକ କେନ୍‌ ଓ୍ଵିଲିୟମସନ।

୩୯ ଓଭର ସୁଦ୍ଧା ନ୍ୟୁଜିଲାଣ୍ଡ ୧୫୧/୩।

Comment