ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାଜିଲା ସେମିଫାଇନାଲ ବିଗୁଲ। କ୍ରିକେଟ୍ ବିଶ୍ୱକପ୍‌ ୨୦୧୯ ପ୍ରଥମ ସେମିଫାଇନାଲ ଭାରତ-ନ୍ୟୁଜିଲାଣ୍ଡ ମୁହାଁମୁହିଁ ହୋଇଛନ୍ତି। ଲଣ୍ଡନର ମାଞ୍ଚେଷ୍ଟରଠାରେ ଦିନ ୩ଟା ବେଳେ ଏହି ହାଇଭୋଲ୍ଟେଜ୍‌ ମ୍ୟାଚ୍‌ ଖେଳାଯିବ। ଏହାରି ମଧ୍ୟରେ ଟସ୍‌ ପଡ଼ିସାରିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଛି ନ୍ୟୁଜିଲାଣ୍ଡ। ବର୍ତ୍ତମାନ ନ୍ୟୁଜିଲାଣ୍ଡକୁ ଘେରିବା ପାଇଁ ପାଭିଲିୟନ୍‌ରେ ଟିମ୍‌ ଇଣ୍ଡିଆ ରଣନୀତି ପ୍ରସ୍ତୁତ କରୁଛି।

ନ୍ୟୁଜିଲ୍ୟାଣ୍ଡ୍ ଏକାଦଶ: ମାର୍ଟିନ୍ ଗପ୍ଟିଲ୍, ହେନରୀ ନିକୋଲ୍‌ସ, କେନ୍ ୱିଲିୟମସନ୍ (ଅଧିନାୟକ), ରସ୍ ଟେଲର, ଟମ୍ ଲାଥାମ (ୱିକେଟକିପର), ଜେମ୍ସ ନିଶାମ, କଲିନ୍ ଡି’ଗ୍ରାଣ୍ଡହୋମ୍, ମିଚେଲ୍ ସାଣ୍ଟନର, ଲକି ଫର୍ଗୁସନ୍, ମ୍ୟାଟ୍ ହେନରୀ, ଟ୍ରେଣ୍ଟ ବୋଲ୍ଟ।

ଭାରତ ଏକାଦଶ: ଲୋକେଶ ରାହୁଲ, ରୋହିତ ଶର୍ମା, ବିରାଟ କୋହଲି(ଅଧିନାୟକ), ରିଷଭ ପନ୍ତ, ଏମ୍ଏସ୍ ଧୋନି(ୱିକେଟ୍ କିପର), ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡ଼େଜା, ଭୁବନେଶ୍ୱର କୁମାର, ଯୁଜୁବେନ୍ଦ୍ର ଚହଲ, ଜସପ୍ରିତ ବୁମ୍‌ରା।

Comment