ଓଡ଼ିଶାଲାଇଭ୍ ବ୍ୟୁରୋ

ଭିଜିଲାନ୍ସ ଜାଲରେ ଧରା ପଡ଼ିଛନ୍ତି ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଆଶିଷ ବେହେରା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଭିଜିଲାନ୍ସ ରେଡ୍ କରିଥିବା ଜଣାପଡ଼ିଛି।

ଡିଏଫଓଙ୍କ ବ୍ରହ୍ମପୁର ବାସଭବନସ୍ଥିତ କାର୍ଯ୍ୟାଳୟ, ଦିଗପହଣ୍ଡି ରେଞ୍ଜ ଅଫିସ, ଖଲ୍ଲିକୋଟ୍ ରେଞ୍ଜ ଅଫିସ ଏବଂ ଭୁବନେଶ୍ୱର ଆପାର୍ଟମେଣ୍ଟରେ ଖୋଳତାଡ଼ କରୁଛି ଭିଜିଲାନ୍ସ।

କଟକ ସ୍ପେଶାଲ ଭିଜିଲାନ୍ସ ଏକକାଳୀନ ୯ଟି ସ୍ଥାନରେ ଚଢ଼ଉ କରୁଛି।

Comment