ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟର ୩୦ଟି ଜିଲ୍ଲାରେ ପର୍ଯ୍ୟବେକ୍ଷକ ନିଯୁକ୍ତି କରିଛି ବିଜେଡି। ଦଳର ସଭାପତି ନବୀନ ପଟ୍ଟନାୟକ ଶୁକ୍ରବାର ଏନେଇ ଘୋଷଣା କରିଛନ୍ତି। ବିଜୁ ଜନତା ଦଳର ବିଭିନ୍ନ ନେତାମାନଙ୍କୁ ନବୀନ ପଟ୍ଟନାୟକ ବିଭିନ୍ନ ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦେଇଛନ୍ତି। ଜାଣନ୍ତୁ କେଉଁ ନେତାଙ୍କୁ ମିଳିଛି କେଉଁ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ?

ସଞ୍ଜୟ ଦାସବର୍ମା – ନବରଙ୍ଗପୁର ଓ ରାୟଗଡ଼ା

ଚନ୍ଦ୍ରସାରଥୀ ବେହେରା – କୋରାପୁଟ ଓ ମାଲକାନଗିରି

ନବକିଶୋର ଦାସ – କଳାହାଣ୍ଡି

ପ୍ରଫୁଲ୍ଲ ମଲ୍ଲିକ – ବରଗଡ଼

ସୁଶାନ୍ତ ସିଂହ – ବଲାଙ୍ଗିର

ବିକ୍ରମ ଆରୁଖ – କନ୍ଧମାଳ

ନିରଞ୍ଜନ ପୂଜାରୀ – ଅନୁଗୁଳ

ପ୍ରତାପ ଜେନା – ବାଲେଶ୍ୱର

ରଣେନ୍ଦ୍ର ପ୍ରତାପ ସ୍ୱାଇଁ – ଭଦ୍ରକ

ପ୍ରମିଳା ମଲ୍ଲିକ – କେନ୍ଦ୍ରାପଡ଼ା

ଦେବାଶିଷ ସାମନ୍ତରାୟ – ଜଗତସିଂହପୁର

ପ୍ରଦୀପ କୁମାର ଅମାତ୍ – ପୁରୀ

ଉଷା ଦେବୀ – କଟକ

ଅଶୋକ ଚନ୍ଦ୍ର ପଣ୍ଡା – ଯାଜପୁର

ପୂର୍ଣ୍ଣଚନ୍ଦ୍ର ସ୍ଵାଇଁ – ଗଜପତି

ବିଜୟ ନାୟକ – ଢେଙ୍କାନାଳ

କୃତିବାସ ପାତ୍ର – ବୌଦ୍ଧ

ନଳିନୀକାନ୍ତ ପ୍ରଧାନ – ସମ୍ବଲପୁର, ଦେବଗଡ଼

ପ୍ରୀତି ରଞ୍ଜନ ଘଡ଼ାଇ – ସୁନ୍ଦରଗଡ଼

କ୍ୟାପ୍ଟେନ୍‌ ଦିବ୍ୟଶଙ୍କର ମିଶ୍ର – କେନ୍ଦୁଝର

ପ୍ରଣବ ପ୍ରକାଶ ଦାସ – ମୟୂରଭଞ୍ଜ

ଅମର ପ୍ରସାଦ ଶତପଥୀ – ନୟାଗଡ଼

ପଦ୍ମନାଭ ବେହେରା – ଝାରସୁଗୁଡ଼ା

ହାଜି ମହମ୍ମଦ ଆୟୁବ୍‌ ଖାନ୍‌ – ସୁବର୍ଣ୍ଣପୁର

ମହେଶ୍ୱର ମହାନ୍ତି – ଗଞ୍ଜାମ

Comment