ଓଡ଼ିଶାଲାଇଭ୍‌ ବ୍ୟୁରୋ

କର୍ଣ୍ଣାଟକ ବରିଷ୍ଠ କଂଗ୍ରେସ ନେତା ଡି କେ ଶିବକୁମାର  ଗିରଫ୍‌। ଚିଦାମ୍ବରମଙ୍କ ପରେ ଏବେ ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଜାଲରେ ଶିବକୁମାର।

ବେଆଇନ ଅର୍ଥ କାରବାର ମାମଲାରେ ମଙ୍ଗଳବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଶିବକୁମାରଙ୍କୁ ଗିରଫ କରିଛି।

ବିଜେପି ପ୍ରତିଶୋଧର ରାଜନୀତି କରୁଥିବା କଂଗ୍ରେସ ଦଳ ପକ୍ଷରୁ କୁହାଯାଇଛି।

Comment